ସର୍ବଦା ବଡ଼ ବଡ଼ ଲୋକ ଙ୍କ ର ବିଳାସପୁରଣ ବିବାହ ବେଶ ଚର୍ଚା ରେ ରହିଥାଏ I ଏବଂ ଏହି ବିବାହ କୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଆସିଥାଏ ତେବେ ଆଜି ଏହିପରି ଏକ ବିବାହ ରେ କିପରି ଜଣେ ବର ପ୍ରାୟ 4 କୋଟି ଟଙ୍କା ର ଯୌତୁକ କୁ ମନା କରିଦେଇଛନ୍ତି ସେହି ବିଷୟ ରେ ଆଲୋଚନା କରିବା I
ତେବେ ଏହି ବିବାହ କେବଳ ଏକ ଟଙ୍କା ରେ ପୁରା ହେଇଥିଲା I ଏବଂ ଲୋକ ଙ୍କ ର ଚିନ୍ତା ଥିଲା କି ଏତେ ବଡ଼ ବିବାହ କେତେଟଙ୍କା ଯୌତୁକ ଦେବାକୁ ପଡିବ I କିନ୍ତୁ ବର ବିନା କୌଣସି ଅଯଥା ଖର୍ଚ୍ଚ ରେ ବିବାହ କରିଛନ୍ତି I ଏବଂ ଏହି ବିବାହ ର କିଛି ଖର୍ଚ୍ଚ ସୋସିଆଲ ମିଡ଼ିଆ ରେ ବି ଆସିଥିଲା I ଏବଂ ଦମ୍ପତି ଙ୍କୁ ଦେଶବିଦେଶ ରେ ହାର୍ଦିକ ଅଭିନନ୍ଦନ ବି ଦେଉଛନ୍ତି I
ହରିୟାଣା ର ସିରସା ରେ ଥିବା ଆଦମପୁର ଅଂଚଳ ରେ ହେଇଥିବା ବିବାହ ସମାଜ ପାଁଇ ଏକ ସନ୍ଦେଶ ଅଟେ I କାରଣ ଏହି ବିବାହ ଦୁଲହ ବଳେନ୍ଦ୍ର ବିବାହ ପୂର୍ବ ରୁ ଏହି ସାର୍ଟ ରଖିଥିଲେ କି ବିବାହ ପୂର୍ବ ରୁ ସେ କୌଣସି ବି ଯୌତୁକ ନେବେ ନାହିଁ କି ଅଯଥା ଖର୍ଚ୍ଚ କରିବେ ନାହିଁ I ଦୁଲହନ କାଂତା ଓ ତାଙ୍କ ପରିବାର ଲୋକ ଙ୍କ ର ସହମତି ରେ ଏହି ବିବାହ ହେଇଥିଲା I ଏବଂ କନ୍ୟା ଙ୍କ ର ପିତା ବିବାହ ପରେ ପ୍ରାୟ 4 କୋଟି ଟଙ୍କା ଯୌତୁକ ବାବଦ କୁ ଦେଇଥିଲେ I
ଏହା ପରେ ଯେତେବେଳେ ବଳେନ୍ଦ୍ର ସମ୍ପର୍କୀୟ ଙ୍କ ସହ ବରଯାତ୍ରୀ ନେଇ ଆସିଥିଲେ ଯୌତୁକ ବାବଦ କୁ ଏକ ଟଙ୍କା ଓ ଏକ ନଡ଼ିଆ ଗ୍ରହଣ କରିଥିଲେ ବରଯାତ୍ରୀ ରେ କୌଣସି ବି ଡିଜେ ନ ଥିଲା କି କୌଣସି ବ୍ୟାବହୁଳ ଖର୍ଚ୍ଚ ବି ହେଇ ନ ଥିଲା I ତେବେ ସ୍ଥାନୀୟ ଲୋକ ଙ୍କ ର କହିବା ଅନୁସାରେ ଯଦି ସବୁ ଲୋକ ଙ୍କ ର ଚିନ୍ତାଧାରା ଏପରି ରହିବ ତେବେ ଆମ ସମାଜ ନିଶ୍ଚୟ ସୁଧୀରିଯିବ I
ବଳେନ୍ଦ୍ର ଙ୍କ ର ସମ୍ବନ୍ଧ ଗ୍ରାମ ଚୁଲି କୁଦ ସହ ଅଟେ I ତାଙ୍କ ପିତା ଙ୍କ ର ନାମ ଛୋଟୁରାମ ଓ ମାତା ସନ୍ତୋଷ ଅଟନ୍ତି I ସେହିପରି ଭଜନ ଲାଲ ଙ୍କ ର ପୁତ୍ରୀ କାନ୍ତ ଖେରମପୁର ର ଅଟନ୍ତି I ବର କନ୍ୟା ଉଭୟ ଉଚ ଶିକ୍ଷ୍ୟା ରେ ସମ୍ପର୍ଣ ଅଟନ୍ତି I କାନ୍ତ ଜିଏନଏମ ର କୋର୍ସ ମଧ୍ୟ କରିଛନ୍ତି I ଏବଂ ବଳେନ୍ଦ୍ର ଙ୍କ ର ଏହି ନିଷ୍ପତି ରେ ଉଭୟ ପରିବାର ବେଶ ଖୁସି ହେଇଛନ୍ତି I ଏବଂ ବିବାହ ରେ କୌଣସି ଉପହାର ବି ସେ ଗ୍ରହଣ କରି ନ ଥିଲେ I