BULLETକୁ ଟକ୍କର ଦେବାକୁ ଭାରତକୁ ଆସୁଛି ଏହି ନୁଆ ବାଇକ, ଲୁକ ଆଉ ଫିଚର ସହିତ ଦାମ ଜାଣିଲେ ଖୁସି ହୋଇଯିବେ

ଯୁଏମ ମୋଟରସାଇକଲ ଭାରତ ରେ ଡିଉଟି 230 ବାଇକ କୁ ଲଞ୍ଚ କରିଛି ଏହା ର 230 ସିସି ର ଇଂଜିନ ରହିଛି I ଏହି ବାଇକ ର 18 ବିଏଚପି ର ପାୱାର ରହିଛି I

କମ୍ପାନୀ ବର୍ତମାନ ଦେଶ ରେ ନିଜ ର ସେଲସ ନେଟୱାର୍କ ଓ ବ୍ୟବସାୟ ବଢାଇବାକୁ ଚେଷ୍ଟା ଚଳାଇଛି I ଆମେରିକା ର ଏହି ଯୁଏମ କମ୍ପାନୀ ଲିହିୟ ଅଟୋ ସହ ମିଳିତ ସହଯୋଗ ରେ ଏହି ବ୍ୟବସାୟ ଆରମ୍ଭ କରିଛି I

କମ୍ପାନୀ ବର୍ତମାନ ଚାରି ଗୋଟି ମୋଟରସାଇକଲ Renegade Commando Classic, Commando Mojave, Commando ଓ Sports S କୁ ଭାରତୀୟ ବଜାର ରେ ଲଞ୍ଚ କରିଛି I ଏହି ବାଇକ ର ଏକ୍ସ ଶୋ ରୁମ ଟଙ୍କା 1.59 ରୁ 1.95 ଲକ୍ଷ ପର୍ଯ୍ୟନ୍ତ ଅଟେ I

ଏବଂ ଏହି କମ୍ପାନୀ ହାଇଦ୍ରାବାଦ ରେ ନିଜ ର ନୂଆ ପ୍ଲାଣ୍ଟ ଆରମ୍ଭ କରି ବ୍ୟବସାୟ ବଢାଇବାକୁ ଯୋଜନା ରଖିଛି I କମ୍ପାନୀ ର ଏହି ନୂଆ ପ୍ଲାଣ୍ଟ ର ବଜେଟ 50 କୋଟି ରହିଛି I ଏହି ପ୍ଲାଣ୍ଟ ରେ 50,000 ଗାଡି ନିର୍ମାଣ ହେଇପାରିବ I ଆଗାମୀ 2020 ଫ୍ରେବୁଆରି ରେ ଏହା ଆରମ୍ଭ ହେବାକୁ ଯାଉଛି I

ତେବେ ଏହି କମ୍ପାନୀ ଭାରତ ରେ ଇଲେକ୍ଟ୍ରୋନିକ ଗାଡି ଲଞ୍ଚ କରିବା ର ବି ଯୋଜନା ରେ ରହିଛି I ତେବେ ଯୁଏମ 2019 ର ଅଟୋ ଏକ୍ସପୋ ରେ ରନଇଗେଡ଼ ଥର ର ପ୍ରଦର୍ଶନ କରିଥିଲା I