ଦରମା ଜାଣିଲେ ଆପଣ ମଧ୍ୟ ଏହି ପାଞ୍ଚ ଗୋଟି କାମକୁ ଖରାପ କହିବେ ନାହିଁ I

ଆଜି ର ଏହି ସମୟ ରେ ଅନେକ ଲୋକଙ୍କ ଙ୍କୁ ଆଧୁନିକ ଜୀବନଶୈଳୀ ଜୀବନ ଅତିବାହିତ କରିବାକୁ ପସନ୍ଦ ଅଟେ I

କିନ୍ତୁ ଏହି ଆଧୁନିକ ଜୀବନ ଶୈଳୀ ରେ ଜଡିତ ଅନେକ ଜିନିଷ ବହୁତ ଦାମୀ ଅଟେ ଏବଂ ଏହି ଜୀବନଶୈଳୀ ପାଁଇ ବ୍ୟକ୍ତି ଙ୍କୁ ଅଧିକ ରୁ ଅଧିକ ପଇସା ରୋଜଗାର କରିବାକୁ ପଡିଥାଏ I

ଏବଂ ଅନେକ ଲୋକେ ଅଧିକ ରୁ ଅଧିକ ପଇସା ରୋଜଗାର କରିବା ପାଁଇ ଦିନ ରାତି କଠିନ ପରିଶ୍ରମ ମଧ୍ୟ କରୁଛନ୍ତି I କିନ୍ତୁ ଅଧିକାଂଶ ଲୋକେ ତ ଏହା ହିଁ ଭାବିଥାନ୍ତି କି ଯେଉଁ ବ୍ୟକ୍ତି ମାନେ ବଡ଼ ବଡ଼ କମ୍ପାନୀ ରେ କାମ କରୁଛନ୍ତି ସେହି ମାନେ ହିଁ ଅଧିକ ଦରମା ପାଇଥାନ୍ତି I

ଖରାପ କାମ ଦେଇଥାଏ ଅଧିକ ପଇସା
1.ମଇଳା ଉଠାଇବା
ମଇଳା କରିବା ତ ଅନେକ ଲୋକେ ଜାଣିଥାନ୍ତି କିନ୍ତୁ ଏହି ମଇଳା କୁ ସଫା କରିବା ର କାମ କୁ ଅଧିକାଂଶ ଲୋକେ ଖରାପ ବୋଲି ହିଁ କହିଥାନ୍ତି I ଏହି କାର୍ଯ୍ୟ କୁ କରୁଥିବା ଲୋକେ ଗରିବ ପରିବାର ଅଟନ୍ତି I ଭାରତ ରେ ସିନା ଏହି କାର୍ଯ୍ୟ କରୁଥିବା ଲୋକଙ୍କୁ ବହୁତ ହୀନ ଦୃଷ୍ଟି ରେ ଦେଖାଯାଇଥାଏ କିନ୍ତୁ ବିଦେଶ ରେ ଏହି ଲୋକଙ୍କ ର ଦରମା ବର୍ଷ କୁ 36 ଲକ୍ଷ ଟଙ୍କା ଅଟେ I

2.ସ୍ୱିପର ଇନ୍ସପେକ୍ଟର
ଯେଉଁ ଜାଗା ରେ ସହର ଜାଗା ର ମଇଳା ପାଣି ଜମା ହେଉଛି ଓ ପଲିଥିନ ଆଦି ଜମା ହେଇ ଡ୍ରେନ ଯାମ ହେଇଥାଏ ତ ସେହି ସଫା ସଫି କାର୍ଯ୍ୟ ରେ ନିୟୋଜିତ ଥିବା ବ୍ୟକ୍ତି ଙ୍କୁ ସ୍ୱିପର ଇନ୍ସପେକ୍ଟର କୁହାଯାଇଥାଏ I ଏହି ବ୍ୟକ୍ତି ଙ୍କ ର ବିଦେଶ ରେ ଦରମା 36 ଲକ୍ଷ ଟଙ୍କା ବର୍ଷ କୁ I

3.ପ୍ଲମ୍ବର
ଅଧିକାଂଶ ଲୋକେ ଘରେ ବାଥରୁମ ଓ ଟାଇଲେଟ ରେ ପାଇପ କାମ ପାଁଇ ପାଇପ ମିସ୍ତ୍ରୀ ଙ୍କୁ ଖୋଜିଥାନ୍ତି I ଏହି କାର୍ଯ୍ୟ କୁ କରୁଥିବା ମିସ୍ତ୍ରୀ ଙ୍କ ର ବର୍ଷ କୁ ଦରମା 30 ଲକ୍ଷ ଟଙ୍କା ବିଦେଶ ରେ I

4.ପୋର୍ଟେବଲ ଟାଇଲେଟ କ୍ଳୀନର
ବଜାର କିମ୍ବା କୌଣସି ଗହଳି ପୁର୍ଣ ଅଂଚଳ ରେ ଅଧିକାଂଶ ଲୋକେ ପୋର୍ଟେବଲ ଟାଇଲେଟ ବ୍ୟବହାର କରିଥାନ୍ତି I ଏବଂ ଏହି ଟାଇଲେଟ କୁ ସଫା କରିବା ରେ ନିୟୋଜିତ ହେଇଥିବା କର୍ମୀ ଙ୍କୁ ବିଦେଶ ରେ ବର୍ଷ କୁ 30 ଲକ୍ଷ ଟଙ୍କା ଦରମା ମିଳିଥାଏ I

5.ରକ୍ତ ସଫା କରିବା ର କାମ
ଦୁନିଆ ସାରା ହତ୍ୟା ଓ ଆତ୍ମହତ୍ୟା ପରି ଘଟଣା ଲାଗିରହିଛି I ଯେଉଁ ସ୍ଥାନ ରେ ଏପରି ଘଟଣା ଘଟିଥାଏ ସେହି ସ୍ଥାନ ର ରକ୍ତ କୁ ସଫା କରିବା ରେ ଯେଉଁ କର୍ମୀ ମାନେ ନିୟୋଜିତ ହେଇଥାନ୍ତି ବିଦେଶ ରେ ତାଙ୍କ ଦରମା 45 ଲକ୍ଷ ଟଙ୍କା I

Share Your Comments Below