ଦଣ୍ଡନାୟକ ସନିଦେବ ଙ୍କର ଚମତ୍କାର ମନ୍ଦିର, ଯେଉଁଠାରେ ସନିଦେବ ଙ୍କର କୃପାରୁ ଲୋକ ମାନଙ୍କୁ ସବୁ ଅସୁବିଧାରୁ ମିଳୁଛି ମୁକ୍ତି

ସନିଦେବ ହେଉଛନ୍ତି ନ୍ୟାୟ ର ଦେବତା I ପ୍ରତୋକ ମନୁଷ୍ୟ ର କର୍ମ ଅନୁସାରେ ସନିଦେବ ଫଳ ଦେଇଥାନ୍ତି I ଦଣ୍ଡନାୟକ ସନିଦେବ ଙ୍କ ର ଯେଉଁ ବ୍ୟକ୍ତି ଉପରେ କୃପା ଦୃଷ୍ଟି ରହିଥିବ ସେହି ବ୍ୟକ୍ତି ନିଜ ଜୀବନ ରେ ଅନେକ ଖୁସି ରେ ରହିବ I ସାରା ଦେଶ ରେ ସନିଦେବ ଙ୍କ ର ଅନେକ ମନ୍ଦିର ରହିଛି I କିନ୍ତୁ ଦଣ୍ଡନାୟକ ସନିଦେବ ର କିଛି ବିଶେଷ୍ୟତ୍ୱ କୁ ନେଇ ସେ ପରିଚିତ ଅଟେ I

ଆଜି ଆମେ ଆପଣ ଙ୍କୁ ଯେଉଁ ସନିଦେବ ଙ୍କ ର ମନ୍ଦିର ବିଷୟ ରେ କହିବା କୁ ଯାଉଛୁ ଏହା ଉତ୍ତର ପ୍ରଦେଶ ରେ ରହିଛି I କୃଷ୍ଣ ର ବ୍ରଜ ମଣ୍ଡଳ ରେ ଥିବା ଏହି ମନ୍ଦିର ଟି ବେଶ ଲୋକପ୍ରିୟ ଅଟେ I ଏହା ସନିଦେବ ଙ୍କ ର ଏକ ସିଦ୍ଧ ସ୍ଥାନ ଅଟେ I କୋଶୀ ରୁ 6 କିମି ଦୂର ରେ ସନିଦେବ ଙ୍କ ର ଏହି ସ୍ଥାନ ରହିଛି I ଯେଉଁ ସନିଦେବ ଙ୍କ ର ଭକ୍ତ ଏଠାକୁ ଆସି ସନିଦେବ ଙ୍କ ର ପୂଜା କରିଥାଏ ତାଙ୍କ ର ସବୁ ଇଚ୍ଛା ପୁରା ହେଇଥାଏ I

ସନିଦେବ ଙ୍କ ର ଏହା ପ୍ରସିଦ୍ଧ ଓ ପ୍ରାଚୀନ ମନ୍ଦିର ଅଟେ I ଏହା ଭଗବାନ କୃଷ୍ଣ ଙ୍କ ସମୟ ର ଅଟେ I ଏଠାରେ ଭଗବାନ କୃଷ୍ଣ ଙ୍କ ର ଜନ୍ମ ସମୟ ରୁ ହିଁ ତାଙ୍କୁ ବାଲ୍ୟ ରୂପେ ଏହି ମନ୍ଦିର ରେ ପ୍ରତିଷ୍ଠା କରିଥିଲେ I ସନିଦେବ ଙ୍କୁ ନନ୍ଦ ବାବା ଅଟକାଇଦେଇଥିଲେ ବକ୍ର ଦୃଷ୍ଟି ରେ ସେ ଭୟଭୀତ ଥିଲେ I ଏବଂ ସନିଦେବ ଙ୍କୁ ଶାନ୍ତ କରାଇବା କୁ ଭଗବାନ କୃଷ୍ଣ ଙ୍କୁ ସନ୍ଦେଶ ଦିଆ ଯାଇଥିଲା ଏବଂ ସେଠାରେ ସନିଦେବ ଙ୍କ ର ସେଠାରେ ତପସ୍ୟା କରାଯାଇଥିଲା I ଭଗବାନ ଶ୍ରୀ କୃଷ୍ଣ କୋଇଲି ରୂପେ ସନିଦେବ ଙ୍କ ର ଦର୍ଶନ କରିଥିଲେ I ତେଣୁ ଏହି ସ୍ଥାନ ର ନାମ କୋକିଲାବନ ରହିଥିଲା I ସେଠାରେ ସନିଦେବ ଙ୍କୁ ଶ୍ରୀ କୃଷ୍ଣ ଙ୍କ ର ଆଶ୍ରିବାଦ ପ୍ରାପ୍ତି ହେଇଥିଲା I ଏବଂ ଯେ କୌଣସି ଭକ୍ତ ଏଠାକୁ ଆସିଥାନ୍ତି ତାଙ୍କ ର ସବୁ ଇଚ୍ଛା ପୁରା ହେଇଥାଏ I

ଭଗବାନ ଶ୍ରୀ କୃଷ୍ଣ ଙ୍କ ର ଆଶ୍ରିବାଦ ପାଇବା ପରେ ସନିଦେବ ସେଠାରେ ବିରାଜମାନ ହେଇଥିଲେ I ଏବଂ ସବୁ ଭକ୍ତ ଙ୍କ ର ଦୁଃଖ ଦୂର କରିଥିଲେ I ସନିଦେବ ଙ୍କ ର ଏହି ମନ୍ଦିର ରେ ଭଗବାନ ଶ୍ରୀ କୃଷ୍ଣ ଙ୍କ ର ମଧ୍ୟ ପୂଜା କରାଯାଇଥାଏ I ଏଠାକୁ ଆସୁଥିବା ସବୁ ଭକ୍ତ ଙ୍କ ର ମଧ୍ୟ ଦୁଃଖ ଦୂର ହେଇଥାଏ I