ପ୍ରତୋକ ଦିନ ଆମେ ସୋସିଆଲ ମିଡ଼ିଆ ରେ ଅନେକ କିଛି ଖବର ଶୁଣିବାକୁ ପାଇଥାଉ I କିନ୍ତୁ କିଛି ଏପରି ଖବର ମଧ୍ୟ ରହିଥାଏ ଯାହା ଶୁଣି ଆପଣ ଆଶ୍ଚଯ୍ୟ ହେଇଥାନ୍ତି I ତେବେ ଆଜି ର ଏହି ଘଟଣା ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବାରେ ଲାଗିଛି I
ଇଣ୍ଟେର୍ନେଟ ର ଏହି ଯୁଗ ରେ ସୋସିଆଲ ମିଡ଼ିଆ ଖୁବ ସକ୍ରିୟ ରହିଛି I ତେଣୁ ପ୍ରତୋକ କୋଣ ଅନୁକୋଣ ର ଘଟଣା ସର୍ବଦା ଚର୍ଚା ରେ ରହିଥାଏ I ଆଜି ର ଏହି ଘଟଣା ରେ ଜଣେ ମହିଳା 2 ବର୍ଷ ହେବ ନିଜ ପତି ଙ୍କ ଠାରୁ ଅଲଗା ହେଇ ରହୁଛନ୍ତି I ଏବଂ ଏହି ମହିଳା ଙ୍କ ର କୌଣସି ଅନ୍ୟ ଯୁବକ ଙ୍କ ସହ ଅନୈତିକ ସମ୍ବନ୍ଧ କୁ ନେଇ ମହିଳା ଗର୍ଭବତୀ ହେଇଥିଲେ I ଏହା ପରେ ପ୍ରେମୀ ଯୋଡି ଯୋଜନା କରିଥିଲେ ଯଦି ପୁଅ ହେଲା ରଖିବେ ଓ ଝିଅ ହେଲେ ବାହାରେ ପକାଇ ଦେବେ I ବିଗତ 1 ନଭେମ୍ବର ରେ ସେ ଏକ ଝିଅ କୁ ଜନ୍ମ ଦେଇଥିଲେ ଏବଂ ଦୁହେଁ ପିଲାଟି କୁ ନାଳି ରେ ପକାଇ ଦେଇଥିଲେ I ଏବଂ ନବଜାତ ସନ୍ତାନ ଟି ର ମୃତ୍ୟୁ ହେଇଥିଲା I
ଘଟଣା ର ଖବର ପାଇବା ପରେ ପୋଲିସ କେଶ ଫାଇଲ କରିଥିଲା I ଏବଂ ଏହି ଦୁଇ ଆରୋପି ଙ୍କୁ ଗୁରଫା କରାଯାଇଥିଲା I ଏହା ପରେ ଜଣାପଡିଥିଲା କି ସେ ତାଙ୍କ ପତି ଙ୍କ ଠାରୁ ଅଲଗା ହେଇ ଅନ୍ୟତ୍ର ତାଙ୍କ ପ୍ରେମୀ ଙ୍କ ସହ ରହୁଥିଲେ I ତାଙ୍କ ଗ୍ରାମପଂଚାୟତ ର ସହମତି ଅନୁସାରେ ହିଁ ସେ ଅଲଗା ରହୁଥିଲେ I ପୋଲିସ ଅନୁସାରେ ଗତ 2.4 ବର୍ଷ ପୂର୍ବେ ମୋବାଇଲ ଜରିଆ ରେ ଅମନଦୀପ କର ଓ ଯତୀନ୍ଦ୍ର ଙ୍କ ର ମଧ୍ୟ ପ୍ରେମ ସମ୍ବନ୍ଧ ଗଢି ଉଠିଥିଲା I
ଯତୀନ୍ଦ୍ର ଜଣେ ତାଙ୍କ ଅଂଚଳ ର ଲୋକପ୍ରିୟ ଲୋକ ଅଟନ୍ତି ଏବଂ ଲଣ୍ଡ ଗ୍ରାମ ର ନିବାସୀ ଅଟନ୍ତି I ଏବଂ ଏହି ପ୍ରେମ ସମ୍ବନ୍ଧ ଆରମ୍ଭ ହେବା ପରେ ଦୁହେଁ ପରସ୍ପର କୁ ଅନେକ ଥର ସାକ୍ଷ୍ୟାତ କରିଥିଲେ ଓ ଶାରୀରିକ ସମ୍ବନ୍ଧ ମଧ୍ୟ ଗଢି ଉଠିଥିଲା I ଇତି ମଧ୍ୟ ରେ ଅମନଦୀପ ଗର୍ଭବତୀ ହେଇଥିଲେ I ଏବଂ ନିଜ ପ୍ରେମୀ ଙ୍କ ର ସନ୍ତାନ କୁ ଜନ୍ମ ଦେବାକୁ ଅପେକ୍ଷ୍ୟା କରିଥିଲେ I ଜିତେନ୍ଦ୍ର ପୂର୍ବ ରୁ ବିବାହିତ ଓ ଏକ ସନ୍ତାନ ର ପିତା ମଧ୍ୟ ଅଟନ୍ତି I
ତେଣୁ ଯେତେବେଳେ ଅମନଦୀପ ଗର୍ଭବତୀ ହେବାର ଖବର ଦେଇଥିଲେ ତ ଉଭୟ ଙ୍କ ମଧ୍ୟ ରେ ନିଷ୍ପତି ହେଇଥିଲା କି ଯଦି ପୁଅ ହେଲା ରଖିବେ ଓ ଝିଅ ହେଲେ ପକାଇ ଦେବେ I ସେମାନେ ଭାବିଥିଲେ କେହି କିଛି ଜାଣିପାରିବେ ନାହିଁ I 1 ନଭେମ୍ବର କୁ ନାଳୀ ରେ ପିଲାଟି କୁ ପକାଇ ଆସିଥିଲେ କିନ୍ତୁ ପୋଲିସ ଯାଞ୍ଚ ରୁ ଏହି ଦୁଇ ଆରୋପି ଧରା ପଡିଯାଇଥିଲେ I
ଏହା ତ ଆପଣ ବି ଜାଣିଛନ୍ତି କୌଣସି ନବଜାତ ସନ୍ତାନ କୁ ନଷ୍ଟ କରିବା ଭାରତୀୟ ସମ୍ବିଧାନ ରେ ଏକ ବଡ଼ ଅପରାଧ ଅଟେ I କିନ୍ତୁ ଏହି ଦୁଇ ପ୍ରେମୀ ଯୁଗଳ କୁ ଟିକେ ବି ଦୁଃଖ ହେଇ ନ ଥିଲା ନିଜ ର ହିଁ ସନ୍ତାନ ସହ ଏପରି କାର୍ଯ୍ୟ କରିବାକୁ I ଏହିପରି ଆମ ସମାଜ ରେ ଅନେକ ଅମାନବୀୟ ବ୍ୟକ୍ତି ଅଛନ୍ତି ଯେଉଁମାନେ ସମାଜ ପାଁଇ ଏକ କଳଙ୍କ ଅଟନ୍ତି I