ଏଲୋବେରା ଜେଲ ରେ ରହିଛି ଅନେକ ଔଷଧୀୟ ଗୁଣ I ଏହି ଏଲୋବେରା ର ଉତ୍ପତି ଉତ୍ତର ଆଫ୍ରିକା ରେ ହେଇଥିଲା I ଏହି ଏଲୋବେରା ଗଛ କୁ ଲୋକେ ଏକ ଔଷଧୀୟ ଗଛ ରୂପେ ଜାଣିଛନ୍ତି I ଏହି ଗଛ ର ବ୍ୟବହାର ପ୍ରଥମ ଶତାବ୍ଦୀ ରୁ ହିଁ ହେଇଆସୁଛି I ପ୍ରାଚୀନ ଆୟୁର୍ବେଦ ଶାସ୍ତ୍ର ରେ ମଧ୍ୟ ଏହି ଏଲୋବେରା ଗଛ ସମ୍ବନ୍ଧ ରେ ଅନେକ କିଛି ଉଲେଖ ରହିଛି I କିନ୍ତୁ ଆଜିକା ସମୟ ରେ ମଧ୍ୟ ଏହି ଏଲୋବେରା ଗଛ ର ବହୁଳ ବ୍ୟବହାର ହେଇଥାଏ I
1.ଆପଣ ନିଜ ତ୍ୱଚା କୁ ସୁନ୍ଦର କରିବା କୁ ଏଲୋବେରା ଜେଲ ର ବ୍ୟବହାର କରିପାରିବେ I ଏହା ଆପଣ ଙ୍କ ର ଚେହେରା ରେ ଧୂଳି ମାଟି ଜମିବା କୁ ଦେଇ ନ ଥାଏ I ଏହା ସ୍କିନ କୁ ଗ୍ଲୋ କରିଥାଏ I
2.ଏଥିରେ ଆଣ୍ଟି ଏଜିଙ୍ଗ ତତ୍ୱ ରହିଥାଏ I ଯାହା କି ତ୍ୱଚା ସମସ୍ୟା ର ସମାଧାନ କରିଥାଏ I ଏବଂ ଏହା ଦୀର୍ଘ ସମୟ ଆପଣ ଙ୍କ ର ଚେହେରା ର ଯୁବା ପିଢ଼ି ର ସତେଜତା କୁ ବଜାୟ ରଖିଥାଏ I ପ୍ରତୋକ ଦିନ ଆପଣ ଏହି ଏଲୋବେରା ଜେଲ ର ବ୍ୟବହାର କରିପାରିବେ I
3.ଶରୀର ରେ ତ୍ୱଚା ରେ ରହିଥିବା ଦାଗ ଆଦି ଏହି ଏଲୋବେରା ଜେଲ କାରଣ ରୁ ହିଁ ଭଲ ହେଇଥାଏ I ଆପଣ ଏଲୋବେରା ଜେଲ ରେ ଗୋଲାପ ଜଳ ମିଶାଇ ବ୍ୟବହାର କରିପାରିବେ ଯାହା ଦ୍ୱାରା କି ଚେହେରା ର ସବୁ ଦାଗ ସମସ୍ୟା ଦୂର ହେଇଥାଏ I
4.ସୂର୍ଯ୍ୟ ଙ୍କ ର ଅତ୍ୟଧିକ କିରଣ ରୁ ରକ୍ଷ୍ୟା ପାଇବା କୁ ଏହି ଏଲୋବେରା ଜେଲ ର ବିଶେଷ ମହତ୍ୱ ରହିଛି I ଆପଣ ଆପଣ ଙ୍କ ର ଚେହେରା ର ପିମ୍ପଲସ ସମସ୍ୟା ଦୂର କରିଥାଏ I ଏବଂ ଏହିପରି ଉପାୟ ରେ ଆପଣ ଏଲୋବେରା ଜେଲ ର ବ୍ୟବହାର କରି ବିଶେଷ ରୂପେ ଲାଭବାନ ହେଇପାରିବେ I