ଚତୁର୍ଥୀ ରାତିର ଠିକ ପୂର୍ବରୁ କନ୍ୟା ମନରେ ଏହିସବୁ କଥା ଉପୁଜି ଥାଏ I

ପ୍ରେମ ବିବାହ ହେଉ କି ବ୍ୟବସ୍ଥା ବିବାହ କିଛି ବି ଫରକ ନାହିଁ କିନ୍ତୁ ବିବାହ ପରେ ଚତୁର୍ଥୀ ରାତି କୁ ନେଇ କି ପ୍ରତୋକ କନ୍ୟା ଙ୍କ ମନରେ ରେ ଆଶଙ୍କା ରହିଥାଏ I ପ୍ରତୋକ ମଣିଷ ଜୀବନରେ ବିବାହ ର ପ୍ରଥମ ରାତି ଠାରେ ହିଁ ଆସିଥାଏ I

ଏହି ଚତୁର୍ଥୀ ରାତି କୁ ନେଇ ନବ ବିବାହିତା ବଧୂ ର ମନରେ ଅନେକ ଆଶଙ୍କା ରହିଥାଏ I ତେବେ ଆଜି ଆସନ୍ତୁ ଆଲୋଚନା କରିବା କି ଏହି ଚତୁର୍ଥୀ ରାତି ର ଠିକ ପୂର୍ବରୁ ନବ ବିବାହିତା ବଧୂ ମାନେ କେଉଁ ସବୁ କଥା ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି I

ଚଳଚିତ୍ର ରେ ଏହି ସବୁ ଚତୁର୍ଥୀ ରାତି ର ଦୃଶ୍ୟ ମନ ଦେଖି ନବ ବିବାହିତା ବଧୂ ର ମନରେ ଏହି ପ୍ରଶ୍ନ ଆସିଥାଏ କି କଣ ମୋତେ ମଧ୍ୟ ସେହିପରି କ୍ଷୀର ଗ୍ଲାସ ନେଇକି ତାଙ୍କ ସ୍ୱାମୀଙ୍କ ପାଖକୁ ଯିବାକୁ ହେବ I

ଝିଅ ଙ୍କ ର ସବୁଠାରୁ ଅଧିକ ଟେନ୍ସନ ଏହି କଥା କୁ ନେଇକି ଏତେ ସବୁ ଗହଣା ଆଦି କୁ ସେ କିପରି ଏକାକୀ ବାହାର କରିପାରିବେ I

ଏହି ନବ ବିବାହିତା ବଧୂ ର ମନରେ ଏହା ମଧ୍ୟ ପ୍ରଶ୍ନ ଆସିଥାଏ କି ଶାରୀରିକ ସମ୍ପର୍କ ସ୍ଥାପନ ସମୟରେ ତାଙ୍କୁ ତ ଏ ବିଷୟରେ ଏତେ ଧାରଣା ନ ଥାଏ ତ କଣ ଏହା କଷ୍ଟଦାୟକ ହେବ I

ଏବଂ କଣ ତା ପରଦିନ ସକାଳ ସମୟ ରେ ମୋତେ ଯଦି କେହି ପ୍ରଶ୍ନ କରେ କି କିପରି ଏହି ରାତି କାଟିଲା ତ ମୁ କଣ ଉତ୍ତର ଦେବୀ I