ଏ ହେଉଛନ୍ତି ବଲିଉଡର ଏପରି 5 ଜଣ କଳାକାର ଯାହାଙ୍କ ବିବାହ ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ଲାଗି ପ୍ରଶ୍ନ, ହୋଇ ଗଲେଣି ବୁଢା

ଏପରି କୁହାଯାଇଥାଏ ସାଦୀ କା ଲଡୁ ଜୋ ଖୟା ପଛତାୟା ଜୋ ନାହିଁ ଖୟା ବୋ ବି ପଛତାୟା I ତେଣୁ ଲୋକେ ଏହି ଲଡୁ କୁ ଖାଇକି ହିଁ ପଛତାୟ ବାକୁ ପସନ୍ଦ କରିଥାନ୍ତି I ଲୋକେ ସର୍ବଦା ଏପରି ଜୀବନସାଥୀ ପାଇବାକୁ ପସନ୍ଦ କରିଥାନ୍ତି ଯେଉଁ ଜୀବନସାଥୀ ଆପଣ ଙ୍କ ର ସାରା ଜୀବନ ସବୁ ସୁଖ ଦୁଃଖ ରେ ସାଥ ଦେଇଥାନ୍ତି I କିନ୍ତୁ ଦୁନିଆ ରେ କିଛି ଲୋକେ ସାରା ଜୀବନ ବିବାହ ନ କରିକି ଏକାକୀ ବଂଚିବାକୁ ପସନ୍ଦ କରିଥାନ୍ତି I ବଲିଉଡ ରେ 5 ଜଣ ଏପରି ଅଭିନେତା ଅଛନ୍ତି ଯାହାଙ୍କ ପାଁଇ ବିବାହ ଏକ ବଡ଼ ପ୍ରଶ୍ନ ବାଚୀ ହେଇଚି I

1.ଅକ୍ଷୟ ଖାନ୍ନା

ବଲିଉଡ ରେ ମାଧରୀ , ଐଶ୍ୱର୍ଯ୍ୟ ଓ କାଟ୍ରିନା ପରି ସୁନ୍ଦର ଅଭିନେତ୍ରୀ ଙ୍କ ସହ ରୋମାନ୍ସ କରିଛନ୍ତି ଏହି ଅଭିନେତା କିନ୍ତୁ ବେଶିଦିନ ପର୍ଯ୍ୟନ୍ତ ସେ ବଲିଉଡ ରେ ରହିପାରି ନ ଥିଲେ I 70 ଦଶକ ର ବହୁତ ବଡ଼ କଳାକାର ବିନୋଦ ଖାନ୍ନା ଙ୍କ ର ବଡ଼ ପୁଅ ହେଉଛନ୍ତି ଅକ୍ଷୟ ଖାନ୍ନା I ସେ ଆଜିପର୍ଯ୍ୟନ୍ତ ବିବାହ କରିନାହାନ୍ତି I

2.ସଦାବ ଖାନ୍ନ
1996 ରେ ଆସିଥିବା ଫିଲ୍ମ ରାଜା କି ଆଏଗି ବାରତ ଛଡା ଅଭିନେତା ଦାବ ଖାନ୍ନ ରିଫାୟୁଜି ଓ ବେତବୀ ପରି ଅନେକ ଫିଲ୍ମ କରିଛନ୍ତି I ଆଜିକା ସମୟ ରେ ଦାବ ଖାନ୍ନ ଙ୍କ ର ବୟସ 44 ବର୍ଷ କିନ୍ତୁ ସେ ବିବାହ କରିନାହାନ୍ତି I କିନ୍ତୁ ସେ ନିଜ ପିତା ଙ୍କ ପରି ବଲିଉଡ ରେ ସୁନାମ ଅର୍ଜନ କରିପାରି ନାହାନ୍ତି I

3.ଉଦୟ ଚୋପଦା
ବଲିଉଡ ର ବଡ଼ ଫିଲ୍ମ ନିର୍ମାତା ୟଶ ଚୋପଦା ଙ୍କ ର ପୁଅ ଆଦିତ୍ୟ ଚୋପଦା ଙ୍କ ର ସାନ ଭାଇ ଉଦୟ ଚୋପଦା ବଲିଉଡ ରେ ନିଜ ର କ୍ୟାରିୟର ଆରମ୍ଭ ରେ ବେଶ ସଫଳତା ପାଇଥିଲେ ଏବଂ ଆଜି ବି ସେ ଧୁମ ଫିଲ୍ମ ପାଁଇ ବେଶ ଲୋକପ୍ରିୟ ଅଟନ୍ତି କିନ୍ତୁ ସେ ବି ଆଜି 44 ବର୍ଷ ବୟସ ରେ ବିବାହ କରିନାହାନ୍ତି I

4.ହର୍ମାନ ବବେଯା
ଇଣ୍ଡଷ୍ଟ୍ରି ରେ ପ୍ରଡ୍ୟୁସର ହେରି ବବେଯା ନିଜ ପୁଅ ହର୍ମାନ ବବେଯା ଙ୍କ ର ପାଁଇ ଫିଲ୍ମ କରିଥିଲେ I ଏବଂ ସେ ବି ବେଶ ଲୋକପ୍ରିୟତା ପାଇଛନ୍ତି I ସେ ବିପଶା ଙ୍କ ସହ ଅନେକ ପ୍ରେମ ସମ୍ପର୍କ ରେ ରହିବା ର ଖବର ବି ମିଡ଼ିଆ ରେ ଚର୍ଚା ରେ ରହିଥାଏ କିନ୍ତୁ ସେ 38 ବର୍ଷ ବୟସ ରେ ଆଜି ବି ଅବିବାହିତ ଅଛନ୍ତି I

5.ସଲ୍ମାନ ଖାନ
ସବୁଠାରୁ ବଡ଼ ଲୋକପ୍ରିୟ ଅଭିନେତା ସଲ୍ମାନ ଙ୍କୁ କିଏ ବା ନ ଜାଣିଚି I ଏବଂ ସଲ୍ମାନ ଙ୍କ ର ବିବାହ କେବେ ହେବ ଏହା କୁ ନେଇ ଅନେକ ସମୟ ରେ ପ୍ରଶ୍ନ ବି ଆସିଥାଏ I ସଲ୍ମାନ ବର୍ତମାନ 52 ବର୍ଷ ବୟସ ର ଅଟନ୍ତି I ଏବଂ ସେ ଆଜିପର୍ଯ୍ୟ୍ତ ବି ବିବାହ କରିନାହାନ୍ତି I