ଦେୱଲ ଇଣ୍ଡଷ୍ଟ୍ରି ରେ ଏକ ଏପରି ପରିବାର ଯିଏ କି କେବଳ ଭାରତ ରେ ନୁହେଁ ବିଦେଶ ରେ ମଧ୍ୟ ବେଶ ଲୋକପ୍ରିୟ ଅଟନ୍ତି I ଧର୍ମେନ୍ଦ୍ର ଙ୍କ ସହ ତାଙ୍କ ର ଦୁଇ ପୁଅ ଶନି ଓ ବବି ଦେୱଲ ଙ୍କ ର ମଧ୍ୟ ଲୋକପ୍ରିୟତା ରେ କିଛି କମି ନାହିଁ I ବିଗତ କିଛି ଦିନ ତଳେ ଶନି ଦେୱଲ ଙ୍କ ର ପୁଅ କରଣ ଦେୱଲ ଫିଲ୍ମ “ପଲ ପଲ ଦିଲ କେ ପାସ” ରେ ଅଭିନୟ କରିଥିଲେ I ସେ ନିଜ ର ଗୁଡ଼ ଲୁକିଙ୍ଗ କୁ ନେଇ ବେଶ ପରିଚିତ ଅଟନ୍ତି I ସେହିପରି ଆର୍ଯ୍ୟମାନ ଙ୍କ ର ମଧ୍ୟ ଅନେକ ନୂଆ ନୂଆ ଫୋଟୋ ଯାହା କି ବେଶ ଚର୍ଚା ରେ ରହିଛି I
27 ଜାନୁୟାରୀ ରେ ବବି ଦେୱଲ ନିଜ ର 51 ତମ ଜନ୍ମ ଦିନ ପାଳନ କରିଥିଲେ I ବବି ନିଜ ର ଜନ୍ମଦିନ ଅବସର ରେ ନିଜ ପ୍ରଶଂସକ ଙ୍କୁ ସୋସିଆଲ ମିଡ଼ିଆ ରେ ଧନ୍ୟବାଦ ଜ୍ଞାପନ କରିଥିଲେ I ବବି ସୋସିଆଲ ମିଡ଼ିଆ ରେ ପୁଅ ଆର୍ଯ୍ୟମାନ ଙ୍କ ର ଫୋଟୋ ସେୟାର କରି କ୍ୟାପ୍ସନ ରେ ଲେଖିଥିଲେ ଆପଣ ସମସ୍ତ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ I ମୋର ପରିବାର ପାଁଇ ମଧ୍ୟ ମୁ ବେଶ ଗର୍ବିତ ଅଟେ I ବବି ଙ୍କ ର ଏହି ପୋଷ୍ଟ ରେ ପ୍ରଡ୍ୟୁସର ନିଖିଳ ଦ୍ୱିବେଦୀ ଲେଖିଛନ୍ତି – ମୁ କେବେ ଚିନ୍ତା କରି ନ ଥିଲି କି କେହି ଧର୍ମେନ୍ଦ୍ର ଙ୍କ ଠାରୁ ଅଧିକ ଗୁଡ଼ ଲୁକିଙ୍ଗ ଦେଖାଯିବେ I ତେଣୁ ଏହି ଫୋଟୋ କୁ ନେଇ ମୁ ଚିନ୍ତା କରିବା କୁ ବାଧ୍ୟ ହେଲି I
ତେବେ ନିଖିଳ ଏହା ସ୍ପଷ୍ଟ କରିନାହାନ୍ତି କି ଏହି ପୋଷ୍ଟ ରେ ସେ ବବି ଙ୍କ ବିଷୟ ରେ ନା ତାଙ୍କ ପୁଅ ଙ୍କ ବିଷୟ ରେ ଆଲୋଚନା କରୁଛନ୍ତି I ତେବେ ବେବୀଦେବଲ ନିଜ ପୁଅ ସହ ଏହି ଫୋଟୋ ଫାଦର୍ସ ଡେ ରେ ମଧ୍ୟ ଅପଡେଟ ଦେଇଥିଲେ I ତେବେ ଦର୍ଶକେ ଏହି ଫୋଟୋ କୁ ବେଶ ପସନ୍ଦ କରିଛନ୍ତି I ବର୍ତମାନ ବବି ଙ୍କ ର ପୁଅ ଆର୍ଯ୍ୟମାନ ପ୍ରାୟ 18 ବର୍ଷ ବୟସ ର ହେଇଯାଇଛନ୍ତି I ବିଗତ 50 ତମ ଜନ୍ମ ଦିନ ରେ ବବି ନିଜ ପୁଅ ଆର୍ଯ୍ୟମାନ ସହ ମଧ୍ୟ ଏକ ଫୋଟୋ ସେୟାର କରିଥିଲେ I
2019 ମସିହା ରେ ବବି ଦେୱଲ ଙ୍କ ପାଁଇ ଏକ ଭଲ ସମୟ ରହିଥିଲା I କାରଣ ଦୀର୍ଘ ଦିନ ପରେ ବବି ଦେୱଲ 2019 ରେ ଫିଲ୍ମ ହାଉସଫୁଲ 4 ରେ ନଜର ଆସିଥିଲେ I ଏହି ଫିଲ୍ମ ବକ୍ସ ଅଫିସ ରେ 200 କୋଟି ର ରୋଜଗାର କରିପାରିଛି I ଏହି ଫିଲ୍ମ ରେ ବବି ଦେୱଲ ଙ୍କ ସହ ଅକ୍ଷୟ କୁମାର ମୁକ୍ଷ୍ୟ ଭୂମିକା ରେ ରହିଥିଲେ I ଅକ୍ଷୟ ଙ୍କ ର ପତ୍ନୀ ଟ୍ୱିଙ୍କିଲ ମଧ୍ୟ ଫିଲ୍ମ ବର୍ଷତ ରୁ ବଲିଉଡ ରେ ଡେବ୍ୟୁ କରିଥିଲେ I ବବି ଙ୍କ ର ଜନ୍ମ ଦିନ ରେ ଟ୍ୱିଙ୍କିଲ ଅନେକ ଅନେକ ସୁଭେତ୍ସା ଓ ଅଭିନନ୍ଦନ ଜଣାଇଥିଲେ I
ଧର୍ମେନ୍ଦ୍ରଙ୍କ ଠାରୁ ବି ଅଧିକ ହ୍ୟାଣ୍ଡସମ ସୁନ୍ଦର ଦେଖିବାକୁ ବବି ଦେୱଲ ଙ୍କର ପୁଅ ଆର୍ଯ୍ୟମନ, ଫୋଟୋ ଦେଖିବା ମାତ୍ରେ ଫ୍ୟାନ ହେଇଗଲେ ସମସ୍ତେ
