ଏହି କ୍ରିକେଟର ଲୁଚି ଲୁଚି କରିଥିଲେ ବିବାହ, ଦିଲ୍ଲୀ ପୋଲିସରେ ସବ ଇନ୍ସପେକ୍ଟର ଅଛନ୍ତି ସ୍ତ୍ରୀ

ବିବାହ ର ଋତୁ ଚାଲିଛି ଏବଂ ବିଗତ ଦିନ ରେ ମଧ୍ୟ ଆପଣ ଆପଣ ଙ୍କ ସାଙ୍ଗ ସାଥି ଙ୍କ ର ବିବାହ ର ଫୋଟୋ ସୋସିଆଲ ମିଡିଆରେ ଦେଖୁଥିବେ I

ଯଦି କଥା କୌଣସି ସେଲିବ୍ରତି ର ତ ସୋସିଆଲ ମିଡ଼ିଆ ରୁ ନେଇ ଟିଭି ପର୍ଯ୍ୟନ୍ତ ପ୍ରତି ମୁହୂର୍ତ୍ତ ର ଖବର ଅପଡେଟ ରହିଥାଏ I କିନ୍ତୁ ଏହି କ୍ରିକେଟର ସବୁ ଲୋକଙ୍କୁ ଚକ୍ମା ଦେଇକି ଚୁପଚାପ ଭାବରେ ବିବାହ କରିଛନ୍ତି I

ଏ ହେଉଛନ୍ତି କ୍ରିକେଟର ପରବିନ୍ଦର ଅବାନା ଯିଏ କି 2012 ରେ ଇଂଲଣ୍ଡ ବିରୋଧରେ ଟି -20 ମ୍ୟାଚ ରେ ରାଷ୍ଟ୍ରୀୟ ଦଳ ରେ ଥିଲେ I ସେ କିନ୍ତୁ ବେଶ ମ୍ୟାଚ ରେ ଖେଳିବାକୁ ସୁଯୋଗ ପାଇନାହାନ୍ତି I

ପରବିନ୍ଦର ଦିନ ବିବାହ ବନ୍ଧନରେ ବାନ୍ଧିହେଇଚନ୍ତି I ନୋଏଡା ରେ ରହୁଥିବା ଏହି ଖେଳାଳି ପୋଲିସ ରେ ସବ ଇନିଂସ୍ପେକଟର ଭାବରେ କାର୍ଯ୍ୟ ରତ ଥିବା ସଂଗୀତ ଙ୍କୁ ବିବାହ କରିଛନ୍ତି I ଏହି ବିବାହ ରେ ତାଙ୍କ ର ନିକଟ ପରିବାର ଓ ପରିଚିତ ଲୋକେ ହିଁ ରହିଥିଲେ I

ତାଙ୍କ ପତ୍ନୀ ସଂଗୀତ ଦିଲ୍ଲୀ ର ସିମପୁରୀ ଥାନା ରେ କାର୍ଯ୍ୟ ରତ ଅଧିକାରୀ I ଅନ୍ୟପଟେ ପରବିନ୍ଦର ଙ୍କ ର ଭାରତୀୟ କ୍ରିକେଟ ଦଳ କୁ ଫେରିବାର କୌଣସି ସୁଯୋଗ ଦେଖାଯାଉନାହିଁ I ପରବିନ୍ଦର “କିଙ୍ଗସ ଇଲେଭେନ ପଞ୍ଜାବ” ପାଁଇ 2012, 2013 ଓ 2014 ରେ ଖେଳିଛନ୍ତି I

ସେ ପ୍ରଥମ ଶ୍ରେଣୀ କ୍ରିକେଟ ରେ 2007 ରେ ଆରମ୍ଭ କରିଥିଲେ I ଏବଂ ଏହି ମ୍ୟାଚ ସେ ହିମାଞ୍ଚଳ ପ୍ରଦେଶ ତରଫରୁ ଖେଳିକି 62 ମ୍ୟାଚ ରେ 191 ରନ ଦେଇଥିଲେ I