୧୦ ବର୍ଷ ପର୍ଯ୍ୟନ୍ତ ଚିକିତ୍ସା ପାଁଇ ଟଙ୍କା ସଞ୍ଚୟ କରିଚାଲି ଥିଲେ ଦୁଇ ବୃଦ୍ଧା ଭଉଣୀ, ଜଣା ନଥିଲା କି ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବନ୍ଧ ହୋଇଯାଇଛି

ଏହା ତ ପ୍ରତୋକ ଲୋକେ ଜାଣିଛନ୍ତି ଟଙ୍କା ପ୍ରତୋକ ଲୋକ ଙ୍କ ର ଅତ୍ୟନ୍ତ ଆବଶ୍ୟକ ଅଟେ I ତେଣୁ ଲୋକେ ନିଜ ର ଆବଶ୍ୟକତା କୁ ପୁରା କରିବା କୁ ଟଙ୍କା ରୋଜଗାର କରିଥାନ୍ତି I ଲୋକେ ପରିଶ୍ରମ କରି କିଛି ଧନ ସଂଚୟ କରିଥାନ୍ତି I କିନ୍ତୁ ଆପଣ ଯଦି ଟଙ୍କା ରୋଜଗାର କରୁଛନ୍ତି ଓ ଏହା ର ମହତ୍ୱ ହିଁ କିଛି ନାହିଁ ତ କିପରି ଲାଗିବ I ଆଜି ଆମେ ଆପଣ ଙ୍କୁ ଦୁଇ ଭଉଣୀ ଙ୍କ ବିଷୟ ରେ କହିବା କୁ ଯାଉଛୁ I ଯେଉଁମାନେ ନିଜ ର ଚିକିତ୍ସା ପାଁଇ ଟଙ୍କା ସଂଚୟ କରିଥିଲେ ଓ ନିଜ ର ବୃଦ୍ଧ ଅବସ୍ଥା ରେ ଅନ୍ତିମ ସଂସ୍କାର ଆଦି କାର୍ଯ୍ୟ କିପରି ହେବ ସେଥିପାଇ ଟଙ୍କା ରଖିଥିଲେ I ତିନି ବର୍ଷ ପୂର୍ବ ରୁ 500 ଓ 1000 ଟଙ୍କିଆ ନୋଟ ବନ୍ଦ ହେଇଯାଇଥିଲା I

ଏହି କାହାଣୀ 70 ବର୍ଷ ରୁ ଅଧିକ ବୟସ ର ଦୁଇ ଭଉଣୀ ଙ୍କ ର କାହାଣୀ ଅଟେ I 10 ବର୍ଷ ପର୍ଯ୍ୟନ୍ତ ବୃଦ୍ଧ ସମୟ ପାଁଇ ଛୋଟ ଛୋଟ କାମ କରି ଟଙ୍କା ଜମା ରଖିଥିଲେ I ଏବଂ ବହୁ କଷ୍ଟ ରେ 46000 ଟଙ୍କା ଯୋଗାଡ଼ କରିଥିଲେ I ସେଥିରେ 1000 ଓ 500 ଟଙ୍କା ର ନୋଟ ଥିଲା I ତାମିଲନାଡୁ ର ତ୍ରିପୁର ଜିଲ୍ଲା ରେ ରହୁଥିବା ଥାଙ୍ଗମାଳ ଓ ରଙ୍ଗମାଳ ଉଭୟ ଦୁଇ ଭଉଣୀ ଅଟନ୍ତି I ତାଙ୍କ ର ଦେଖାଶୁଣା କରିବା କୁ ତାଙ୍କ ର ଆଉ କେହି ନ ଥିଲେ I ଏବଂ ସେହି ସମୟ ରେ ସରକାର 500 ଓ 1000 ଟଙ୍କା ନୋଟ ବନ୍ଦ କରିଦେଇଥିଲେ I

ଯେତେବେଳେ ଏହି ଦୁଇ ଭଉଣୀ ଙ୍କ ର ଚିକିତ୍ସା ର ଆବଶ୍ୟକତା ଆସିଥିଲା ତ ଏହି ଦୁଇ ଭଉଣୀ ତାଙ୍କ ସମ୍ପର୍କୀୟ ଙ୍କୁ କହିଥିଲେ I କହିଥିଲେ ଜଣେ 24000 ଓ ଜଣେ ଭଉଣୀ 22000 ଟଙ୍କା ଜମା ରଖିଛନ୍ତି I ଏବଂ ଦୁର୍ଭାଗ୍ୟବଶତଃ 2016 ରେ ସରକାର 500-1000 ଟଙ୍କା ନୋଟ ବନ୍ଦ କରିଥିଲେ I ଦୁଇ ଭଉଣୀ ଙ୍କୁ ଏହି ନୋଟବଂଦୀ ବିଷୟ ରେ ସୂଚନା ନ ଥିଲା ଏବଂ ଦୁର୍ଭାଗ୍ୟ ର କଥା କି ତାଙ୍କ ସାରା ଜୀବନ ର ସଂଚିତ ଧନ ର ଆଉ କୌଣସି ମହତ୍ୱ ନ ଥିଲା I

Share Your Comments Below