Rajeshଙ୍କୁ ଛାଡିଲା ପରେ ଏବେ ଏହି ହିରୋଙ୍କୁ ବିବାହ କଲେ Sradha, ସାମ୍ନାକୁ ଆସିଲା ବାହାଘରର ଫୋଟୋ, ଦେଖନ୍ତୁ

ନମସ୍କାର ବନ୍ଧୁଗଣ ରାଜେଶ୍ ଙ୍କ ସହିତ ବ୍ରେକ ଅପ୍ ହେବାପରେ ବର୍ତ୍ତମାନ ସମୟରେ ଶୋଭମ ବିବାହ କଲେ ଶ୍ରଦ୍ଧା। ତେବେ ଶୋଭମ ଙ୍କୁ ସେ କେଉଁଠି ଆଉ କେବେ ବିବାହ କଲେ ଏହା ବିଷୟରେ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ରାଜେଶ୍ ଓ ଶ୍ରଦ୍ଧା ପରସ୍ପରକୁ ସୁଟିଂ ସେଟ୍ ରୁ ଭଲପାଇ ବସିଥିଲେ ଆଉ ଏହାପରେ ବିବାହ କରିବା ପାଇଁ ମଧ୍ୟ ଠିକ୍ କରିଥିଲେ |

ଆଉ ଏମାନେ ଗତ ଦିନମାନଙ୍କରେ ମଧ୍ୟ ନିର୍ବନ୍ଧ କରି ନେଇଥିଲେ କିନ୍ତୁ କୌଣସି ପର୍ସ୍ନାଲ କାରଣ ଯୋଗୁଁ ଦୁହେଁ ପରସ୍ପରଙ୍କ ଠାରୁ ଅଲଗା ହୋଇ ଯାଇଥିଲେ। ତେବେ ବର୍ତ୍ତମାନ ରାଜେଶ୍ ଲୁମ୍ରେନାଙ୍କ ସହ ନଜର ଆସୁଥିବା ବେଳେ ଶ୍ରଦ୍ଧା ରାଜେଶ୍ ଙ୍କ ସହିତ ବ୍ରେକଅପ୍ ହେବା ପରେ ବର୍ତ୍ତମାନ ସମୟରେ ଶୋଭମ ଙ୍କ ସହିତ ନଜର ଆସିଛନ୍ତି।

ତାହେଲେ ଗତ ଦିନମାନଙ୍କରେ ଶ୍ରଦ୍ଧା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ଗୋଟିଏ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ଶୋଭନ୍ ଙ୍କ ସହିତ ବରଣ ମାଳା ସହିତ ବା ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଫଟୋ ସେ ସେୟାର କରିଥିଲେ।

ତେବେ ଦର୍ଶକ ବନ୍ଧୁ ଏହାକୁ ନେଇ ସୋସିଆଲ ମିଡିଆରେ ଗୋଟିଏ ବୋହୁତ ବଡ଼ ଖବର ଭାଇରାଲ୍ ହେବାରେ ଲାଗିଛି କି ଶ୍ରଦ୍ଧା ରାଜେଶ୍ ଙ୍କୁ ଛାଡ଼ିବା ପରେ ଶୋଭମ ଙ୍କୁ ବିବାହ କରି ନେଇଛନ୍ତି କିନ୍ତୁ ଦର୍ଶକ ବନ୍ଧୁ ପ୍ରକୃତ ଘଟଣାଟି ହେଉଛି ଆଉ ଶ୍ରଦ୍ଧାଙ୍କର ଗୋଟିଏ ନୂଆ ଫିଲ୍ମ ସୁଟିଂ ହେବାରେ ଲାଗିଛି ତେବେ ଏହି ଫିଲ୍ମ ବା ଆଲବମ୍ ରେ ଶ୍ରଦ୍ଧା ଆଉ ଶୋଭମଙ୍କର ଏହିଭଳି ବର ଆଉ କନ୍ୟା ବେଶ ଦେଖିବାକୁ ମିଳିଛି ଯେଉଁଥିରେ ଶ୍ରଦ୍ଧା ଶୋଭମଙ୍କୁ ବିବାହ କରିଛନ୍ତି |

ଆଉ ଏହି ବାହାଘରଟି ଗୋଟିଏ ମନ୍ଦିରରେ ହେଉଥିବାର ନଜର ଆସିଛି ଆଉ ଏଥିରେ କିଛି ସୁଟିଂ ସେଟ୍ ର ଲୋକମାନେ ଉପସ୍ଥିତ ଥିବାର ଦେଖା ଦେଇଛନ୍ତି। ତେବେ ଗତ ଦିନମାନଙ୍କରେ ରାଜେଶ୍ ଆଉ ଶ୍ରଦ୍ଧାଙ୍କର ବ୍ରେକଅପ୍ ହୋଇ ଯାଇଛି ଆଉ ଦୁହେଁ ପରସ୍ପରଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି।

ତେବେ ରାଜେଶ୍ ବର୍ତ୍ତମାନ ଲୁମ୍ରେନାଙ୍କୁ ଡେଟ୍ କରୁଥିଲା ବେଳେ ଶ୍ରଦ୍ଧା ବର୍ତ୍ତମାନ ସମୟରେ ସିଙ୍ଗିଲ୍ ଅଛନ୍ତି। ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଶ୍ରଦ୍ଧା ଆଉ ରାଜେଶ୍ ଙ୍କ ଯୋଡି ଗତ ଦିନମାନଙ୍କରେ କେମିତି ଲାଗୁଥିଲା ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ଜଣାଇ ଦିଅନ୍ତୁ।