ଭାରତ ରେ ସବୁ ଖେଳ ଅପେକ୍ଷ୍ୟା କ୍ରିକେଟ ଖେଳ କୁ ବିଶେଷ ପ୍ରାଧାନ୍ୟ ଦିଆ ଯାଇଥାଏ I କିନ୍ତୁ ଆଜି ଆମେ କିଛି ଏପରି କ୍ରିକେଟର ଙ୍କ ବିଷୟ ରେ କହିବା କୁ ଯାଉଛୁ ଯେଉଁମାନେ କି କ୍ରିକେଟ ଖେଳ ସମୟ ରେ ଅଧିକ ଅପଶବ୍ଦ ର ପ୍ରୟୋଗ କରିଥାନ୍ତି I କ୍ରିକେଟ ଖେଳ ରେ ଲୋକେ ଶଲେଜିଙ୍ଗ ଶବ୍ଦ ର ଅଧିକ ପ୍ରୟୋଗ କରିଥାନ୍ତି I ଏବଂ ଶଲେଜିଙ୍ଗ କରିବା ସମୟ ରେ ସବୁଠାରୁ ଅଧିକ ଅଷ୍ଟ୍ରେଲିଆ , ଇଂଲଣ୍ଡ ଓ ପାକିସ୍ତାନ ର ନାମ ରହିଛି I
ଇୟାନ ଚେପାଲ ଅନୁସାରେ ଶଲେଜିଙ୍ଗ ଶବ୍ଦ ର ବ୍ୟବହାର ଏଡିଲୋଡ଼ ଅବଲ 1963-1964 ସେଫାଇଲଡ ସିଲଦ ପ୍ରତିଯୋଗିତା ରେ ହିଁ ହେଇଥାଏ I ଚେପାଲ ଙ୍କ କହିବା ଅନୁସାରେ ଜଣେ ଏପରି କ୍ରିକେଟର ଅଟନ୍ତି ଯିଏ କି ଏକ ମହିଳା ଙ୍କ ଉପସ୍ତିତି ରେ ଶପଥ ନେଇଥିଲେ I ସେ କହିଥିଲେ କି ଲାଇକ ଏ ଶଲେଝେମାର ଏକ ଘଟଣା ରେ ପ୍ରତିର୍କିୟା ଜଣାଇଥିଲେ I
ଏହା ତ ଥିଲା ଶଲେଜିଙ୍ଗ ଶବ୍ଦ ବିଷୟ ରେ I ଏଥିରେ ଭାରତ ମଧ୍ୟ ପଛ ରେ ନାହିଁ I ଆମେ ଭାରତୀୟ କ୍ରିକେଟର ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନି ଙ୍କୁ ଅପ ଶବ୍ଦ ବ୍ୟବହାର କରିବା ର ଦେଖିଥାଉ I
କିନ୍ତୁ ଏହି ଅପଶବ୍ଦ କେବଳ ସେମାନେ ନିଜ ଦଳ ମଧ୍ୟ ରେ ହିଁ କରିଥାନ୍ତି I