ଖୁସି ଖବର: କରୋନା ଟୀକା ପ୍ରସ୍ତୁତ କରିବାର ଶେଷ ପର୍ଯ୍ୟାୟରେ ବୈଜ୍ଞାନିକ, ସଫଳତା ଠାରୁ ବାସ ଗୋଟିଏ ପାଦ ଦୁରରେ …

କରୋନା ମହାମାରୀ କୁ ନେଇ ସାରା ଦୁନିଆ ର ଲୋକେ ଆତଙ୍କିତ ହେଇ ରହିଛନ୍ତି I ଲକ୍ଷ ଲକ୍ଷ ଲୋକେ ଏହି ମହାମାରୀ ଦ୍ୱାରା ପ୍ରାଣ ହରାଇଛନ୍ତି I ଏବଂ ଲକ୍ଷ ଲକ୍ଷ ସଂଖ୍ୟା ରେ ଲୋକେ ଏଥିରେ ସଂକ୍ରମିତ ମଧ୍ୟ ହେଇଛନ୍ତି I ଲୋକେ ଏହି ଚିନ୍ତା ରେ ରହିଛନ୍ତି କି କେବେ ଏହି କରୋନା ଦୂର ହେବ ଏବଂ କେବେ ଏଥିରୁ ମୁକ୍ତି ପାଇବେ I ଏହି ସବୁ ଆଲୋଚନା ମଧ୍ୟ ରେ ବ୍ରିଟେନ ର ବୈଜ୍ଞାନିକ ମାନେ କିଛି ଆଶା ର ଆଲୋକ ଦେଖାଇଛନ୍ତି I

ଆଜି ହେବ ଟେଷ୍ଟିଙ୍ଗ ଆରମ୍ଭ

ଖବର ଅନୁସାରେ କରୋନା କୁ ମୂଳ ରୁ ଦୂର କରିବା ପାଁଇ 23 ଅପ୍ରେଲ ଦିନ ମନୁଷ୍ୟ ଉପରେ ଏହି ଟେଷ୍ଟିଙ୍ଗ ହେଇଯାଇଛି I ଯଦି ଏହି ପ୍ରୟୋଗ ସଫଳ ହେଲା ତେବେ ପୁରା ଦୁନିଆ ରୁ ଏହି କରୋନା ମହାମାରୀ ଦୂର ହେଇପାରିବ I ଏହି କରୋନା ମହାମାରୀ କୁ ନେଇ ଅକ୍ସଫର୍ଡ ୟୁନିଭର୍ସିଟି ର ବୈଜ୍ଞାନିକ ମାନେ ମଧ୍ୟ ବହୁତ ନିକଟତା ହେଇପାରିଛନ୍ତି I

ଏହି ସୁପର ଵ୍ୟାକସିଂନ ର ନାମ ହେଉଛି ଚାର୍ଡ୍ସ ୱାନ I ଖବର ଅନୁସାରେ ତିନି ଫେଜ ରେ ଏହି ଵ୍ୟାକସିଂନ ବ୍ୟବହାର ହେବ I ପ୍ରଥମ ଫେଜ ରେ ଏହା 510 ଭେଣ୍ଟିଲେଟର ଙ୍କ ଉପରେ , ଦ୍ୱିତୀୟ ଫେଜ ରେ ସିନିୟର ସିଟିଜନ ଙ୍କ ଉପରେ ଓ ତୃତୀୟ ଫେଜ ରେ 5000 ଭେଣ୍ଟିଲିୟର୍ସ ଙ୍କ ଉପରେ ଏହା ର ଟେଷ୍ଟ କରାଯିବ I

ସୁପର ଵ୍ୟାକସିଂ ର ପ୍ରଡକ୍ସନ ଆରମ୍ଭ

ଯଦି ଏହି ପ୍ରୟୋଗ ସଫଳ ହେବ ତେବେ ସେପ୍ଟେମ୍ବର ମଧ୍ୟ ରେ 10 ଲକ୍ଷ ଵ୍ୟାକସିଂନ ତିଆରି ହେଇପାରିବ I ଅକ୍ସଫର୍ଡ ୟୁନିଭର୍ସିଟି ର ପ୍ରଫେସର ସରାହ ଗିଲବର୍ଟ କହିଛନ୍ତି ଆମ ଟିମ ଏହି କରୋନା ମହାମାରୀ ଉପରେ ପ୍ରୟୋଗ ଜୋର ସୋର ରେ ଜାରି ରଖିଛି I ଯାହା ଦ୍ୱାରା ଖୁବ ଶୀଘ୍ର ଏହି ଵ୍ୟାକସିଂନ ପ୍ରସ୍ତୁତ କରି ହେବ I ଏହା ର ସିଙ୍ଗଲ ଡୋଜ ଆପଣ ଙ୍କ ର ଇମ୍ୟୁନିଟି ସିଷ୍ଟମ କୁ ଭଲ ରଖିପାରେ I

କରୋନା ମହାମାରୀ କୁ ନଜର ରେ ରଖି ଅନେକ ଦେଶ ର ବୈଜ୍ଞାନିକ ମାନେ ଏହି ଵ୍ୟାକସିନ ପ୍ରସ୍ତୁତ କରିବା ରେ ଲାଗିଛନ୍ତି I ଏପରି କି କିଛି କିଛି ସ୍ଥାନ ରେ ଏହି ଵ୍ୟାକସିନ ପ୍ରଡକ୍ସନ ମଧ୍ୟ ଆରମ୍ଭ ହେଇଯାଇଛି I 7 ଗୋଟି ଅଲଗା ଅଲଗା କମ୍ପାନୀ ଦ୍ୱାରା ଏହି ଔଷଧ ପ୍ରସ୍ତୁତ କରାଯିବ I ଆମ ର ତିନି ପାର୍ଟନର ୟୁକେ ରେ ଅଛନ୍ତି , ଦୁଇ ଟି ୟୁରୋପ ରେ ଓ ଏକ ଚୀନ ରେ ରହିବା ସହ ଭାରତ ରେ ଜଣେ ଅଛନ୍ତି I ଏହି ଟ୍ରୱାଲ ପାଁଇ ବ୍ରିଟେନ ସରକାର 210 କୋଟି ଟଙ୍କା ର ମଞ୍ଜୁରୀ ଦେଇଛନ୍ତି I