ବ୍ୟକ୍ତି ଜଣଙ୍କୁ ଲାଗିଲା ୧୧ ହଜାର ଭୋଲ୍ଟର କରେଣ୍ଟ, ଲୋକମାନେ ଗୋବରରେ ପୋତିଦେଲେ ପୁରା ଶରିରୀରକୁ… ତାପରେ ଯାହା ହେଲା

ଉତ୍ତର ପ୍ରଦେଶ ରେ ଅମରୋହା ଜିଲ୍ଲା ରେ ଏହିପରି ଆଶ୍ଚଯ୍ୟକର ଘଟଣା ଘଟିଯାଇଛି I ଏଠାରେ ସତବିର ନାମ ଜଣେ ଯୁବକ ଛାତ ରେ ଠିଆ ହେଇ ଫୋନ ଶୁଣୁଥିଲେ I ସେହି ସମୟ ରେ 11000 ଭୋଲ୍ଟ ର ଏକ କରେଣ୍ଟ ଲାଗିଥିଲା I ଯୁବକ ସଂଗେ ସଂଗେ ବେହୋସ ହେଇଯାଇଥିଲେ I କିନ୍ତୁ ଏହି ଯୁବକ ଙ୍କ ର ପରିବାର ଲୋକେ ଡାକ୍ତର ଙ୍କ ପାଖ କୁ ନେବା ପରିବର୍ତେ କିଛି ଅନ୍ଧବିଶ୍ୱାସ କୁ ଆପଣେଇଥିଲେ I

ଅନେକ ସମୟ ପର୍ଯ୍ୟନ୍ତ ଯୁବକ ଙ୍କ ଶରୀର ରେ କିଛି ହରକତ ହେଇ ନ ଥିଲା ତେଣୁ ପରିବାର ଲୋକେ ଶରୀର ରେ ଗୋବର I କିଛି ପ୍ରତିଫଲ ନ ଦେଖିବା ରୁ ତାଙ୍କ ଶରୀର କୁ ସମ୍ପୂର୍ଣ ଗୋବର ରେ ଆଚ୍ଛାଦିତ କରିଥିଲେ I ଘଟଣା ସ୍ଥାନ ରେ ପୋଲିସ ଅଧିକାରୀ ପହଂଚିଥିଲେ ଓ ଶବ କୁ ପୋଷ୍ଟମଟମ ପାଁଇ ପଠାଯାଇଥିଲା I ଏବଂ ପୋଲିସ ନିଜ ର ତଦନ୍ତ ଆରମ୍ଭ କରିଥିଲେ I

ଠିକ ସମୟ ରେ ଚିକିତ୍ସା ହେଇଥିଲେ ବଞ୍ଚି ଯାଇଥାନ୍ତେ
ଅନ୍ୟ ପଟେ ପିଜିଆଇ ର ବରିଷ୍ଠ ଡାକ୍ତର ଆଶୁତୋଷ ସିଂ କହିଛନ୍ତି କି ଯୁବକ ଙ୍କ ର ସଠିକ ସମୟ ରେ ଚିକିତ୍ସା ହେଇଥିଲେ ହୁଏତ ସେ ବଂଚି ଯାଇଥାନ୍ତେ I କାରଣ କରେଣ୍ଟ ଲାଗିଲେ ଏହା ର ଚିକିତ୍ସା ଅଲଗା ହେଇଥାଏ I ଏହି ସମୟ ରେ କିଛି ଲୋକେ କିନ୍ତୁ କିଛି ଅନ୍ଧବିଶ୍ୱାସ ଜନିତ କାର୍ଯ୍ୟ କରିଥାନ୍ତି I ଏବଂ ଜଣେ ବ୍ୟକ୍ତି ଙ୍କ ର ଜୀବନ କୁ ବିପଦ ରେ ପକାଇ ଥାନ୍ତି I

ଡାକ୍ତର ଆଶୁତୋଷ ଏହା କହିଛନ୍ତି କି ହାଇ ଭୋଲଟେଜ କରେଣ୍ଟ ଶରୀର ରେ ଲାଗିଲେ ଜୋର ରେ ଝଟକା ଲାଗିଥାଏ I ଏବଂ ଶରୀର ଜଳିଯାଇଥାଏ I ତେଣୁ ପୁରା ଶରୀର ର ଟ୍ରିଟ୍ମେଣ୍ଟ କରିବା କୁ ହେଇଥାଏ I ଅନେକ ସମୟ ରେ ଶ୍ୱାସକ୍ରିୟା ମଧ୍ୟ ଅଟକି ଯାଇଥାଏ ତେଣୁ ଅକ୍ସିଜେନ ଲଗାଇବା କୁ ପଡିଥାଏ I

ବିପଦ ପୁର୍ଣ ହେଇଥାଏ ଏହି ଅନ୍ଧ ବିଶ୍ୱାସ
ତାର୍କ୍ସିଲ ସୋସାଇଟି ର ପ୍ରବକ୍ତା ରାଜୀବ କୁମାର କହିଛନ୍ତି କି ଏପରି ଅନ୍ଧ ବିଶ୍ୱାସ ହିଁ ମନୁଷ୍ୟ ଜୀବନ ପ୍ରତି ସବୁଠାରୁ ଅଧିକ ବିପଦ ଅଟେ I କରେଣ୍ଟ ଲାଗିବ ପରେ ଗୋବର ଶରୀର ରେ ଲଗାଇଲେ କିଛି ହେଇ ନ ଥାଏ I ଏହା ଦ୍ୱାରା ଏହା ଶରୀର ପାଁଇ ହାନିକାରକ ହେଇଥାଏ I

