ପୁଅ ମାନଙ୍କୁ ନିଶ୍ଚିତ ଦେଖିବା ଉଚିତ ଏହି ୧୦ଟି ଫିଲ୍ମ, କିନ୍ତୁ ଲୁଚି ଲୁଚିକି ଆଉ ଏକା ଏକା

ବଲିଉଡ ରେ ଏପରି ଅନେକ ଫିଲ୍ମ ପ୍ରସ୍ତୁତ ଅକରାଯାଇଥାଏ ଯାହା କି ପରିବାର ସହ ବସିକି ଦେଖି ହେବ ନାହିଁ I ଏବଂ ଏପରି ଫିଲ୍ମ କୁ ବନ୍ଦ କରିବା ପାଁଇ ଅନେକ ସ୍ୱର ମଧ୍ୟ ଉଠିଥାଏ I କିନ୍ତୁ ପୂର୍ବ ରୁ ସୂଚନା ଦିଆ ଯାଇଥାଏ କି ପିଲା ଙ୍କୁ ଏହି ଫିଲ୍ମ ଦେଖିବାକୁ ମନା ରହିଥାଏ I

ତେବେ ଆସନ୍ତୁ ଦେଖିବା
ମାତୃଭୂମି
ଏହି ଫିଲ୍ମ ଭୃଣ ହତ୍ୟା ମାମଲା ରେ ଦେଖାଯାଇଛି I ଏବଂ ଏହି ଫିଲ୍ମ ର କାହାଣୀ ଆଜିଠୁ ଅନେକ ବର୍ଷ ପର ର ଘଟଣା ସମ୍ପର୍କ ରେ ଉଲେଖ ରହିଛି ଯେଉଁଠାରେ କେବଳ ପୁରୁଷ ମାନେ ହିଁ ଥିବେ I

ଗ୍ୟାଙ୍ଗସ ଅଫ ୱାସେପୁର
ଅନୁରାଗ କଶ୍ୟପଃ ଙ୍କ ର ଏହି ଫିଲ୍ମ ରେ ଯେତେ ଗୁଳି ଯାଇଛି ସେତିକି ଗାଳି ମଧ୍ୟ ଯାଇଛି I ଏହି ଫିଲ୍ମ ରେ ଉଲେଖ ରହିଛି କିପରି ମଣିଷ ଙ୍କ ର ଅତି ନୃଶଂସ ଭାବରେ ହତ୍ୟା କରାଯାଉଛି I

ହଣ୍ଟର
ଏହି ଫିଲ୍ମ ରେ ସେକ୍ସ ର ତୁଳନା ପୋତି ଙ୍କ ସହ କରାଯାଇଛି ଏବଂ ଏଥିରେ ଏହା ଉଲେଖ ରହିଛି କି ଯେପରି ସେକ୍ସ ଜରୁରୀ ଅଟେ ସେହିପରି ପୋତି ମଧ୍ୟ ଜରୁରୀ ଅଟେ I

ରକ୍ତ ଚରିତ୍ର
ଏହି ଫିଲ୍ମ ରାମ ଗୋପାଳ ବର୍ମା ଙ୍କ ର ଅଟେ I ସବୁଠାରୁ ହିଟ ଫିଲ୍ମ ମଧ୍ୟ ରେ ଏହି ଫିଲ୍ମ ମଧ୍ୟ ଆସିଥାଏ ଏବଂ ଏହି ଫିଲ୍ମ ରେ ବି ପ୍ରତିଶୋଧ ପ୍ରରାୟଣ ହେଇ କିପରି ବ୍ୟକ୍ତି ଅନ୍ୟ ର ହତ୍ୟା କରିଥାଏ ତାହା ଉଲେଖ ରହିଛି I

ଅଂଫ୍ରିଡମ
ଏହି ଫିଲ୍ମ ରେ ହୋମ ସେକ୍ସୱାଲିଟି ଓ ଆତଙ୍କବାଦୀ ଙ୍କ ସମ୍ପର୍କ ରେ ଉଲେଖ ରହିଛି I ଏହି ଫିଲ୍ମ ର କିଛି ଦୃଶ୍ୟ ବହୁତ ସେକ୍ସୱାଲିଟି ଥିଲା ଏହି କାରଣ ରୁ ଏହି ଫିଲ୍ମ କୁ ଭାରତ ରେ ପ୍ରଦର୍ଶିତ କରାଯାଇନାହିଁ I

ତିତଲୀ
ବଲିଉଡ ର ନିର୍ଦେଶକ କଉଁ ବହଲ ଙ୍କ ନିର୍ଦେଶନା ରେ ଏହି ଫିଲ୍ମ ନିର୍ମାଣ ହେଇଚି I ଏହି ଫିଲ୍ମ ରେ ଅନେକ ଲୋକଙ୍କ ସହ ଜଡିତ ହତ୍ୟା ର ଦୃଶ୍ୟ ଦେଖାଯାଇଛି I

ଲଭ ସେକ୍ସ ଓ ଧୋକା
ଫିଲ୍ମ ର ଟାଇଟେଲ ପଢିକି ହିଁ ଆପଣ ଜାଣି ପାରିବେ କି ଫିଲ୍ମ ର ଷ୍ଟୋରୀ କଣ I ଏହି ଫିଲ୍ମ ରେ ଲଭ ସେକ୍ସ ଓ ଧୋକା ଏହି ତିନିଗୋଟି କଥା ବିଷୟ ରେ ଉଲେଖ ରହିଛି I

ବି ଏ ପାସ
ଏହି ଫିଲ୍ମ ବହୁତ ରୋମାଣ୍ଟିକ ଅଟେ କିନ୍ତୁ ଏହା ସତ୍ୱେ ମଧ୍ୟ ଏହି ଫିଲ୍ମ ଅନେକ ଆୱାର୍ଡ ପାଇଛି I

ରାମନ ରାଘବ 2.0
ଏପରି ବହୁତ କମ ହେଇଥାଏ ଯେଉଁଥିରେ କି କ୍ରିମିନାଲ ଙ୍କ ର ବାୟୋଗ୍ରାଫି ସମ୍ପର୍କ ରେ ଉଲେଖ ରହିଛି I ଏହି ଫିଲ୍ମ ରେ ଲୋକଙ୍କ ର ହତ୍ୟା କରୁଥିବା ରାମନ ରାଘବ ଙ୍କ ସମ୍ପର୍କ ରେ ଉଲେଖ ରହିଛି I

ପ୍ୟାର କା ପଞ୍ଚନାମା
ଏହି ଫିଲ୍ମ ରେ ଏହା ଦେଖାଯାଇଛି କି କିପରି ଜଣେ ପୁରୁଷ ମହିଳା ଙ୍କ ର ଚକ୍ରବୀହୂ ରେ ପଡି ତାଙ୍କ ର ଅଧିନସ୍ଥ ହେଇ କାମ କରୁଛି I