ବେସ୍ୟା ଜଣଙ୍କ କଣ୍ଡମ ବ୍ୟବହାର କରିବାକୁ କହିଲେ ତ ମାନିଲା ନାହିଁ ଗ୍ରାହକ ଆଉ ତାପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହେଇଯିବେ …

ପଶ୍ଚିମ ବ୍ୟଙ୍ଗଲୋର ରେ ଏକ ଆଶ୍ଚଯ୍ୟକର ମାମଲା ନଜର କୁ ଆସିଛି I 42 ବର୍ଷୀୟ ଜଣେ ଦେହଜୀବି ଙ୍କ ର ଶବ ବ୍ୟଙ୍ଗଲୋର ରେ ଥିବା ଏକ ଘରୁ ଉଦ୍ଧାର ହେଇଚି I ପୋଲିସ ଏହି ମାମଲା ରେ ଏକ ପ୍ରାଇଭେଟ ଫାର୍ମ ରେ କାମ କରୁଥିବା ଜଣେ ଗାର୍ଡ ଙ୍କୁ ଗିରଫ କରିଛି I ଗିରଫ ହେଇଥିବା ଗାର୍ଡ ନିଜ ର ଦୋଷ ସ୍ୱୀକାର କରିଛନ୍ତି I ମହିଳା ଏଠାରେ ନିଜ ପିଲା ଙ୍କ ସହ ରାଜାଜିନଗର ଅଂଚଳ ରେ ରୁହନ୍ତି I

ମହିଳା ପ୍ରଥମେ ନେଇଥିଲେ 500 ଟଙ୍କା
ପୋଲିସ ଅନୁସାରେ ମୁକୁନ୍ଦ ନାମ ଏକ ଗାର୍ଡ ସେହି ଦେହଜୀବି ମହିଳା ଙ୍କୁ 11 ଜାନୁୟାରୀ ଦିପହର ରେ 01 ଘଟିକା ସମୟ ରେ ସାକ୍ଷ୍ୟାତ କରିଥିଲେ I ସେ ସେଠାରେ ମହିଳା ସେକ୍ସ ପାଁଇ 2500 ଟଙ୍କା ମାଗିଥିଲେ କିନ୍ତୁ ସେ 1500 ଟଙ୍କା ଦେଇଥିଲେ I ମହିଳା ପ୍ରଥମେ 500 ଟଙ୍କା ନେଇଥିଲେ ଓ ଦୁହେଁ ଏହା ପରେ ରାଜାଜିନଗର I ସେଠାରେ ଅଟୋ ରେ ବସି ମହିଳା ମୁକୁନ୍ଦ ଙ୍କୁ ନିଜ ଘର କୁ ନେଇଥିଲେ I

ଏହି ଦେହଜୀବି ସେକ୍ସ ପାଁଇ ଗ୍ରାହକ ଙ୍କୁ କଣ୍ଡମ ବ୍ୟବହାର କରିବା କୁ କହିଥିଲେ I
ପୋଲିସ ତ ତଦନ୍ତ ସମୟ ରେ ମୁକୁନ୍ଦ ଏହା କହିଥିଲେ କି – ମହିଳା 500 ଟଙ୍କା ଆଡ଼ଭାନ୍ସ ନେଇଯାଇଥିଲେ I ପଛ ରେ ବାକି 1000 ଟଙ୍କା ମଧ୍ୟ ଦେଇଦେଇଥିଲେ I ସେଠାରେ ମହିଳା ତାଙ୍କୁ ସେକ୍ସ ପାଁଇ କଣ୍ଡମ ବ୍ୟବହାର କରିବା କୁ କହିଥିଲେ କିନ୍ତୁ ଉକ୍ତ ବ୍ୟକ୍ତି ଏଥିରେ ରାଜି ହେଇ ନ ଥିଲେ ମହିଳା ସବୁ ଟଙ୍କା ଫେରାଇବା କୁ ମଧ୍ୟ ମନା କରି ଥିଲେ I ଏବଂ ଏହା ମଧ୍ୟ ଧମକ ଦେଇଥିଲେ ଟଙ୍କା ମାଗିଲେ ପାଟି କରିବେ I

ଦେହଜୀବି ଙ୍କ ର ଗଳା ଦବାଇ ହତ୍ୟା
ପୋଲିସ ମୁକୁନ୍ଦ ଙ୍କୁ ର ଏହି ବୟାନ କୁ ନେଇ କହିଥିଲେ , ଗାର୍ଡ ନିଜ ବ୍ୟାଗ ରୁ ଏକ ଛୁରୀ ବାହାର କରିଥିଲେ ଓ ଧମକ ଦେଇଥିଲେ କି ମହିଳା ଟଙ୍କା ନ ଫେରାଇଲେ ତାଙ୍କୁ ମାରିଦେବେ I ଏଠାରେ ଦୁହିଁଙ୍କ ମଧ୍ୟ ରେ ଅନେକ ଯୁକ୍ତି ଓ ଝଗଡା ହେଇଥିଲା ଏହା ପରେ ଉକ୍ତ ଗାର୍ଡ ନିଜ ବ୍ୟାଗ ରୁ ଏକ ଛୁରୀ ବାହାର କରି ମହିଳା ଙ୍କ ପେଟ ଉପରେ ପ୍ରହାର କରିଥିଲେ I ଏହା ପରେ ମହିଳା ଚିଲେଇବା ଆରମ୍ଭ କରିଥିଲେ I ମହିଳା ପାଟି କରିବା ର ଦେଖି ସେ ତାଙ୍କ ଗଳା ଚିପିଦେଇଥିଲେ ମଧ୍ୟ I ଏବଂ ମହିଳା ଙ୍କ ର ସେହି ସ୍ଥାନ ରେ ହିଁ ମୃତ୍ୟୁ ହେଇଥିଲା I ଯେତେବେଳେ ମହିଳା ଙ୍କ ର ପୁଅ ସ୍କୁଲ ରୁ ପାଠ ପଢି ଘର କୁ ଫେରିଥିଲା ତ ସେ ଦେଖିବା କୁ ପାଇଲା କି ତାଙ୍କ ମା ଙ୍କ ର ମୃତ ଦେହ ସେଠାରେ ପଡିଛି I ଏହା ପରେ ଥାନା ରେ ମାମଲା ରୁଜୁ ହେଇଥିଲା I ପୋଲିସ ସେହି ଅଂଚଳ ର 1500 ସିସିଟିଭି ଫୁଟେଜ ଆଧାର ରେ ଏହି ଆରୋପି ଙ୍କୁ ଗିରଫ କରିଥିଲା I