ମୁକେଶ ଅମ୍ବାନୀ ଦାନ କରିବା ମାମଲାରେ ତୃତୀୟ ନମ୍ବର ରେ ଅଛନ୍ତି, ଜାଣନ୍ତୁ କିଏ ଦେଶର ସବୁଠାରୁ ବଡ ଦାନବୀର ଯିଏ ଗରିବଙ୍କ ପାଇଁ ୮୨୬କୋଟି ଟଙ୍କା ଦାନ କରିଦେଇଥିଲେ

ମୁକେଶ ଅମ୍ବାନୀ 1981 ରେ ରିଲାଏନ୍ସ ର କାର୍ଯ୍ୟ ଭାର ସମ୍ଭାଳିଥିଲେ I ଏବଂ ସେ ସମୟ ରେ ସେ ଟେକ୍ସଟାଇଲ ବ୍ୟବସାୟ ମଧ୍ୟ ଆରମ୍ଭ କରିଥିଲେ I ଏହା ପରେ ଫାଇବର ଓ ପେଟ୍ରୋକେମିକାଲ କାମ କୁ ମଧ୍ୟ ଆଗ କୁ ବଢାଇଥିଲେ I ଏହା ପରେ 60 ଗୋଟି ନୂତନ ଟେକ୍ନୋଲୋଜି ରେ ନିର୍ମାଣ ସୁବିଧା ଆଦି ର ଆରମ୍ଭ କରିଥିଲେ I ରିଲାଏନ୍ସ ର ଉତ୍ପାଦନ କ୍ଷମତା 10 ଲକ୍ଷ ଟନ ପ୍ରତି ବର୍ଷ ନ ଥିଲା କିନ୍ତୁ ଆଜିକା ସମୟ ରେ ଏହା 1 କୋଟି 20 ଲକ୍ଷ ଟନ ହେଇଯାଇଛି I

ଆସନ୍ତୁ ଜାଣିବା ହୁରୁଣ ଇଣ୍ଡିଆ ଫିଲେଂତ୍ରିପି 2019 ଅନୁସାରେ , ଭାରତ ରେ ତୃତୀୟ ରେ ଅଛନ୍ତି ମୁକେଶ ଅମ୍ବାନୀ I

03 – ମୁକେଶ ଅମ୍ବାନୀ
ଭାରତ ର ସବୁଠାରୁ ଧନୀ ମୁକେଶ ଅମ୍ବାନୀ I ଦାନ ମାମଲା ରେ ସେ ତୃତୀୟ ନମ୍ବର ରେ ଅଛନ୍ତି I ହୁରୁନ ଇଣ୍ଡିଆ ଫିଲେଂତ୍ରିପି 2019 ଅନୁସାରେ ମୁକେଶ ଅମ୍ବାନୀ 402 କୋଟି ଟଙ୍କା ଦାନ କରିଛନ୍ତି I ଏବଂ ଲଗାତାର 12 ବର୍ଷ ହେବ ମୁକେଶ ଅମ୍ବାନୀ ଭାରତ ର ସବୁଠାରୁ ଅଧିକ ଧନୀ ବ୍ୟକ୍ତି ଙ୍କ ର ଶୁଚି ରେ ରହିଛନ୍ତି I ଫୋବ୍ସ ତାଲିକା ଅନୁସାରେ ତାଙ୍କ ର ମୋଟ ସମ୍ପତି 51.4 ବିଲିୟନ ଡଲାର ଅର୍ଥାତ 5140 କୋଟି ଅଟେ I ଗତ ବର୍ଷ ତାଙ୍କ ସମ୍ପତି ରେ 40 ଲକ୍ଷ ଡଲାର ବୃଦ୍ଧି ହେଇଥିଲା I

02 – ଅଜିମ ପ୍ରେମଜୀ
ଅଜିମ ପ୍ରେମଜୀ 453 କୋଟି ଟଙ୍କା ଦାନ କରିଛନ୍ତି I ଏବଂ ଦାନ କରିବା ମାମଲା ରେ ସେ ଅଛନ୍ତି I ଫୋବ୍ସ ତାଲିକା ଅନୁସାରେ ତାଙ୍କ ର ମୋଟ ରୋଜଗାର 720 ଡଲାର ଅଟେ I ଭାରତ ରେ 100 ଧନୀ ବ୍ୟକ୍ତି ଙ୍କ ର ଶୁଚି ରେ ତାଙ୍କ ନାମ 17 ତମ ସ୍ଥାନ ରେ ରହିଛି I

01 – ଶିବ ନାଡ଼ର
ଭାରତ ର HCL କମ୍ପାନୀ କୁ ଶିବ ନାଡ଼ର 826 କୋଟି ଟଙ୍କା ଦାନ କରିଛନ୍ତି I ଏବଂ ତାଙ୍କ ସମ୍ପତି କଥା ଦେଖିଲେ ସେ ଭାରତ ର ସବୁଠାରୁ ଧନୀ ବ୍ୟକ୍ତି ଙ୍କ ମଧ୍ୟ ରେ ଷଷ୍ଠ ସ୍ଥାନ ରେ ଅଛନ୍ତି I ଏବଂ ତାଙ୍କ ର ମୋଟ ସମ୍ପତି 1440 କୋଟି ଡଲାର ଅଟେ I

Share Your Comments Below