ଏହି ଦେଶରେ, ଯଦି ମା ୭ ଗୋଟି ସନ୍ତାନଙ୍କୁ ଜନ୍ମ ଦେଲେ ତେବେ ତାଙ୍କୁ ଦିଆଯିବ ସ୍ଵର୍ଣ ପଦକ !

ଅନେକ ଦେଶ ର ସରକାର ସେହି ଦେଶ ର ଜନତା ଙ୍କୁ ନିଜ ର ବଂଶ ବୃଦ୍ଧି କରିବା ଦିଗ ରେ ଅଧିକ ପ୍ରୋତ୍ସାହିତ ଦେଇଥାନ୍ତି I କିନ୍ତୁ କଯାଗିସ୍ଥାନ ସରକାର ଦୁଇ ପାଦ ଆଗ ରେ ଅଛନ୍ତି I କାଯାଗିସ୍ଥାନ ରେ ସରକାର ଜନତା ଙ୍କୁ ବଡ଼ ପରିବାର କରିବାକୁ ପ୍ରୋତ୍ସାହିତ କରିଥାନ୍ତି I

ଏହି ଦେଶ ର ସରକାର ଙ୍କ ର ନୀତି ହେଉଛି କିପରି ଅଧିକ ରୁ ଅଧିକ ସନ୍ତାନ ଆପଣ ଜନ୍ମ ଦେଇପାରିବେ I ଏବଂ 1 ଗୋଟି ସନ୍ତାନ ଜନ୍ମ ଦେଇଥିବା ମା ଙ୍କୁ ମଦର୍ସ ପଦକ ପ୍ରଦାନ କରାଯାଇଥାଏ I ଏଠାରେ ଯଦି କୌଣସି ମା 6 ଗୋଟି ସନ୍ତାନ ଜନ୍ମ ଦେଇଥାନ୍ତି ତ ତାଙ୍କୁ କାଂସ୍ୟ ପଦକ ମିଳିଥାଏ I

ସେହିପରି 7 ଗୋଟି ସନ୍ତାନ ଜନ୍ମ ଦେଇଥିବା ମା ଙ୍କୁ ସ୍ଵର୍ଣ ପଦକ ମିଳିଥାଏ I ପଦକ ପ୍ରାପ୍ତି କରିଥିବା ମହିଳା ସାରା ଜୀବନ ଭତା ମଧ୍ୟ ପାଇଥାନ୍ତି I କାଯାଗିସ୍ଥାନ ରେ ରହୁଥିବା ରୂସନ କଜମକଲବ ତିନି ଗୋଟି ସନ୍ତାନ ର ମା ଅଟନ୍ତି I ତାଙ୍କ ପାଖ ରେ କାଂସ୍ୟ ଓ ସ୍ଵର୍ଣ ପଦକ ଅଛି I ତାଙ୍କ ଘରେ 8 ଗୋଟି ଝିଅ ଓ 2 ଗୋଟି ପୁଅ ଅଛନ୍ତି I ଏବଂ ସମସ୍ତେ ଏକାଠି ଏକ ଘରେ ହିଁ ରହିଥାନ୍ତି I

କଜମକଲବ ଏକ ଟି ସାର୍ଟ ରେ ନିଜ ର ପଦକ ଦେଖାଇଛନ୍ତି I ବତୀଙ୍କଗୁଲ ହାଳିକବେ ର ଛଅ ଗୋଟି ସନ୍ତାନ ରହିଛି I କିଛି ଲୋକେ କିନ୍ତୁ ଅଧିକ ସନ୍ତାନ ଜନ୍ମ କରିବାକୁ ଡରିଥାନ୍ତି I ତେବେ ସରକାର ଙ୍କ ର ଏହି ନୂତନ ନିୟମ ସବୁ ସବୁ ଦେଶ ରେ ଅଲଗା ଅଲଗା ଅଟେ I

ରୁଷ ରେ ମଧ୍ୟ ପଦକ ସହ ମା ମାନଙ୍କୁ ସଂନମାନିତ କରାଯାଇଥାଏ I 1979 ରେ ରୁଷ ମଦର ହ୍ୱିସେଇଁନ ପୁରସ୍କାର ଲଞ୍ଚ କରିଥିଲା I ଏବଂ ଏହା ତାଙ୍କୁ ମିଳିବ ଯାହା ଙ୍କ ର 5 ଗୋଟିକ ରୁ ଅଧିକ ସନ୍ତାନ ଥିବେ I

Share Your Comments Below