ଏହି ଅଭିନେତ୍ରୀଙ୍କୁ ଏତେ ଘୃଣା କରୁଥିଲେ ଅକ୍ଷୟ କୁମାର, କି କେବେବି ତାଙ୍କ ସହ କରିଲେ ନାହିଁ ଫିଲ୍ମ

ଆଜିକା ସମୟ ରେ ଅଭିନେତା ଅକ୍ଷୟ କୁମାର ଙ୍କୁ କିଏ ବା ନ ଜାଣିଚି I ଅକ୍ଷୟ କୁମାର ଆଜିକା ସମୟ ରେ ଜଣେ ସଫଳ ଅଭିନେତା ରୂପେ ପରିଚିତ ଅଟନ୍ତି I ଆଜିକା ସମୟ ରେ ବଲିଉଡ ର ଜଣେ ସଫଳ ଅଭିନେତା ରୂପେ ଅକ୍ଷୟ କୁମାର ପରିଚିତ ଅଟନ୍ତି I କିନ୍ତୁ ଏକ ଏପରି ସମୟ ଥିଲା ଯେଉଁ ସମୟ ରେ ବଲିଉଡ ର ସବୁଠାରୁ ସଫଳ ଅଭିନେତ୍ରୀ ଅକ୍ଷୟ କୁମାର ଙ୍କ ସହ କାମ କରିବାକୁ ମନା କରି ଦେଇଥିଲେ I ଏପରି ଘଟଣା ରେ ଅକ୍ଷୟ କୁମାର ଖୁବ ମନ ଦୁଃଖ ମଧ୍ୟ କରିଥିଲେ I

ବିଗତ ଦିନ ରେ ଅକ୍ଷୟ କୁମାର ଏହା କହିଛନ୍ତି କି ସେ ରାଣୀ ମୁଖାର୍ଜୀ ଙ୍କ ସହ ଅଭିନୟ କରିବାକୁ ପସନ୍ଦ କରନ୍ତି ନାହିଁ I ତାଙ୍କ ସହ ସେ କୌଣସି ଫିଲ୍ମରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ I ଫିଲ୍ମ ଖିଲାଡୀ କା ଖିଲାଡୀ ପରେ ଅକ୍ଷୟ କୁମାର , ରାଣୀ ଙ୍କ ଠାରୁ ଦୁରେଇ ଯାଇଥିଲେ I

ମିଳିଥିବା ସୂଚନା ଅନୁସାରେ ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଅକ୍ଷୟ କୁମାର ନୂଆ କରି ଏଣ୍ଟ୍ରି କରିଥିଲେ ସେ ସମୟ ରେ ଫିଲ୍ମ ଖିଲାଡୀ କା ଖିଲାଡୀ ରେ ଅକ୍ଷୟ କୁମାର ଙ୍କୁ ଅଭିନୟ କରିବାକୁ ଅଫର ମିଳିଥିଲା ଏବଂ ଅପୋଜିଟ ରେ ଥିଲେ ରାଣୀ ମୁଖାର୍ଜୀ I ଏହା ଦେଖି ରାଣୀ ମୁଖାର୍ଜୀ ମନା କରିଥିଲେ I

କରଣ ଜୋହର ଙ୍କ ର ଲୋକପ୍ରିୟ ଚାଟ ସୋ କାଫି ବିଦ କରଣ ରେ ଟ୍ୱିଙ୍କିଲ ଏପରି ବୟାନ ଦେଇଛନ୍ତି I ସେ କହିଛନ୍ତି ଏକ ସମୟ ଥିଲା ରାଣୀ ମୁଖାର୍ଜୀ ଙ୍କର ଫିଲ୍ମ ଇଣ୍ଡଷ୍ଟ୍ରି ରେ କୌଣସି ପରିଚୟ ନ ଥିଲା I ସେତେବେଳେ ମୁ ନିଜ ଫିଲ୍ମ କୁଛ କୁଛ ହୋତା ହେ ମନା କରିବା ପରେ ଏହା ରାଣୀ ମୁଖାର୍ଜୀ ଙ୍କୁ ଦିଆ ଯାଇଥିଲା I ଏବଂ ଆଜିକା ସମୟ ରେ ଅକ୍ଷୟ କୁମାର ବଲିଉଡ ରେ ଅନେକ ସଫଳତା ର ଶୀର୍ଷ ରେ ପହଂଚିଛନ୍ତି I ଏବଂ ତାଙ୍କ ସହ ଅନେକ ବଡ଼ ବଡ଼ ଅଭିନେତ୍ରୀ କାମ କରିବାକୁ ବେଶ ଉତ୍ସାହିତ ଅଟନ୍ତି I