ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିବାଣୀ ରେ କହିଥିଲେ ସୁଖୀ ଜୀବନର ଦୃଢ଼ ରହସ୍ୟ,ଯଦି ଏହାକୁ ଜାଣିନେବେ ତ ଆପଣ କେବେ ଜୀବନରେ ଦୁଃଖ ଅନୁଭବ କରିବେ ନାହିଁ

ଆଚାର୍ଯ୍ୟ ଚାଣକ୍ୟ ଙ୍କ ର ଏପରି ଅନେକ ନୀତି ରହିଛି ଯାହା କୁ ପାଳନ କରି ଲୋକେ ସୁଖଦ ଜୀବନ ଅତିବାହିତ କରିଥାନ୍ତି I ଆଚାର୍ଯ୍ୟ ଚାଣକ୍ୟ ଙ୍କ ର ନୀତି ଆଦର୍ଶ ରେ ମନୁଷ୍ୟ ଜୀବନ ର ସବୁ ସମସ୍ୟା ର ସମାଧାନ ଉଲେଖ ରହିଛି I ଯଦି ଆପଣ ଏହି ନୀତି ଆଦର୍ଶ ରେ ଚାଲିବେ ତେବେ ଜୀବନ ରେ କୌଣସି ବି ସମସ୍ୟା ରହିବ ନାହିଁ I

ଏହି କଥା କୁ ଧ୍ୟାନ ଦେବା ଉଚିତ
ଆଚାର୍ଯ୍ୟ ଚାଣକ୍ୟ ଙ୍କ ର କହିବା ଅନୁସାରେ କୌଣସି ବ୍ୟକ୍ତି ଯଦି ଧନୀ ହେଇଥାନ୍ତି ଓ ତାଙ୍କ ପାଖ ରେ ଜ୍ଞାନ ର ଭଣ୍ଡାର ରହିଥାଏ ତେବେ ସେହି ବ୍ୟକ୍ତି ନିଜ ର ବୁଦ୍ଧି ଅନୁସାରେ ହିଁ କାର୍ଯ୍ୟ କରିବା ଉଚିତ I କୌଣସି ବ୍ୟକ୍ତି ଙ୍କୁ କେବେ ହେଲେ ଭୁଲ ପରାମର୍ଶ ଦିଅନ୍ତୁ ନାହିଁ I ସର୍ବଦା ଲୋକ ଙ୍କ ର ଭଲ ପାଁଇ ଚିନ୍ତା କରନ୍ତୁ I

ଅର୍ଣ୍ଣ ର ଅପମାନ କରନ୍ତୁ ନାହିଁ
ଆଚାର୍ଯ୍ୟ ଚାଣକ୍ୟ ଙ୍କ ର ନୀତି ଅନୁସାରେ ଖାଦ୍ୟ ଥାଳି ରେ କେବେ ହେଲେ ଅର୍ଣ୍ଣ ର ଗୋଟେ ଭି ଦାନା ନଷ୍ଟ କରିବା ଉଚିତ ନୁହେଁ I ଯେଉଁ ଘରେ ଲୋକେ ଅର୍ଣ୍ଣ ନଷ୍ଟ କରିଥାନ୍ତି ସେହି ଘରେ କେବେ ହେଲେ ସୁଖ ସମୃଦ୍ଧି ରହି ନ ଥାଏ I

ଦାମ୍ପତ୍ୟ ଜୀବନ ରେ କପଟ
ଆଚାର୍ଯ୍ୟ ଚାଣକ୍ୟ ଙ୍କ ର ନୀତି ଅନୁସାରେ ପତିପତ୍ନୀ ଙ୍କ ମଧ୍ୟ ରେ ମଧୁର ସମ୍ପର୍କ ରହିବା ଜରୁରୀ ଅଟେ I ଯଦି ଦାମ୍ପତ୍ୟ ଜୀବନ ରେ କପଟ ଭାବ ରହିଥାଏ ତେବେ ତାହା ଦୀର୍ଘ ସ୍ଥାଇ ହେଇ ନ ଥାଏ I ଏବଂ ଏପରି ସମ୍ପର୍କ ରେ ଖୁବ ଶୀଘ୍ର ପୁର୍ଣ୍ଛେଦ ପଡିଯାଇଥାଏ I

ଧନ ଭୁଲ ସ୍ଥାନ ରେ ବ୍ୟବହାର କରିବା
ଯେଉଁ ଲୋକେ ଧନ କୁ ଭୁଲ ସ୍ଥାନ ରେ ବ୍ୟବହାର କରିଥାନ୍ତି ସେମାନେ ଜୀବନ ରେ ଠିକ ରେ ବଂଚିପାରନ୍ତି ନାହିଁ I ତାଙ୍କ ର ଘର ପରିବାର ରେ ସର୍ବଦା କଳହ ଲାଗି ରହିଥାଏ I ଏବଂ ଘର ର ସୁଖଦ ବାତାବରଣ ନଷ୍ଟ ହେଇଥାଏ I

Share Your Comments Below