ଚିଡ଼ିଆ ଘରେ ହେଲା ଏକ ଭୟାନକ ଦୁର୍ଘଟଣା, 7ଟି ସିଂହ ଆଗକୁ ଡେଇଁଲେ ଏହି ଯୁବକ, ଏହାପରେ ଯାହା ହେଲା ଆପଣଙ୍କ ହୃଦୟ କମ୍ପି ଉଠିବ, ଦେଖନ୍ତୁ ଭିଡ଼ିଓ

ନିଶା ଏକ ଖୁବ ଖରାପ ଜିନିଷ ଅଟେ I ନିଶା ରେ ବ୍ୟକ୍ତି ନିଜ ର ହିତାହିତ ଜ୍ଞାନ ହରାଇବସିଥାଏ ଓ ଯାହା କରେ ଠିକ କି ଭୁଲ ଜାଣିପାରିନଥାଏ I ତେବେ ନିଶା ରେ ଲୋକେ କେବେ କେବେ ନିଜ ର ବି କ୍ଷତି କରିବସିଥାନ୍ତି I ତେବେ ଏପରି ଏକ ଭୟଙ୍କର ଘଟଣା ଘଟିଯାଇଛି ଏହି ବ୍ୟକ୍ତି ଙ୍କ ସହ I

ଖବର ଅନୁସାରେ ଏହି ବ୍ୟକ୍ତି ନିଶା ଅବସ୍ଥା ରେ ଚିଡ଼ିଆ ଘରେ ଥିବା 7 ଟି ବାଘ ଙ୍କ ପଞ୍ଜୁରୀ ଭିତରକୁ ଏହି ବ୍ୟକ୍ତି ଡେଇଁପଡ଼ିଥିଲେ I ତେବେ ଏହା ଖୁବ ଭୟଙ୍କର ବି ଥିଲା I ଏହି ଘଟଣା ଟି ଇଣ୍ଡୋର ର ଚିଡ଼ିଆ ଘରେ ଘଟିଛି I ତେବେ ନିଶା କାରଣ ରୁ ଏହି ବ୍ୟକ୍ତି କିଛି ସମୟ ପର୍ଯ୍ୟନ୍ତ ଜାଣିପାରିନଥିଲେ କି ସେ ମୃତ୍ୟୁ ମୁହଁ କୁ ଦେଇଛନ୍ତି I ଏବଂ ସେଠାରେ ବାଣ ବି ଫୁଟାଇଛନ୍ତି I

ଏହି ବାଣ ଫୁଟିବାରୁ ଚିଡ଼ିଆ ଘରେ ଥିବା ସବୁ ଜୀବଜନ୍ତୁ ବିଚଳିତ ହେଇଥିଲେ ତେବେ ଲୋକଟି ଦେଇଥିବା ତାର ଜାଳି ଭିତରେ ଗୋଟେ କି ଯୋଡ଼େ ନୁହେ 7 ଗୋଟି ବାଘ ଥିଲେ I ତେବେ ଏହି ବାଣ ଶବ୍ଦ ଶୁଣି ବାଘ ବି ଡରିଯାଇଥିଲେ ଏବଂ ବ୍ୟକ୍ତି ଙ୍କ ଉପରେ ଆକ୍ରମଣ କରିନଥିଲେ ଏହା ପରେ ଘଟଣା ସମ୍ପର୍କ ରେ ଖବର ପାଇ ଚିଡ଼ିଆ ଘର ର କର୍ମଚାରୀ ଲୋକଟିକୁ ଉଦ୍ଧାର କରିଥିଲେ I

ଏହି ଘଟଣା ଟି ଇନ୍ଦୋର ର କମଳା ନେହୁରୁ ପ୍ରାଣୀ ସଂଗ୍ରହାଳୟ ର ଅଟେ I ତେବେ ଏହି ଘଟଣାଟି ଦେଖିବାକୁ ମିଳିଥିଲା ଟି ଏହି ବ୍ୟକ୍ତି ଜଣଙ୍କ ସେ ସମୟ ରେ ପ୍ରଚୁର ମଦ୍ୟପାନ କରିଥିଲେ I ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ବି ଖୁବ ଭାଇରଲ ହେବାରେ ଲାଗିଛି I
ଦେଖନ୍ତୁ ଭିଡ଼ିଓ

Share Your Comments Below