ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳର ହେଲା ଘୋଷଣା, ଚୟନକର୍ତ୍ତା ମାନେ କରିଦେଲେ ଏହି ୪ଟି ବଡ ଭୁଲ, ଯାହା ଭାରତ ଉପରେ ଭାରି ପଡିପାରେ

ୱେଷ୍ଟଇଣ୍ଡିଜ ବିପକ୍ଷ ରେ ଭାରତୀୟ ଟିମ ର ୱାନଡେ ଓ ଟି 20 ଶିରିଜ ର ଘୋଷଣା ହେଇଯାଇଛି I ଏହି ଶିରିଜ ପାଁଇ ବିରାଟ କୋହଲି କ୍ୟାପଟେନ ରୂପେ ଟିମ କୁ ଫେରି ପାରନ୍ତି I ଏହି ସିରିଜ ରେ କୁଲଦୀପ ଯାଦବ ଓ ଭୁବନେଶ୍ୱର କୁମାର ମଧ୍ୟ ଟିମ କୁ ଫେରିପାରନ୍ତି I ଏବଂ ଦୀର୍ଘ ଦିନ ରୁ ବିରତି ମୋହମ୍ମଦ ସାମୀ ମଧ୍ୟ ଟିମ ଇଣ୍ଡିଆ କୁ ଫେରି ପାରନ୍ତି I ତେବେ ଏହି ଘୋଷଣା ରେ କେଉଁ 5 ଗୋଟି ବଡ଼ ନିଷ୍ପତି ନିଆ ଯାଇଛି ସେହି ବିଷୟ ରେ ଆଲୋଚନା କରିବା I

1.ଋଷବ ପଂତ କୁ ସୁଯୋଗ
ଏଥର ଚୟନକର୍ତ୍ତା ମାନେ ଋଷବ ଙ୍କ ର ଖରାପ ଖେଳ ପ୍ରଦର୍ଶନ ହେଇ ମଧ୍ୟ ତାଙ୍କୁ ଟିମ ରେ ସାମିଲ କରାଯାଇଛି I ଋଷବ ଙ୍କ ର ବ୍ୟାଟିଂ ହେଉ କି ବୋଲିଂ ଏହା ଖୁବ ନିରାଶଜନକ ହେଇଥାଏ I କିନ୍ତୁ ଏହା ସତ୍ୱେ ମଧ୍ୟ ଋଷବ ଙ୍କୁ ଟିମ ରେ ସୁଯୋଗ ମିଳିଥାଏ I

2.ସଂଜୁ ସେମସନ ଙ୍କୁ ବାହାର କରିବା
ଭାରତୀୟ ଟିମ ର ନବାଗତ କ୍ରିକେଟର ସଂଜୁ ଙ୍କୁ ଘରୋଇ ସିରିଜ ରୁ ବାହାର କରାଯାଇଛି I ଏବଂ ତାଙ୍କୁ ବିପକ୍ଷ ରେ ହେଇଥିବା ଟି 20 ସିରିଜ ରେ ସାମିଲ କରାଯାଇଛି I ଏହି କାରଣ ରୁ ତାଙ୍କୁ ବେଶୀ ମ୍ୟାଚ ଖେଳିବା କୁ ସୁଯୋଗ ମିଳିନାହିଁ I

3.ଶିଖର ଧାୱନ
ଶିଖର ଧାୱନ ଙ୍କୁ ପ୍ରଥମ ଟେଷ୍ଟ ମ୍ୟାଚ ରୁ ବାହାର କରାଯାଇଛି I ସେ ଟି 20 ହେଉ କି ୱାନଡେ ନିଜ ର ଭଲ ଫର୍ମ ଦେଖାଇ ପାରି ନାହାନ୍ତି I ଶିଖର ଧାୱନ , ସ୍ୱୈୟଦ ଅଲ୍ଲୀ ଟ୍ରଫି ରେ ମଧ୍ୟ ଖରାପ ଖେଳ ପ୍ରଦର୍ଶନ ଦେଖାଇଥିଲେ I ଏବଂ କିଛି ବି ରନ କରି ନ ଥିଲେ I

4.ରୋହିତ ଶର୍ମା ଙ୍କୁ ଆରାମ ଦେବେ ନାହିଁ
ରୋହିତ ଶର୍ମା ଲଗାତାର ଭାରତ ପାଁଇ ଟି 20 ୱାନଡେ ଓ ଟେଷ୍ଟ ମ୍ୟାଚ ଖେଳୁ ଥିଲେ I ଏବଂ ତାଙ୍କୁ ଜମାରୁ ଆରାମ ମିଳିପାରୁନାହିଁ I କୌଣସି ବି ଖେଳାଳି ଙ୍କ ପାଁଇ ଏହା ଠିକ କଥା ହେଇ ନ ଥାଏ I ପ୍ରତୋକ ଖେଳାଳି କିଛି ଦିନ ଆରାମ କରିକି ହିଁ ମ୍ୟାଚ ଖେଳିବା ଉଚିତ I

ଭାରତ ଓ ୱେଷ୍ଟଇଣ୍ଡିଜ ବିପକ୍ଷ ରେ ୱାନଡେ ଓ ଟି 20 ଟିମ କିଛି ଏପରି
ୱାନଡେ ଟିମ – ବିରାଟ କୋହଲି , ରୋହିତ ଶର୍ମା , ଶିଖର ଧାୱନ , କେଏଲ ରାହୁଲ , ଋଷବ ପଂତ , ମନୀଷ ପାଣ୍ଡେ, ଶ୍ରେୟସ ଅୟର , କେଦାର ଯାଦବ, ରବୀନ୍ଦ୍ର ଜାଡେଜା , ଶିବମ ଦୁବେ , ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ , ମୋହମ୍ମଦ ସମୀ , ଦୀପକ ଚହାର ଓ ଭୁବନେଶ୍ୱର କୁମାର I

ଟି 20 ଟିମ – ବିରାଟ କୋହଲି , ରୋହିତ ଶର୍ମା , କେଏଲ ରାହୁଲ ,ଶିଖର ଧାୱନ , ଋଷବ ପଂତ , ମନୀଷ ପାଣ୍ଡେ, ଶ୍ରେୟସ , ଶିବମ ଦୁବେ ରବୀନ୍ଦ୍ର ଜାଡେଜା , ୱାସିଂଟନ ସୁନ୍ଦର , ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ , ଦୀପକ ଚହାର, ଭୁବନେଶ୍ୱର କୁମାର , ମୋହମ୍ମଦ ସମୀ I