ପିଲାଦିନର ସାଙ୍ଗଙ୍କୁ ଭେଟିଲେ ଧୋନି, ରାଞ୍ଚି ଆସିକି ନିଜ ସାଙ୍ଗ ସହ କରିଲେ କିଛି ଏପରି

ଭାରତୀୟ ଲୋକେ କ୍ରିକେଟ ଖେଳ କୁ ହିଁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି I ପ୍ରତୋକ କିଛି ବର୍ଷ ରେ ନୂଆ ନୂଆ ଖେଳାଳି ଦଳ କୁ ଏଣ୍ଟ୍ରି କରିଥାନ୍ତି I କିଛି ଏହିପରି ଖେଳାଳି ଙ୍କ ର ନାମ ମଧ୍ୟ ବେଶ ଲୋକପ୍ରିୟ ରହିଛି I ଏହି କ୍ରିକେଟର ଙ୍କ ମଧ୍ୟ ରେ ମହେନ୍ଦ୍ର ସିଂ ଧୋନି ଜଣେ ସଫଳ କ୍ରିକେଟର ରୂପେ ପରିଚିତ ହେଇଛନ୍ତି I ଭାରତ ରେ ଓ ଭାରତ ବାହାରେ ମଧ୍ୟ ଧୋନି ଙ୍କ ର ଲୋକପ୍ରିୟତା ବେଶ ଅଧିକ ରହିଛି I ଧୋନି ଙ୍କ ର ପ୍ରୟାସ ରେ ହିଁ ଭାରତୀୟ କ୍ରିକେଟ 2011 ର ବିଶ୍ୱକପ ନିଜ ନାମ ରେ କରିପାରିଥିଲା I

ଧୋନି ଜଣେ ସାଧାରଣ ପରିବାର ର ଅଟନ୍ତି I ଏତେ ଟଙ୍କା ଓ ଲୋକପ୍ରିୟତା ମିଳିବା ପରେ ମଧ୍ୟ ତାଙ୍କ ର କୌଣସି ଗର୍ବ ଅହଂକାର ନାହିଁ I ଧୋନି ଙ୍କ ର ଶାନ୍ତ ବ୍ୟକ୍ତିତ୍ୱ କୁ ନେଇ ମଧ୍ୟ ସେ ବେଶ ପରିଚିତ ