ଫିଲ୍ମ ‘ଯୁଦାଇ’ର ଏହି ଛୋଟ ପିଲା, ଆଜି ହେଇଯାଇଛି ବଲିଉଡର ବଡ ସୁପରଷ୍ଟାର – ନାଁ ଜାଣିଲେ ହୋସ ଉଡିଯିବ

ଫିଲ୍ମ ଜଗତ ରେ ବାଲ୍ୟ କଳାକାର ଙ୍କ ର ଅଭିନୟ କୁ ଦର୍ଶକେ ଅଧିକ ରୁ ଅଧିକ ପସନ୍ଦ କରିଥାନ୍ତି I ଏହି ବାଲ୍ୟ କଳାକାର ମାନେ ନିଜ ର କୋମଳମତି ସ୍ଵଭାଵ ଓ ସୁନ୍ଦର ଅଭିନୟ କୁ ନେଇ ଦର୍ଶକ ଙ୍କ ର ମନୋରଞ୍ଜନ କରିଥାନ୍ତି I ଏହି ବାଲ୍ୟ କଳାକାର ମାନେ ଖୁବ କମ ବୟସ ରୁ ହିଁ ଅଭିନୟ ଜଗତ ରେ ପାଦ ଦେଇଥାନ୍ତି I ଆଜି ଆମେ ଆପଣ ଙ୍କୁ ଜଣେ ଏହିପରି ବାଲ୍ୟ କଳାକାର ଙ୍କ ବିଷୟ ରେ କହିବାକୁ ଯାଉଛୁ I

ଏ ହେଉଛନ୍ତି ଫିଲ୍ମ ଯୁଦାଇ ର ବାଲ୍ୟ କଳାକାର
ଫିଲ୍ମ ଯୁଦାଇ ରେ ବାଲ୍ୟକାଳକାର ରୂପେ ଅଭିନୟ କରିଥିଲେ ଓଁକାର କପୁର I ଆଜିକା ସମୟ ରେ ସେ ଜଣେ ସୁପର ଷ୍ଟାର ହେଇସାରିଛନ୍ତି I ଏହି ବାଲ୍ୟ କଳାକାର ଆଜିକା ସମୟ ରେ ବଡ଼ ହେଇ ଜଣେ ସୁପର ଷ୍ଟାର ହେଇଯାଇଛନ୍ତି I

ଫିଲ୍ମ ଯୁଦାଇ ରେ ବାଲ୍ୟକାଳକାର ରୂପେ ଅଭିନୟ କରିଥିଲେ ଓଁକାର କପୁର I ଓଁକାର ଆଜିକା ସମୟ ରେ ବଡ଼ ହେଇ ଜଣେ ସୁପର ଷ୍ଟାର ହେଇପାରିଛନ୍ତି I ଆଜିକା ସମୟ ରେ ଆପଣ ତାଙ୍କୁ ଦେଖି ଚିନହୀ ପାରିବେ ନାହିଁ I ଏହି କିଛି ବର୍ଷ ପୂର୍ବ ରେ ଫିଲ୍ମ ଯୁଦାଇ ରେ I ତାଙ୍କ ର ଲୋକପ୍ରିୟତା ମଧ୍ୟ ବର୍ତମାନ ସେହିପରି ଅଟେ I

ଓଁକାର କପୁର ଥିଲେ ଫିଲ୍ମ ଯୁଦାଇ ର ବାଲ୍ୟକାଳକାର
ଓଁକାର କପୁର ବର୍ତମାନ ବଡ଼ ହେଇଯାଇଛନ୍ତି ଏବଂ ନିଜ ର ଅଭିନୟ ର ପାରଦର୍ଶିତା କୁ ନେଇ ସେ ବେଶ ସୁପରିଚିତ ହେଇଛନ୍ତି I ସେ ଦେଖିବାକୁ ମଧ୍ୟ ଖୁବ ହ୍ୟାଣ୍ଡସମ ଅଟନ୍ତି I ସେ ଫିଲ୍ମ ଯୁଦାଇ ରେ ଅନିଲ କପୁର ଙ୍କ ର ବଡ଼ ଭୂମିକା ରେ ଅଭିନୟ କରିଥିଲେ I

ଏହି ଫିଲ୍ମ ରେ ଓଁକାର ଏକ ଗୀତ ଗାଇଥିଲେ “ଛୋଟା ବଚ୍ଛା ଯାନ କେ ନା ” ପରି ଗୀତି ରେ ଅଭିନୟ କରି ଦର୍ଶକ ଙ୍କ ର ଖୁବ ମନୋରଞ୍ଜନ ମଧ୍ୟ କରିଥିଲେ I ଫିଲ୍ମ ପ୍ୟାର କା ପଞ୍ଚନାମା ରେ ମଧ୍ୟ ସେ ବେଶ ସୁନ୍ଦର ଅଭିନୟ କରିଥିଲେ I