ସେହିପରି କିଛି ଲୋକ ଙ୍କୁ ସାପ କାମୁଡିବା ଦ୍ୱାରା ଲୋକେ ଡାକ୍ତର ଙ୍କ ପାଖ କୁ ଯିବା ପରିବର୍ତେ ଝଡା ଫୁଙ୍କ ଆଦି କୁ ପ୍ରାଧାନ୍ୟ ଦେଇଥାନ୍ତି I ବିଗତ ଦିନ ରେ ହରିୟାଣା ର ଜଣେ ଯୁବକ ଙ୍କୁ ସାପ କାମୁଡିଥିଲା ଓ ସେହି ଯୁବକ ଙ୍କ ର ଏହି ଅନ୍ଧ ବିଶ୍ୱାସ କାରଣ ରୁ ମୃତ୍ୟୁ ହେଇଥିଲା I କାରଣ ଯୁବକ ଙ୍କ ର ପରିବାର ଲୋକେ ଯୁବକ ଙ୍କୁ ହସ୍ପିଟାଲ ନେଇଯିବା ପରିବର୍ତେ ଝଡା ଫୁଙ୍କ କରିଥିଲେ I

ଅନେକ ରୋଗର ଚିକିତ୍ସାରେ ନିଅନ୍ତି ଝାଡ଼ିବା ର ସାହାଯ୍ୟ
ଡାକ୍ତର ଆଶୁତୋଷ କୁହନ୍ତି, ଅନେକ ରୋଗର ଚିକିତ୍ସା ପାଇଁ ଲୋକମାନେ ଝଡ଼ା ହେବା ପାଇଁ ଯାଆନ୍ତି। ଏହା ସଂପୂର୍ଣ୍ଣ ଭୁଲ୍, କିନ୍ତୁ ତା’ପରେ ମଧ୍ୟ, ଆମେ ଜାଣୁନାହୁଁ କାହିଁକି ଲୋକମାନେ ଏହା ବିଷୟରେ ଅବଗତ ନୁହଁନ୍ତି | ଜଣ୍ଡିସ ମଧ୍ୟ ସମାନ ରୋଗ। ଏହା ବ୍ୟତୀତ, କର୍କଟ ଭଳି ରୋଗର ଚିକିତ୍ସା ପାଇଁ ମଧ୍ୟ ଲୋକମାନେ ବାବା ମାନଙ୍କ ପାଖକୁ ଝାଡ଼ି ହେବା ପାଇଁ ଯାଆନ୍ତି | ଏହାଦ୍ୱାରା ରୋଗୀ କେବଳ ଯନ୍ତ୍ରଣା ଭୋଗନ୍ତି ନାହିଁ ବରଂ ତାଙ୍କର ଅକାଳ ମୃତ୍ୟୁ ମଧ୍ୟ ହୁଏ |

ଅପାଠୁଆ ନୁହଁ ପଢା ଲେଖା ଲୋକେ ବି କରୁଛନ୍ତି ବିଶ୍ଵାସ
ରାଜୀବ କୁମାର କହିଛନ୍ତି ଯେ ଏପରି ଅନ୍ଧବିଶ୍ୱାସରେ କେବଳ ଅଶିକ୍ଷିତ ନୁହଁନ୍ତି ଶିକ୍ଷିତମାନେ ମଧ୍ୟ ବିଶ୍ୱାସ କରନ୍ତି। ସେମାନଙ୍କୁ ବୁଝାଇବା ବହୁତ କଷ୍ଟକର ହୋଇଥାଏ | ଏହା ଏକ ସମ୍ପୂର୍ଣ୍ଣ ଅଜ୍ଞତା ଯେ ଆପଣ ଏହି ବୈଜ୍ଞାନିକ ଯୁଗରେ ମଧ୍ୟ ଏହି ପ୍ରକାରର ଚିନ୍ତାଧାରା ରଖନ୍ତି | ୟୁପିର ଏକ ସୁଦୂର ଅଞ୍ଚଳରେ ସତଭୀରଙ୍କର ମୃତ୍ୟୁ ହୋଇଚି। ଚଣ୍ଡିଗଡ଼ ପରି ଶିକ୍ଷିତ ସହରର ରେ ବି ଲୋକମାନେ ବି ଏହି ଝାଡା ଫୁଙ୍କା ବାବା ଙ୍କ ଉପରେ ବିଶ୍ଵାସ କରିଥାନ୍ତି | ଏଥିପାଇଁ ଆମ ସମସ୍ତଙ୍କୁ ମିଳିତ ଭାବେ ଜାଗୃତି ଅଭିଯାନ କରିବାକୁ ପଡିବ | ଅନ୍ୟଥା, ସେହିଭଳି, ସମାଜର ଲୋକମାନେ ବିନା ଚିକିତ୍ସାରେ ସତବୀରଙ୍କ ପରି ମରିବା ଜାରି ରଖିବ |