DFO ଦେଲେ ବଡ ଝଟକା, ସୌମ୍ୟରଞ୍ଜନ ଙ୍କ କେଶ ନେଲା ନୁଆ ମୋଡ, ଏବେ ମିଳିବ ନ୍ୟାୟ…

ନମସ୍କାର ବନ୍ଧୁଗଣ acf ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲାରେ ପ୍ରଥମରୁ ସନ୍ଦେହ ଘେରରେ ଅଛନ୍ତି dfo। Dfo ଙ୍କ ନାଁରେ ରହିଛି ସଙ୍ଗୀନ ଦଫା। ବିଦ୍ୟା ଭାରତୀ ଏବଂ dfoଙ୍କ ନାଁରେ ରହିଛି ୩୦୨ ଦଫା ତଥାପି ଗିରଫ କରୁନାହିଁ ପୋଲିସ୍। Dfoଙ୍କ ନାଁରେ ଆସୁଛି ବଡ଼ ବଡ଼ ଅଭିଯୋଗ ରକ୍ତ ଚନ୍ଦନ କାଠର ମାଫିଆ ହେଉ ଅବା ଜମି ମାଫିଆ ହେଉ କିମ୍ବା ବିଦ୍ୟା ଭାରତୀଙ୍କ ଘରକୁ ରାତି ଅଧିଆ ଯିବା କଥା ହେଉ ସବୁକିଛି ଧରା ପଡ଼ିବା ପରେ ମଧ୍ୟ ତାଙ୍କୁ ଗିରଫ କରୁନାହିଁ ପୋଲିସ୍।

Dfo ଏମିତି ଝଟକା ଦେଉଛନ୍ତି ଯେ କ୍ରାଇମବ୍ରାଞ୍ଚ୍ ର ମଧ୍ୟ ମୁଁହ ଚୁପ୍ କାରଣ ପ୍ରଥମେ ପୋଲିସ୍ ଏହି କେସ୍ ଟି ନିଜ ହାତକୁ ନେଇଥିଲା ଏବଂ ପରେ ଏହାକୁ କ୍ରାଇମବ୍ରାଞ୍ଚ୍ ହାତକୁ ସ୍ଥାନାନ୍ତରିତ କରାଯାଇଥିଲା କିନ୍ତୁ ସେତେବେଳେ ପୋଲିସ୍ ଚୁପ୍ ଥିଲା ଏବଂ ବର୍ତ୍ତମାନ କ୍ରାଇମବ୍ରାଞ୍ଚ୍ ଟିମ୍ ମଧ୍ୟ ଚୁପ୍।

Dfo ଙ୍କ ବିରୁଦ୍ଧରେ ବୋହୁତ କିଛି କଥା ପର୍ଦ୍ଦାଫାଶ ହେଲେ ମଧ୍ୟ ତାଙ୍କ ଉପରେ କୌଣସି ହେଲେ ଆକ୍ସନ୍ ନିଆଯାଉନାହିଁ। Dfo ଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ ବିଧାୟକ ତାପରେ ଗଙ୍ଗା ପ୍ରଧାନ ତାପରେ ମଧ୍ୟ ବୋହୁତ ପ୍ରକାର ଅଭିଯୋଗ dfo ଙ୍କ ବିରୁଦ୍ଧରେ ଆସିଛି। ସାଧାରଣ ଅଭିଯୋଗଟିଏ କରିଦେଲେ ପୋଲିସ୍ ସାଙ୍ଗେ ସାଙ୍ଗେ ଆସି ଗିରଫ କରି ନେଇଯାଉଛି କିନ୍ତୁ dfo ଙ୍କ ନାଁରେ ରହିଛି |

ସଙ୍ଗୀନ ଦଫା ସଙ୍ଗୀନ ଅଭିଯୋଗ ତଥାପି ହାତଗୋଡ ବାନ୍ଧି ବସିଛି କ୍ରାଇମବ୍ରାଞ୍ଚ୍, Dfo ଦେଉଛନ୍ତି ସମସ୍ତଙ୍କୁ ଝଟକା। ଏଥିପାଇଁ ମଧ୍ୟ ସମସ୍ତଙ୍କ ମନରେ ସୃଷ୍ଟି ହେଉଛି ଅନେକ ପ୍ରଶ୍ନ କାହିଁକି ଡଫୋ ଙ୍କୁ ଗିରଫ କରୁନାହିଁ ପୋଲିସ୍। ସାଧାରଣ ଅଭିଯୋଗ କରିଦେଲେ ପୋଲିସ୍ ପ୍ରଥମେ ଆସି ବାନ୍ଧି ନେଇ ଚାଲିଯାଇଛି କିନ୍ତୁ ଏଠାରେ ସଂପୂର୍ଣ୍ଣ ଓଲଟା ସ୍ଥିତି ରହିଛି।

ଆପଣମାନେ ପ୍ରଥମରୁ ଦେଖିଥିବେ Dfo କେବେ ପୋଲିସ୍ ଷ୍ଟେସନ ଆସି ନାହାଁନ୍ତି ବରଂ ପୋଲିସ୍ ଯାଇଛି dfo ଙ୍କ ପାଖକୁ କ୍ରାଇମବ୍ରାଞ୍ଚ୍ ମଧ୍ୟ ସେଇଆ କଲା dfo ଙ୍କୁ ପୋଲିସ୍ ଷ୍ଟେସନ ନଡ଼ାକି ତାର ଘରେ ଯାଇ ଜେରା କରିଲା। ତେବେ କେତେଦିନ ଏହିପରି ଚାଲିଥିବ ଏବଂ କେବେ ହେବ ଦୋଷୀ ତାହା କେବଳ ସମୟ ହିଁ କହିବ।