ଏହି ଚାରି ପ୍ରକାରର ପୁରୁଷଙ୍କ ପାଇଁ ଝିଅମାନେ ପାଗଳ ହୋଇଯାଇଥାନ୍ତି

ତେବେ ଆପଣ ବି ବେଶ ଭଲ ଭାବରେ ଜାଣିଛନ୍ତି ଆଚାର୍ଯ୍ୟ ଚାଣକ୍ୟ ପୁରୁଷ ଓ ମହିଳା ଙ୍କ ଜୀବନଯାପନ ସଂକ୍ରାନ୍ତ ରେ ଅନେକ କିଛି କଥା ର ଉଲେଖ କରିଛନ୍ତି I ତେବେ ଆପଣ ବି ଏହା ଜାଣି ନ ଥିବେ କି ଝିଅ ମାନେ ବି ପୁରୁଷ ଙ୍କ ପ୍ରତି ଆକର୍ଷିତ ହେଇଥାନ୍ତି I ଆପଣ ଅଧିକାଂଶ ଦେଖିଥିବେ କି ପୁରୁଷମାନେ ଝିଅ ଙ୍କ ପ୍ରତି ଆକର୍ଷିତ ହେବାର I ତେବେ ଆଜି ଆମେ ପୁରୁଷ ଙ୍କ ର ଏପରି କିଛି ସ୍ଵଭାଵ ସମ୍ପର୍କ ରେ କହିବାକୁ ଯାଉଛୁ ଯେଉଁ କାରଣ ରୁ କି ଝିଅ ମାନେ ସେହି ପୁରୁଷ ଙ୍କ ପ୍ରତି ଆକର୍ଷିତ ହେଇଥାନ୍ତି I

କେୟାର ଭାବନା
ଯଦି କୌଣସି ପୁରୁଷ କୌଣସି ମହିଳା ଙ୍କ ର ଭଲ ଯତ୍ନ ନେଇଥାନ୍ତି ତ ସେହି ପୁରୁଷ ଙ୍କ ପ୍ରତି ମହିଳା ଆକର୍ଷିତ ହେଇଥାନ୍ତି I ତେବେ ଏପରି ପୁରୁଷ ଙ୍କ ସହ ମହିଳାମାନେ ସାରା ଜୀବନ ବିତାଇବାର ବି ନିଷ୍ପତି ନେଇଥାନ୍ତି I

ଶାରୀରିକ ସମ୍ବନ୍ଧ

ତେବେ ପୁରା ନିରୀହ ପୁରୁଷ ଙ୍କୁ ବି ଝିଅମାନେ ପସନ୍ଦ କରନ୍ତି ନାହିଁ I ଝିଅମାନେ ସର୍ବଦା ଚଂଚଳ ଓ ଶାରୀରିକ କ୍ଷମତା ସମ୍ପର୍ଣ ବ୍ୟକ୍ତି ଙ୍କ ପ୍ରତି ହିଁ ବିଶେଷ ପ୍ରଭାବିତ ହେଇଥାନ୍ତି I ଏପରି ପୁରୁଷ ଙ୍କ ପ୍ରତି ମହିଳାମାନେ ବିଶେଷ ପ୍ରଭାବିତ ହେଇଥାନ୍ତି I

ସଂମାନ
ଏକ ପୁରୁଷ ଯିଏ କି ସର୍ବଦା ମହିଳା ଙ୍କୁ ସଂମାନ ଦେଇଥାଏ ସେପରି ପୁରୁଷ ଙ୍କ ପ୍ରତି ମହିଳାମାନେ ଅଧିକ ଆକର୍ଷିତ ହେଇଥାନ୍ତି I ପୁରୁଷ ଙ୍କ ର ହଜାରେ ଖରାପ ଗୁଣ ଥାଉ ନା କାହିଁକି ଯଦି ସେମାନେ ମହିଳା ଙ୍କୁ ସଂମାନ ଦେଇଥି ତ ସେପରି ପୁରୁଷ ଙ୍କୁ ମହିଳାମାନେ ପସନ୍ଦ କରିଥାନ୍ତି I