ଛୁଆ ଜନ୍ମ ହେବା ପରେ ହେଲା ମା ର ମୃତ୍ୟୁ, ଯିବା ପୁର୍ବରୁ ମା ଛୁଆକୁ ଦେଇଗଲେ ଏପରି ଉପହାର ଯାହାକୁ ଦେଖି ଡାକ୍ତର ମଧ୍ୟ କାନ୍ଦି ପକାଇଲେ

ଏକ ମା ହେବା ଦୁନିଆ ର ଏକ ସବୁଠାରୁ ଖୁସି ର ମୁହୂର୍ତ୍ତ ହେଇଥାଏ I କିନ୍ତୁ Diana Sevealii ଙ୍କ ପାଁଇ ଏହି ଖୁସି ମାତ୍ର କିଛି ସମୟ ପାଁଇ ଥିଲା I ନ୍ୟୁଜଲାଣ୍ଡ ରେ ରହୁଥିବା ଏହି 36 ବର୍ଷୀୟ Diana Sevealii ପ୍ରଥମ ଥର ପାଁଇ ଏକ ନବଜାତ ସନ୍ତାନ କୁ ଜନ୍ମ ଦେଇଥିଲେ ଏବଂ ଏହା ତାଙ୍କ ଜୀବନ ର ସବୁଠାରୁ ବଡ଼ ଖୁସି ର ସମୟ ଥିଲା I

କିନ୍ତୁ ଏହା ସହ ଏକ ଖରାପ ଖବର ବି ମିଳିଥିଲା , ଡାକ୍ତର କହିଥିଲେ ତାଙ୍କୁ କ୍ୟାନ୍ସର ଓ ସେ ଅଧିକ ଦିନ ବଂଚିପାରିବେ ନାହିଁ I

ଏପରି କି Diana Sevealii ଙ୍କ ର ଝିଅ ର ଏକ ହାର୍ଟ ସର୍ଜରୀ ବି କରିବାର ଥିଲା ଏବଂ Diana ଙ୍କ ର କ୍ୟାନ୍ସର ର ଏହା ଶେଷ ସମୟ ଥିଲା ଏହି କାରଣ ରୁ ସେ କେମୋ ନେବାକୁ ମନା କରିଦେଇଥିଲେ I

ସନ୍ତାନ ଜନ୍ମ ଦେବା ର କିଛି ସମୟ ପରେ ହିଁ Diana ଙ୍କ ର ଦେହାନ୍ତ ହେଇଥିଲା I ଏବଂ ସେ ଶେଷଥର ପାଁଇ ତାଙ୍କ ପିଲା କୁ 3 ଗୋଟି କିସ କରିଥିଲେ ଏବଂ ତାଙ୍କ ଭାଇ ମଧ୍ୟ ଏହା କହିଥିଲେ କି Diana ତାଙ୍କ ଜୀବନ ର ଶେଷ ସମୟ ତାଙ୍କ ସନ୍ତାନ ସହ ବିତାଇବାକୁ ଚାହୁଁଥିଲେ I

ଏବଂ Diana ଙ୍କ ର ଶେଷ ଇଚ୍ଛା ଥିଲା କି ତାଙ୍କ ର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତାଙ୍କ ଶାନ୍ତ ତାଙ୍କ ସାଙ୍ଗ ରେ ରହୁ I

Share Your Comments Below