ଗାଈ ଟିକୁ କପଡା ଦୋକାନ ସହ ହେଇଗଲା ପ୍ରେମ, ଏବେ ସବୁଦିନ ଆସି ଦୋକାନାରେ କରୁଛି ଏହି କାମ

ଆମ ଦେଶ ରେ ଗାଈ କୁ ଗୋମାତା ପରି ପୂଜା କରିଥାନ୍ତି I ହିନ୍ଦୁ ଧର୍ମ ରେ ଗାଈ କୁ ଏକ ପବିତ୍ର ଜୀବ ବୋଲି ମାନ୍ୟତା ରହିଛି I ଗାଈ କୁ ରୁଟି ଦେବା ଓ ତାଙ୍କ ର ସେବା କରିବା ଆଦି କୁ ପବିତ୍ର କାମ ବୋଲି କୁହାଯାଇଥାଏ I ଘରେ ଗାଈ ପାଳନ କରିବା ଶୁଭ ହେଇଥାଏ I ଆମ ଭାରତ ରେ ସବୁ ଗଳି କାନ୍ଦି ରେ ମଧ୍ୟ ଗାଈ ବୁଲୁଥିବା ର ଆପଣ ଦେଖିବାକୁ ପାଇବେ I ତେବେ ଆଜି ର ଏହି ଘଟଣା ରେ ଏକ ଗାଈ ଏକ କପଡା ଦୋକାନ କୁ ଅଧିକ ପ୍ରେମ କରୁଥିବା ର ଦେଖିବାକୁ ମିଳିଛି I ନିୟମିତ ଏହି ଗାଈ ଟି ଏହି କପଡା ଦୋକାନ ରେ ଆସି ବସିଥାଏ I

ବର୍ତମାନ ସମୟରେ ଇଣ୍ଟେର୍ନେଟ ରେ ଏକ ଗାଈ ର ଭିଡିଓ ଖୁବ ଭାଇରଲ ହେଉଛି I ଏହି ଭିଡିଓ ରେ ଏକ ଗାଈ ଦୋକାନ ଭିତରେ ଗଦି ରେ ଆରାମ କରୁଥିବା ର ଦେଖିବାକୁ ମିଳିଛି I ବିଗତ 8 ମାସ ହେବ ଏହି ଗାଈ ଟି ପ୍ରତୋକ ଦିନ ଏହି ଦୋକାନ କୁ ଆସି ବିଶ୍ରାମ କରିଥାଏ I ପ୍ରତୋକ ଦିନ 2 ରୁ 3 ଘଣ୍ଟା ଏହି ଗାଈ ଏଠାରେ ବସିବା ପରେ ଯାଇ ଥାଏ I ଏବଂ ଦୋକାନ ମାଲିକ ମଧ୍ୟ ଗାଈ ଟି ପାଁଇ ଏକ ସ୍ୱତନ୍ତ୍ର ଗାଡି ପ୍ରସ୍ତୁତ କରିଛି I

ଦୋକାନ ମାଲିକ କହିଛନ୍ତି ଏହି ଗାଈ ଟି କାହାରି କିଛି କ୍ଷତି କରୁନାହିଁ I ଏବଂ ଦୋକାନ ମଧ୍ୟ ରେ କିଛି ଅପରିଷ୍କାର ମଧ୍ୟ କରୁନାହିଁ I ଦୋକାନ କୁ ଆସିବା ପରେ ସେହି ମାଲିକ ଗାଈ ଟି କୁ କିଛି ଖାଦ୍ୟ ଦେଇଥାନ୍ତି ଏବଂ ଗାଈ ଟି ପ୍ରତୋକ ଦିନ ଏହି ଦୋକାନ କୁ ଆସିଥାଏ I

ଏହା ଏକ ଉଦାହରଣ କି ଜୀବ ଜନ୍ତୁ ମଧ୍ୟ ମନୁଷ୍ୟ ସହ ମିଶିକି ରହିବାକୁ ଚାହିଁଛନ୍ତି I ଗାଈ ଏକ ଶାନ୍ତ ଜୀବ ଅଟେ I ଏବଂ ଗାଈ ର ସେବା କରିବା ରେ ମଧ୍ୟ ଏକ ସୁଖ ରହିଥାଏ I ଦୋକାନୀ ମାଲିକ ଙ୍କ ର ସ୍ନେହ ଭାବ ପାଇଁକି ମଧ୍ୟ ଗାଈ ଟି ନିୟମିତ ଏହି ଦୋକାନ କୁ ଆସିଥାଏ I ଏହି ଭିଡିଓ ରେ ଆପଣ ଦେଖିବାକୁ ପାଉଥିବେ କିପରି ଗାଈ ଟି ଏହି ଦୋକାନ ରେ ସେବା ର ଆନନ୍ଦ ନେଉଛି I

Share Your Comments Below