ଚର୍ତୁଥି ରାତିରେ କଣ ପାଁଇ ପତ୍ନୀ ତା ପତି କୁ କ୍ଷୀର ପେଇବାକୁ ଦେଇଥାଏ

ନବ ବିବାହିତା ଦାମ୍ପନ୍ତି ଙ୍କ ରାତି ହେଇଥାଏ ଏହି ସୁହାଗ ରାତି I ଜୀବନରେ ବିବାହ ପରର ମିଳନ ର ପ୍ରଥମ ରାତି ହେଇଥାଏ I ଭାରତୀୟ ସଂସ୍କୃତିରେ ବିବାହ ବନ୍ଧନ ଏକ ଏପରି ବନ୍ଧନ ଯେଉଁଥିରେ କି ଜଣେ ପୁଅ ଓ ଜଣେ ଝିଅ କୁ ସଂସାର କରିବା ପାଁଇ ମିଳନ କରିବାର ଏକ ମାଧ୍ୟମ ହେଇଥାଏ I

1-ଜଣେ ଅନ୍ୟ ଜଣକୁ ଜାଣିବାକୁ ଚେଷ୍ଟା କରନ୍ତି I
ବିବାହ ପରେ ଉଭୟ ଦମ୍ପତି ଯେତେବେଳେ ସାରା ଜୀବନ ପାଁଇ ସୁଖ ଦୁଃଖର ସାଥି ହେଇଥାନ୍ତି ତ ସେ ସମୟରେ ସେ ତାଙ୍କର ପ୍ରତିଟି ଗୁଣ ଓ ଚାଲିଚଳନ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି I କିଛି ସମୟ ମନ ଖୋଲି କଥା ହେଇଥାନ୍ତି I
2-ଜୀବନସାରା ସାଥି ହେଇ ଚାଲିବାକୁ କଥା ଦେଇଥାନ୍ତି I
ବିବାହ ପରେ ଦୁହେଁ ଦୁହିଁଙ୍କ ସୁଖ ଦୁଃଖ ର ସାଥି ହେଇଥାନ୍ତି I ଓ ଦୁହେଁ ସର୍ବଦା ଚେଷ୍ଟା କରନ୍ତି କି କିପରି ତାଙ୍କ ମଧ୍ୟରେ ଥିବା ସମ୍ପକ ସର୍ବଦା ମଧୁର ରହିବ ଓ ସୁଖ ଶାନ୍ତି ରେ ଜୀବନ ଅତିବାହିତ କରିବେ I
3-ସୁହାଗ ରାତି ରେ
ବିବାହ ର ଏହି ସୁହାଗ ରାତି ଙ୍କୁ ମିଳନ ର ଦିନ ମଧ୍ୟ କୁହନ୍ତି I ଏହି ରାତି କେବଳ ନିବବିବାହିତ ଦାମ୍ପନ୍ତି ଙ୍କ ହେଇଥାଏ I ଯେଉଁ ସମୟରେ କି ନିଜ ମନର କଥା କୁ ଦୁହେଁ ପ୍ରକାଶ କରିଥାନ୍ତି I
4-ଦୁଲହନ ସୁହାଗ ରାତି ରେ କଣ ପାଁଇ କେଶର ର କ୍ଷୀର ପିଆଇ ଥାଏ I
ସେହି ରାତି ଯେଉଁ ରାତିରେ କି ପତ୍ନୀ ମାନେ ତାଙ୍କ ପତି ଙ୍କୁ କେଶର ର କ୍ଷୀର ପିଆଇ ଥାଏ I କାରଣ କ୍ଷୀର ପେଇବା ଦ୍ୱାରା ଶରୀର ର ସମସ୍ତ ପୀଡା ଦୂର ହେଇଥାଏ ଓ ଦୁହେଁ ସେହି ରାତି କୁ ଖୁସି ରେ ବିତାଇଥାନ୍ତି I
5-ସୁହାଗ ରାତି ରେ କ୍ଷୀର ପେଇବା ର ଉପକାରିତା I
କ୍ଷୀର କୁ ଏକ ଶକ୍ତିଶାଳୀ ସ୍ତ୍ରୋତ ହିସାବରେ ଲୋକେ ଜାଣିଥାନ୍ତି I ଏବଂ ଏହା ଦ୍ୱାରା ସ୍ୱାସ୍ଥ୍ୟ ମଧ୍ୟ ଭଲ ରୁହେ I ଓ ଏହାର ସେବନ ଦ୍ୱାରା ଶରୀରର କାର୍ଯ୍ୟଦକ୍ଷତା ଶକ୍ତି ବଢିଥାଏ ଯାହା ଫଳରେ କି ଦୁହେଁ ଅଧିକ ସମୟ ପର୍ଯ୍ୟନ୍ତ ସଂଭୋଗ କ୍ରିୟା ରେ ଲିପ୍ତ ରହିଥାନ୍ତି I

Share Your Comments Below