ଚଉଠି ରାତିରେ କନିଆଁ କ୍ଷୀରରେ ମିଶାଇ ଦେଲେ ଘିଅ… ତାପରେ ହେଲା କିଛି ଏପରି କି ….

22 ଦିନ ପୂର୍ବ ରୁ ଜଣେ ଯୁବକ ଯେଉଁ ଦୁଲହନ ଙ୍କୁ ବିବାହ କରି ଆସିଥିଲେ ସେହି ଯୁବତୀ ଫେରାର ହେଇଯାଇଛନ୍ତି I ରାତି ରେ ସେ ତାଙ୍କ ପତି ଙ୍କୁ କ୍ଷୀର ରେ ଘିଅ ଓ ଆଉ କିଛି ମିଶାଇ ପିଆଇ ଦେଇଥିଲେ ଏବଂ ତାଙ୍କ ପତି ଙ୍କୁ ନିଦ ଆସିଯାଇଥିଲା I ଏହା ପରେ ପତ୍ନୀ ଘରୁ କେଉଁ ଆଡ଼େ ଫେରାର ହେଇଯାଇଛନ୍ତି I ସାରା ରାତି ପତି ବେହସି ଅବସ୍ଥା ରେ ଅଛନ୍ତି I

ଏବଂ ସକାଳୁ ଉକ୍ତ ବ୍ୟକ୍ତି ଙ୍କ ର ଯେତେବେଳେ ନିଦ ଭାଙ୍ଗିଲା ସେ ମୁଣ୍ଡ ବୁଲାଇ ହେଇ ତଳେ ପଡିଯାଇଥିଲେ I ଏବଂ ପରିବାର ର ଅନ୍ୟ ସଦସ୍ୟ ଙ୍କୁ ଡାକିବା ବେଳ କୁ ଅନ୍ୟମାନେ ମଧ୍ୟ ଗମ୍ଭୀର ଅବସ୍ଥା ରେ ଥିଲେ I ଡାକ୍ତର ଙ୍କ କହିବା ଅନଶୁୟାରେ ଉକ୍ତ ଯୁବକ ଙ୍କୁ ନିଶା ଅତ୍ୟଧିକ ଦିଆ ଯାଇଥିଲା I ଏହା ପରେ ଯୁବକ ସଦର ୟମୁନାନଗର ଥାନା ରେ ଅଭିଯୋଗ କରିଥିଲେ I ୟମୁନାନଗର ଜିଲ୍ଲା ବାଡ଼ି ମଜର ନିବାସୀ ଯୁବକ ଙ୍କ କହିବା ଅନୁସାରେ ତାଙ୍କ ସମ୍ପର୍କୀୟ ମାନେ ତିନି ମାସ ପୂର୍ବ ରେ ତାଙ୍କ ର ସମ୍ବନ୍ଧ କାର୍ନାଲ ଙ୍କ ର ଯୁବତୀ ଙ୍କ ସହ କରାଇଥିଲେ I ରବିବାର ରାତି ରେ ପତ୍ନୀ ଦୁଇ ଗ୍ଲାସ କ୍ଷୀର ନେଇ ଆସିଥିଲେ ଏବଂ ଦୁହେଁ ଏକାଠି କ୍ଷୀର ପିଇଥିଲେ କିନ୍ତୁ ଆରୋପି ସେହି ନିଶା ଯୁକ୍ତ କ୍ଷୀର କୁ ପି ନ ଥିଲେ I କିନ୍ତୁ ତାଙ୍କ ପତି କ୍ଷୀର ପିଇବା ମାତ୍ରେ ନିଦ ଆସିଯାଇଥିଲା I ସୂଚନା ମୁତାବିକ ତାଙ୍କ ପତ୍ନୀ 25 ହଜାର ଟଙ୍କା ଓ ଦେଢ଼ ଲକ୍ଷ୍ୟ ଟଙ୍କା ର ସୁନା ଆଦି ନେଇ ଫେରାର ହେଇଯାଇଛନ୍ତି I

ଏବଂ ଯୁବତୀ ଙ୍କ ର ଘର ଲୋକେ କିଛି ଦିନ ପୂର୍ବ ରୁ ଆସିଥିଲେ ଓ କିଛି ଡାକାମେଣ୍ଟ ମଧ୍ୟ ଦେଇଥିଲେ ଯେଉଁଥିରେ କି ତାଙ୍କ ର ଦଶମ ସାର୍ଟିଫିକେଟ ମଧ୍ୟ ଥିଲା I ତାଙ୍କ ପତ୍ନୀ ପୂର୍ବ ରୁ ହିଁ ଫେରାର ହେବାର ଯୋଜନା କରିଥିଲେ କିନ୍ତୁ ଘର ଲୋକେ କେହି ବି ଏହି ବାବଦ ରେ ସନ୍ଦେହ କରି ନ ଥିଲେ I ଏବଂ ସକାଳୁ ପତ୍ନୀ ଫେରାର ହେବାର ଦେଖି ତାଙ୍କ ଘର ଲୋକ ଙ୍କୁ ମଧ୍ୟ ଫୋନ କରାଯାଇଥିଲା କିନ୍ତୁ ଯୁବତୀ ଙ୍କ ର ଘର ଲୋକେ ଓଲଟା ଯୁବକ ଙ୍କ ର ଘର ଲୋକ ଙ୍କ ଉପରେ ଆରୋପ ଆଣିଛନ୍ତି I