ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ଚାଲିଥିଲା ପ୍ରସ୍ତୁତି, ସେହି ସମୟରେ ପୁଅ ମହାକାଳଙ୍କୁ କଲେ ସ୍ମରଣ, ଆଉ ତାପରେ ଯାହା ହେଲା ଜାଣିଲେ ସ୍ତବ୍ଦ ରହିଯିବେ ଆପଣ …

ଇନ୍ଦୋର ରେ ଏକ ଘରୋଇ ହସ୍ପିଟାଲ ରେ ଖାଡ଼ବା ର ଜଣେ ବିଜ୍ନେସମ୍ୟାନ ଙ୍କୁ ଡାକ୍ତର ମୃତ୍ ଘୋଷିତ କରିଥିଲା | ସେ ଭେଣ୍ଟିଲେଟର ରେ ଥିବା ସମୟ ରେ ତାଙ୍କ ପ୍ଲସ ନଜର ଆସି ନ ଥିଲା ଏବଂ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ ଓ ପରିବାର ଲୋକେ ଅନ୍ତିମ ସଂସ୍କାର ପାଁଇ ମୃତ ଦେହ କୁ ଘର କୁ ନେଉଥିଲେ | ରାସ୍ତା ରେ ହିଁ ପୁଅ ମହାକାଳ ଙ୍କୁ ସ୍ମରଣ କରିଥିଲା ଏବଂ ତାଙ୍କ ପିତା ଙ୍କ ର ନିଶ୍ୱାସ ଫେରିଥିଲା |

ଏହା ପରେ ପରିବାର ଲୋକେ ଗାଡି ଚାଳକ ଙ୍କୁ କହିଲେ ସଂଗେ ସଂଗେ ଗାଡି ବୁଲାଅ ଓ ଶ୍ରୀ ଦାଦାଜି ହସ୍ପିଟାଲ ନେଇ ଯାଅ | ଏହା ପରେ ଡାକ୍ତର ମାନେ ତାଙ୍କୁ ଜୀବିତ କହି ତାଙ୍କୁ |CU ରେ ଭର୍ତି କରିଥିଲେ | ଏବଂ ସନ୍ଧ୍ୟା ସମୟ ବେଳ କୁ ତାଙ୍କ ସ୍ଵାସ୍ତ୍ୟ ରେ ସୁଧାର ଆସିଥିଲା | ଏବଂ ଦିନ ଦିପହର ପର୍ଯ୍ୟନ୍ତ ଯେଉଁ ଘରେ ଲୋକେ ଦୁଃଖ ରେ ରହିଥିଲେ ସନ୍ଧ୍ୟା କୁ ସେହି ଘରେ ହସ ଖୁସି ର ବାତାବରଣ ଦେଖିବାକୁ ମିଳିଲା | ଏହି ବ୍ୟକ୍ତି ଦୀର୍ଘ 15 ଦିନ ହେବ ହସ୍ପିଟାଲ ରେ ଆଡମିଟ ଥିଲେ |

ଅଶୋକ ଅଗ୍ରୱାଲ ଅଂରସେନ ଭବନ ସମିତି ଖାଣ୍ଡବ ର ମଣ୍ଡି କ୍ରେତା ବିକ୍ରେତା ଙ୍କ ର ସାଙ୍ଗ ର ଅଦକ୍ଷ ଅଟନ୍ତି | ନୟନ ଏଗ୍ରୋ ର ସଂଚାଳକ ମଧ୍ୟ ଅଟନ୍ତି | ତାଙ୍କ ର ମୃତ୍ୟୁ ର ଖବର ମିଳିବା ମାତ୍ରେ ତାଙ୍କ ଶେଷ ଯାତ୍ରା ର ପ୍ରସ୍ତୁତି ଆରମ୍ଭ ହେଇଯାଇଥିଲା ଏବଂ 13 ଜାନୁୟାରୀ ରବିବାର 10 ଘଂଟିକା ରେ ତାଙ୍କ ବାସସ୍ଥାନ ଶାନ୍ତି ନିକେତନ କଲୋନୀ , ଇନ୍ଦୋର ରୋଡ଼ ରୁ ରାଜା ହରିଶ୍ଚନ୍ଦ୍ର ମୁକ୍ତିଧମ ଯିବା ର ଆଲୋଚନା କରିଥିଲେ | କିନ୍ତୁ ବାଟ ରେ ହିଁ ତାଙ୍କ ନିଶ୍ୱାସ ଯିବା ଆସିବା ହେଇଥିଲା |

ପୁଅ ର ପ୍ରାର୍ଥନା – ମୋ ପିତା ଙ୍କ ର ସ୍ଵାସ୍ତ୍ୟ ଠିକ ଅଛି | କାରଣ ସୋସିଆଲ ମିଡ଼ିଆ ରେ କେହି ଏପରି ଅପପ୍ରଚାର କରିବା ଦ୍ୱାରା ପରିବାର ରେ ଏପରି ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା |