ଡେ଼ଲିଭରି ସିଜରିଆନ ହେଉ କିମ୍ବା ନର୍ମାଲ, ଛୁଆ ଜନ୍ମ ହେବାର ଏତିକି ଦିନ ପର୍ଯ୍ୟନ୍ତ କେବେବି ରଖନ୍ତୁ ନାହିଁ ସମ୍ବନ୍ଧ… ନଚେତ

ମା ହେବା ପ୍ରତୋକ ମହିଳା ଙ୍କ ର ସ୍ବପ୍ନ ହେଇଥାଏ ଏବଂ ଯେତେବେଳେ ମହିଳା ମା ହେଇଥାନ୍ତି ତାଙ୍କ ଶରୀର ରେ ପରିବର୍ତନ ଦେଖିବାକୁ ମିଳିଥାଏ I ଏହି ସମୟ ରେ ମହିଳା ଙ୍କୁ ଅନେକ କଷ୍ଟ ଯନ୍ତ୍ରଣା ଦେଇ ଗତି କରିବାକୁ ପଡିଥାଏ I

ଆଜିକା ସମୟ ରେ ଅଧିକାଂଶ ଡେ଼ଲିଭରି ସିଜରିଆନ ହେଇଥାଏ I ଏହା ପଛ ରେ ଅନେକ କାରଣ ରହିଛି I ଅନେକ ଲୋକେ ଏହା ଜାଣି ନ ଥାନ୍ତି ଡେ଼ଲିଭରି ର କେତେ ଦିନ ପର୍ଯ୍ୟନ୍ତ ମହିଳା ଙ୍କ ସହ ସମ୍ବନ୍ଧ ରଖିବା ଅନୁଚିତ ଅଟେ I

ତେବେ ଇତି ସମ୍ବନ୍ଧ ରେ ଲୋକେ ଖୋଲାଖୋଲି ଆଲୋଚନା ମଧ୍ୟ କରି ନ ଥାନ୍ତି I ଯାହା ଦ୍ୱାରା ଅନେକ ସମସ୍ୟା ର ସମୁଖୀନ ହେବାକୁ ପଡିଥାଏ I ନର୍ମାଲ ଡେ଼ଲିଭରି ରେ ବି ମହିଳା ଙ୍କ ର ଶରୀର ଠିକ ହେବାକୁ 3 ମାସ ସମୟ ଲାଗିଥାଏ I ଏବଂ ସିଜରିଆନ ଡେ଼ଲିଭରି ରେ ମହିଳା ଙ୍କୁ ଅଧିକ ସମୟ ଲାଗିଥାଏ ସୁସ୍ଥ ହେବାକୁ I

କାରଣ ସିଜରିଆନ ଡେ଼ଲିଭରି ରେ ମହିଳା ଙ୍କ ର ପେଟ ର ଷ୍ଟିଚ ସୁଖିବାକୁ ସମୟ ଲାଗିଥାଏ I ତେବେ ଏହି ସମୟ ରେ ଶାରୀରିକ ସମ୍ବନ୍ଧ ରଖିବା ଉଚିତ I ତେବେ ଦେଖିବା ଯଦି ସିଜରିଆନ ଡେ଼ଲିଭରି ପରେ ଜଣେ ମହିଳା ଙ୍କୁ ସୁସ୍ଥ ହେବାକୁ 6 ମାସ ସମୟ ଲାଗିଥାଏ I ତେବେ ସିଜରିଆନ ଡେ଼ଲିଭରି ପରେ 6 ମାସ ବିରତି ପରେ ହିଁ ଉକ୍ତ ମହିଳା ଙ୍କ ସହ ସମ୍ବନ୍ଧ ରଖିବା ଉଚିତ I

ତେବେ ଯେଉଁ ଲୋକେ ସିଜରିଆନ ଡେ଼ଲିଭରି ପରେ ତୁରନ୍ତ ଶାରୀରିକ ସମ୍ପର୍କ ରଖିଥାନ୍ତି ସେହି ଲୋକଙ୍କ ର ଗୁପ୍ତାଙ୍ଗ ରେ ଇନଫେକ୍ସନ ହେବାର ଅଧିକ ସଂଭାବନା ରହିଥାଏ I ଏବଂ ଅଧିକ କମଜୋର ଥିବା ରୁ ରୋଗ ରେ ମଧ୍ୟ ପଡିପାରନ୍ତି I