ଡାକ୍ତର ବାବୁ କହିଲେ ଝିଅ ହେବ ଆଉ ଯେତେବେଳେ ହୋଇଗଲା ପୁଅ ତ ଡାକ୍ତର ଜଣଙ୍କ କାଟିକି ଦେଇଦେଲେ ପ୍ରାଇଭେଟ ପାର୍ଟ

ଏହା ତ ଆପଣ ବେଶ ଭଲଭାବେ ଦେଖିପାରୁଥିବେ କିପରି ପ୍ରତୋକ ଦିନ ଦୁନିଆ ରେ ନାନା ପ୍ରକାର ର ଘଟଣା ମାନ ଘଟିଚାଲିଛି | ଦୁନିଆ ରେ କିଛି ଲୋକଙ୍କ ର ଝିଅ ଜନ୍ମ କୁ ନେଇ ଖୁସି ହେଇଥାନ୍ତି ତ କିଛି ଲୋକେ ପୁଅ ଜନ୍ମ କୁ ନେଇ ଖୁସି ହେଇଥାନ୍ତି | ତେବେ ଆଜି ଏହା ତ ଆପଣ ନିଶ୍ଚିତ କି ଦୁନିଆ ରେ ଅଧିକାଂଶ ଲୋକେ ପୁଅ ଜନ୍ମ କୁ ନେଇ ଅଧିକ ଖୁସି ରହିଥାନ୍ତି I

ଛାଡ଼ନ୍ତୁ ପୁଅ ହେଉ କି ଝିଅ ଏହା ସବୁ ଭଗବାନ ଙ୍କ ଇଚ୍ଛା ରେ ହେଉଛି I କିନ୍ତୁ ଆଜି ଆପଣ ଙ୍କୁ ଏକ ଏପରି ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହା ଆପଣ ବି ଶୁଣି ଆଶ୍ଚଯ୍ୟ ହେଇଯିବେ I ଝାରଖଣ୍ଡ ର ଝଟାଖୋରୀ ରେ ଜୟପ୍ରକାଶ ନଗର ର ଜଣେ ଗର୍ଭବତୀ ମହିଳା ଯାହାଙ୍କ ନାମ ଗୁଡ଼ି , ସେ ଆଠ ମାସ ର ଗର୍ଭବତୀ ଥିଲେ I ତାଙ୍କ ପରିବାର ଲୋକେ ତାଙ୍କ ଘର ପାଖରେ ଥିବେ ଓମ କ୍ଲିନିକ କୁ ଯାଇଥିଲେ I

ତେବେ ସେ ହସ୍ପିଟାଲ ଯିବାପରେ ଅରୁଣ ଓ ଅନୁଜ ଏହି ଦୁଇଜଣ ଏହି ମହିଳା ଙ୍କ ର ଅବସ୍ଥା ଦେଖି ଅଲ୍ଟ୍ରାସାଉଣ୍ଡ ଓ ସିଜରିଙ୍ଗ କରିବାକୁ କହିଥିଲେ I ତେବେ ଏହି କଥା ରେ ମହିଳା ଙ୍କ ର ଘର ଲୋକଙ୍କୁ କିଛି ବି ଫରକ ପଡୁ ନ ଥିଲା କି ପୁଅ ହେବ କି ଝିଅ ହେବ I ଏବଂ ସିଜରିଙ୍ଗ ହେବା ଜରୁରୀ ବୋଲି ସେମାନେ ଭାବୁ ନ ଥିଲେ କାରଣ ଘଟଣା ଅଟେ ବି କ୍ରିଟିକାଲ ନ ଥିଲା I

କିନ୍ତୁ ହସ୍ପିଟାଲ କଟୁରପକ୍ଷ ଙ୍କ ଆଗରେ ଲୋକଙ୍କ ର କଥା ଆଉ କୋଉ ରହୁଛି I ତେବେ ହସ୍ପିଟାଲ ର ଲୋକେ ଯେପରି କୁହନ୍ତି ଲୋକେ ସେପରି କରିଥାନ୍ତି I ତେବେ ଯେତେବେଳେ ଅଲ୍ଟ୍ରାସାଉଣ୍ଡ ହେଇଥିଲା ତ କୁହାଯାଇଥିଲା କି ଝିଅ ଅଛି I ତେବେ ଏଥିରେ ମହିଳା ଙ୍କ ର ଘର ଲୋକଙ୍କ ର କିଛି ବି ଆପତ୍ତି ନ ଥିଲା କି ପୁଅ ହେଉ ଅଥବା ଝିଅ I

କିନ୍ତୁ ସେହି ଡାକ୍ତରମାନେ ଯେତେବେଳେ ତାଙ୍କ ର କଥା କିଛ ପ୍ରମାଣିତ ହେବାର ଦେଖିଲେ ଏବଂ ତାଙ୍କ ଘର ଲୋକଙ୍କୁ କହିଥିଲେ କି ଘଟଣା ବହୁତ ଗମ୍ଭୀର ଅଛି I ଏବଂ ଅପରେସନ କରିବାକୁ ପଡିବ I ତେବେ ସିଜରିଙ୍ଗ ହେବା ପରେ ଜଣା ପଡିଲା କି ଝିଅ ନୁହେ ପୁଅ ଜନ୍ମ ହେଇଚି I ତେବେ କ୍ଲିନିକ ର ଲୋକେ ଚିନ୍ତା ରେ ପଡିଯାଇଥିଲେ କାରଣ ସେ କହିଥିଲେ ଝିଅ ହେବ କିନ୍ତୁ ପୁଅ ହେଲା I

ତେବେ କ୍ଲିନ ର ଡାକ୍ତର ଏକ ବିକଳ୍ପ ଚିନ୍ତା କରିଥିଲେ କାରଣ ସେମାନେ ଗୋଟେ ମିଛ ଲୁଚାଇବାକୁ ଯାଇ ଆଉ ଏକ ମିଛ ର ସାହାରା ନେଇଥିଲେ I

ଆଉ ଏହିପରି ହେଲା କ୍ଲିନିକ ର ଲୋକେ ନିଜ ର ଭୁଲ କୁ ଲୁଚାଇବାକୁ ଯାଇ ଜନ୍ମ ହେଇଥିବା ସନ୍ତାନ ର ଲିଙ୍ଗ ହିଁ କାଟିଦେଇଥିଲେ I ଏବଂ ପିଲାଟି ର ପିତାମାତା ଙ୍କୁ ଏହା କହିଥିଲେ କି ପିଲାଟି ବିକଳାଙ୍ଗ ଅଟେ I ଏବଂ ଲିଙ୍ଗ କାଟିବା ପରେ ପିଲାଟି ଏହି କଷ୍ଟ କୁ ବରଦାସ୍ତ କରିନପାରି ମରିଯାଇଥିଲା I