He Bhagban: ଚତୁର୍ଥୀ ରାତିରେ ସ୍ୱାମୀଙ୍କୁ ଅପେକ୍ଷା କରିଥିଲେ କନିଆଁ, ସେହି ସମୟରେ ରୁମକୁ ପଶି ଆସିଲେ ଦେଢଶୁର, ତାପରେ…

ପ୍ରତ୍ୟେକ ଝିଅ ସ୍ୱପ୍ନ ଦେଖନ୍ତି ଯେ ଦିନେ ସେ ବିବାହ କରିବେ ଏବଂ ତାଙ୍କ ଶଶୁର ଘରକୁ ଯାଇ ସାରା ଜୀବନ ସୁଖରେ ସ୍ୱାମୀଙ୍କ ସହିତ ସମୟ ବିତାଇବେ | ବିବାହର ପ୍ରଥମ ରାତି ଅର୍ଥାତ ଚତୁର୍ଥୀ ରାତି କେବଳ ପୁଅମାନଙ୍କ ପାଇଁ ନୁହେଁ ବରଂ ଝିଅମାନଙ୍କ ପାଇଁ ମଧ୍ୟ ବିଶେଷ ରାତି ହୋଇଥାଏ |

ଏହି ରାତିରେ ସ୍ୱାମୀ-ସ୍ତ୍ରୀ ପରସ୍ପରକୁ ଭଲଭାବେ ଜାଣନ୍ତି | ନବ ବିବାହିତ କନ୍ୟା ଏହି ରାତିରେ ବିଛଣାରେ ସ୍ୱାମୀଙ୍କ ଆଗମନକୁ ଅପେକ୍ଷା କରିଥାନ୍ତି | କିନ୍ତୁ ଉତ୍ତରପ୍ରଦେଶର ବୁଲନ୍ଦଶହରର ଜଣେ ମହିଳାଙ୍କ ପାଇଁ ବାସର ରାତି ଏକ ଅନ୍ଧକାର ରାତିରେ ପରିଣତ ହେଲା | ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଜାଣିବା |

ନବବିବାହିତା କନ୍ୟାଙ୍କୁ ଛୁରୀ ମୁନରେ ବଳା-ତ୍କାର କଲେ ଦେଢଶୁର

ବୁଲନ୍ଦଶହର ର କତ୍ତବାଲି ଅଂଚଳରେ ଜଣେ ଯୁବତୀଙ୍କ ବିବାହ ରସିଦ ନାମକ ଏକ ଯୁବକଙ୍କ ସହ ହୋଇଥିଲା |ବିବାହ ପରଦିନ ଯୁବତୀ ଜଣକ ବଧୂବେଶରେ ନିଜ ସ୍ୱମୀଙ୍କ ଅପେକ୍ଷାରେ ଥିଲେ | କିନ୍ତୁ ସେଦିନ ତାଙ୍କ ସ୍ୱାମୀଙ୍କ ବଦଳରେ ତାଙ୍କ ସ୍ୱାମୀଙ୍କ ବଡ ଭାଇ ଅର୍ଥାତ ଦେଢଶୁର ତାଙ୍କର ଜଣେ ସାଙ୍ଗ ସହ ପଶିଗଲେ | ସେମାନେ ତାଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ | କିନ୍ତୁ ମହିଳା ଜଣକ ତାଙ୍କୁ ବିରୋଧ କରିବାରୁ ସେମାନେ ତାଙ୍କୁ ଛୁରୀ ମୁନରେ ତାଙ୍କୁ ଗଣବଲାତ୍କାର କରିଥିଲେ | କେବଳ ଏତିକି ନୁହେଁ ସେମାନେ ତାଙ୍କର ବଳା-ତ୍କାର ର ଭିଡ଼ିଓ ମଧ୍ୟ ତିଆରି କରିଥିଲେ | ଏହାପରେ ସେମାନେ ବଳା-ତ୍କାର ସମ୍ପର୍କରେ କାହାକୁ କହିଲେ ତାଙ୍କ ଭିଡ଼ିଓ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ |

ଦେଢଶୁର ଦ୍ୱାରା ବଳା-ତ୍କାରର ଶିକାର ହେବାପରେ ସେ ନିଜେ ତାଙ୍କ ସ୍ୱାମୀଙ୍କୁ ଏହା ଜଣାଇଲେ | ସେତେବେଳେ ତାଙ୍କ ସ୍ୱାମୀ ତାଙ୍କୁ ପିଟିବା ଆରମ୍ଭ କଲେ | ସ୍ୱାମୀ ମହିଳାଙ୍କୁ କହିଥିଲେ ଯେ ସେ ଏହି ବିବାହ କେବଳ ତାଙ୍କ ବଡ଼ ଭାଇ ପାଇଁ କରିଛନ୍ତି ଏବଂ ସେ ପୂର୍ବରୁ ବିବାହିତ। ଏହା କହି ସ୍ୱାମୀ କୋଠରୀରୁ ବାହାରକୁ ଯାଇ ତାଙ୍କୁ ତିନିଥର ‘ତଲାକ’ ବୋଲି କହିଥିଲେ।

ଏହାପରେ ତିନି ଜଣଙ୍କ ବିରୋଧରେ ମାମଲା ରଜ୍ଜୁ କରାଗଲା

ଏହା ପରେ ମହିଳା ଜଣକ କୋଟୱାଲୀ ପୋଲିସ ଥାନାରେ ଏକ ମାମଲା ରୁଜୁ କରିଥିଲେ। ପୀଡିତାଙ୍କ ଅଭିଯୋଗ ଉପରେ ଏସଏସପି ମହିଳାଙ୍କ ଦେଢଶୁର, ସ୍ୱାମୀ ଏବଂ ତାଙ୍କ ବନ୍ଧୁଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ପୋଲିସ ବର୍ତ୍ତମାନ ମାମଲାର ତଦନ୍ତ କରୁଛି ଏବଂ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।