He Prabhu: ଦେଖୁ ଦେଖୁ ହଠାତ ଏହି ଝିଅଟି ଚଢ଼ିଗଲା ଲାଇନ ଖୁଣ୍ଟରେ, ଆଉ ତା ପରେ ଯାହା ହେଲା, ଯିଏ ଦେଖିଲା ସିଏ ହେଇଗଲା ବେହୋସ

ନମସ୍କାର ବନ୍ଧୁଗଣ ସାମ୍ନାକୁ ଆସିଲା ଏକ ଆଶ୍ଚର୍ଯ୍ୟକର ଭିଡିଓ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି। ବିନା କିଛି ସାହାରାରେ ବିଜୁଳି ଖୁଣ୍ଟ ଉପରେ ଚଢ଼ିଗଲେ ଏହି ଯୁବତୀ ଆଉ ତାପରେ ଯାହା ଘଟିଲା ଦେଖିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ।

ଆଜି ପର୍ଯ୍ୟନ୍ତ ଆପଣ ବିଜୁଳି ଖୁଣ୍ଟରେ ବିଜୁଳି ତାର ବାନ୍ଧିବାର ବା କୌଣସି ଲାଇନ୍ ଜନିତ ତ୍ରୁଟିକୁ ସଜାଡ଼ିବା ପାଇଁ ବିଜୁଳି ଖୁଣ୍ଟକୁ ପୁରୁଷ ଚଢ଼ିଥିବାର ଦେଖିବାକୁ ପାଇଥିବେ ତେବେ ଆପଣ କେବେ କଣ ଜଣେ ମହିଳାଙ୍କୁ ବିଜୁଳି ଖୁଣ୍ଟ ଉପରେ ଚଢ଼ି ତାର ଯୋଡ଼ିବାର ଦେଖିଛନ୍ତି କି, ଏହା ଆପଣମାନଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ କାରଣ ହୁଏତ ଆପଣ ଆପଣ ଏଭଳି ଘଟଣା କେବେବି ଘଟଣା ଦେଖି ନଥିବେ |

କିନ୍ତୁ ଏମିତି ହିଁ ଜଣେ ମହିଳା ପୁରୁଷଙ୍କ ଭଳି ଇଲେକ୍ଟ୍ରି ଖୁଣ୍ଟରେ ଚଢ଼ି ତାର ଯୋଡ଼ିବାରେ ଖୁବ୍ ମାହିର ଯାହାଙ୍କର ଖୁଣ୍ଟ ଚଢ଼ିବାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଯାହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

ଗୋଟିଏ ଝିଅ ବିଜୁଳି ଖୁଣ୍ଟ ଉପରେ ଚଢ଼ି ତାର ଯୋଡୁଛି ସେ କେବଳ ବିଜୁଳି ଖୁଣ୍ଟ ଉପରେ ଚଢ଼ି ନାହିଁ ବରଂ ବୋହୁତ ବାହାଦୂରୀ ସହିତ ତୃଟି ଥିବା ତାରକୁ ସଜଡ଼ିବାରେ ମଧ୍ୟ ସମର୍ଥ ହୋଇଛି। ଆଗରୁ ମଧ୍ୟ ସେ ଏପରି କରିବାରେ ସମର୍ଥ ତେବେ ଭାଇରାଲ୍ ହେଉଥିବା ଭିଡିଓରେ ଆପଣ ଦେଖିଥିବେ ଏହି ମହିଳାଙ୍କ ନାମ ହେଉଛି ଉସା ଜଗଦଲେ। ଯେଉଁ କାମକୁ ପୁରୁଷ କରି ପାରୁନାହାଁନ୍ତି ତାହାକୁ ଯେ ମହିଳା କରି ପାରିବେ ନାହିଁ ସେମିତି କିଛି ନାହିଁ। ବର୍ତ୍ତମାନ ମଧ୍ୟ ମହିଳାମାନେ ଦୁନିଆରେ ବୋହୁତ ମାତ୍ରାରେ ଧାଡ଼ିରେ ଛିଡ଼ା ହେବାକୁ ସକ୍ଷମ ହୋଇ ପାରୁଛନ୍ତି ଯାହା ଏହି ଯୁବତୀ ପ୍ରମାଣ କରି ଦେଖାଇଛନ୍ତି। ଯାହାଙ୍କ କାର୍ଯ୍ୟ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ଯୁବତୀ ଜଣଙ୍କ ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ କାମ କରନ୍ତି। ବିଜୁଳି ଖୁଣ୍ଟରେ ଏହି ମହିଳା ଜଣଙ୍କ ନିଡର ହୋଇ ଚଢ଼ି ଯାଆନ୍ତି, ଲକ୍ ଡାଉନ୍ ସମୟରେ ଲୋକମାନଙ୍କର ବିଜୁଳି ସମସ୍ୟାକୁ ଦୂର କରିବା ପାଇଁ ସେ ବିନା କୌଣସି ଅସୁବିଧାରେ ବିଜୁଳି ଖୁଣ୍ଟକୁ ଚଢିଯାଇ ବିଜୁଳି ଅପୁର୍ତୀକୁ ସଜାଡି ଦିଅନ୍ତି। ଏବେ ସୋସିଆଲ ମିଡିଆରେ ତାଙ୍କ ସାହସିକତା ଏବଂ କାମ କରିବାର ତରିକା ଖୁବ୍ ମାତ୍ରାରେ ଭାଇରାଲ୍ ହେଉଛି ଯାହାକୁ ଦେଖିଲା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି କାରଣ ଏମିତି ଦୃଶ୍ୟ ହୁଏତ ଲୋକେ ଆଗରୁ ଯେଉଁଠି ଦେଖି ନଥିବେ।