୭ ଲକ୍ଷ ଟଙ୍କା ହେଲା ଏହି ଛେଳିର ମୂଲ୍ୟ, ଜାଣନ୍ତୁ ଏପରି କଣ ଅଛି ଏହା ମଧ୍ୟରେ ଖାସ, ଜାଣିଲା ପରେ ଆପଣଙ୍କର ବି ମୁଣ୍ଡ ଘୁରେଇ ଦେବ

ବକ୍ରୀ ଇଦ ରେ ଅନେକ ସ୍ଥାନ ରେ ଛେଳି ବିକ୍ରୟ ପାଁଇ ବ୍ୟବସ୍ତା ରହିଥାଏ I ଛେଳି ଙ୍କ ର ସ୍ଵାସ୍ତ୍ୟ ଓ ଓଜନ ଦୃଷ୍ଟି ରୁ ତାଙ୍କ ର ମୂଲ୍ୟ ମଧ୍ୟ ନିର୍ଧାରଣ କରାଯାଇଥାଏ I କିନ୍ତୁ ଆଜି ର ଏହି ଘଟଣା ରେ ଏକ ଛେଳି ର ମୂଲ୍ୟ 7 ଲକ୍ଷ ଟଙ୍କା ଯାହା ଶୁଣି ଆପଣ ମଧ୍ୟ ଆଶ୍ଚଯ୍ୟ ହେଇଥିବେ I

ସାତ ଲକ୍ଷ ମୂଲ୍ୟ ଏହି ଛେଳିଟି ର , ଏହା ର ବିଶେଷ୍ୟତ୍ୱ ଏହା କି ଛେଳି ଟି ର ରଙ୍ଗ କଳା ଓ ଧୂସର ରଙ୍ଗ ର ଅଟେ I ଏବଂ ଏହି ଛେଳିଟି ଦେହ ରେ ଆଲହ ଆକୃତି ର ଅନେକ ଚିହ୍ନ ରହିଛି I ଏହି କାରଣ ରୁ ମୁସଲିମ ସମୁଦାୟ ର ଲୋକେ ଆଲହ ଙ୍କ ର ପ୍ରତି ଆସ୍ଥା ରଖି ଏହି ମୂଲ୍ୟ ର ନିର୍ଧାରଣ କରିଛନ୍ତି I

ଇମାମ ଙ୍କ ଅନୁସାରେ ଛେଳି ଟି ଦେହ ରେ କିଛି ଲେଖା ରହିଛି I ଏବଂ ଭଲ କରିକି ଦେଖିଲେ ଏହା ଆଲହ ଲେଖା ଥିବା ର ଜଣାଯାଉଛି I ଛେଳି ର ମାଲିକ ଜଣେ ଚାଷୀ ଥିଲେ ଏବଂ ଛେଳି ଟି କିଣିବା କୁ ପ୍ରତୋକ ଦିନ ଲୋକେ ଆସନ୍ତି I ଏବଂ ମୂଲ୍ୟ ନିର୍ଧାରଣ କରି ଚାଲିଯାଇଥାନ୍ତି I ଇଦ ଆଉ କମ ସମୟ ଥିଲା ଛେଳି ର ମୂଲ୍ୟ ମଧ୍ୟ ବଢିବା ର ଥିଲା I

ଏହି ଛେଳି ଟି ଏତେ ବିଶେଷ୍ୟତ୍ୱ କି ଇଦ ରେ ପ୍ରତୋକ ଲୋକେ ଏହି ଛେଳି ଟି କୁ କିଣିବା କୁ ସିଦ୍ଧାନ୍ତ ନେଇଥିଲେ I ଏବଂ ଏହି କାରଣ ରୁ ଛେଳି ଟି ର ମୂଲ୍ୟ 7 ଲକ୍ଷ ଟଙ୍କା ରଖାଯାଇଥିଲା I