ଛକ୍କା ମାରିବା ପାଇଁ ବଡି ବିଲଡିଂ ହେବାର କୌଣସି ଆବଶ୍ୟକ ନାହିଁ; ଏହି ୫ଜଣ କ୍ରିକେଟର କରି ସାରିଛନ୍ତି ପ୍ରମାଣ

ବର୍ତମାନ ସମୟ ରେ ଦୁନିଆ ରେ ଅନେକ କ୍ରିକେଟର ଛକ୍କା ମାରିବା ର ଅନେକ ରେକର୍ଡ କରିଛନ୍ତି I କିଛି ଏପରି ବ୍ୟାଟ୍ସମ୍ୟାନ ଛକ୍କା ମାରିବାକୁ ନିଜ ର ଶକ୍ତି ର ବ୍ୟବହାର କରିଥାନ୍ତି କିନ୍ତୁ ଆଜି ଆମେ ଯେଉଁ ଖେଳାଳି ଙ୍କ ର ବିଷୟ ରେ କହିବାକୁ ଯାଉଛୁ ସେମାନେ ଛକ୍କା ମାରିବାକୁ ନିଜ ବୁଦ୍ଧି ର ପ୍ରୟୋଗ କରିଥାନ୍ତି I

1. ରୋହିତ ଶର୍ମା
ଭାରତୀୟ କ୍ରିକେଟ ଟିମ ର ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ତିନି ଗୋଟି ଫର୍ମଟ ରେ ଛକ୍କା ମାରିଥାନ୍ତି I କିନ୍ତୁ ରୋହିତ ଶର୍ମା ସଠିକ ସମୟ ରେ ହିଁ ଛକ୍କା ମାରିଥାନ୍ତି ଏହା ବହୁତ ବଡ଼ କଥା I

2. ହାର୍ଦିକ ପାଣ୍ଡିଆ
ଭାରତୀୟ କ୍ରିକେଟ ଟିମ ର ଅଲ୍ରାଉଣ୍ଡର କ୍ରିକେଟର ହାର୍ଦିକ ପାଣ୍ଡିଆ ମଧ୍ୟ ନିଜ କ୍ୟାରିୟର ରେ ଅନେକ ବଡ଼ ବଡ଼ ରେକର୍ଡ କରିଛନ୍ତି I ଏବଂ ସେ ଫିଟ୍ନେସ ରେ ଏତେ କମଜୋର ଥାଇ ମଧ୍ୟ ସେ ଅନେକ ଛକ୍କା ମାରିଛନ୍ତି I

3.ଶ୍ରେୟସ ଅୟର
ଭାରତୀୟ ଟିମ ର ଯୁବା ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟର ବାଂଲାଦେଶ ବିପକ୍ଷ ରେ ଟି 20 ସିରିଜ ରେ ବେଶ ଭଲ ବ୍ୟାଟିଂ କରିଥିଲେ I ସେଠାରେ ସେ ଅନେକ ବଡ଼ ବଡ଼ ଛକ୍କା ମଧ୍ୟ ମାରିଥିଲେ I

4.ଗ୍ଲେନ ମେଁକ୍ସୱେଲ
ଅଷ୍ଟ୍ରେଲିଆ ର କ୍ରିକେଟ ଟିମ ର ଅଲ୍ରାଉଣ୍ଡର ଖେଳାଳି ଗ୍ଲେନ ମେଁକ୍ସୱେଲ ମଧ୍ୟ ଦେଖିବାକୁ ଖୁବ ପତଳା ଅଟନ୍ତି କିନ୍ତୁ ସେ ଅନେକ ବଡ଼ ବଡ଼ ଛକ୍କା ମାରି ରେକର୍ଡ କରିଛନ୍ତି I

5.ସିମରଂନ ହେଟମେୟର
ୱେଷ୍ଟଇଣ୍ଡିଜ ର ୟୁଵା ବ୍ୟାଟ୍ସମ୍ୟାନ ସିମରଂନ ହେଟମେୟର ମଧ୍ୟ ଦେଖିବାକୁ ଖୁବ ପତଳା ଅଟନ୍ତି କିନ୍ତୁ ସେ ଛକ୍କା ମାରିବା ରେ ମାହିର ଅଟନ୍ତି I ସେ ଏକ ମ୍ୟାଚ ରେ ବାଂଲାଦେଶ ବିପକ୍ଷ ରେ ଏକ ଟେଷ୍ଟ ମ୍ୟାଚ ରେ 93 ରନ ରେ 9 ଗୋଟି ଛକ୍କା ମାରିଥିଲେ I

Share Your Comments Below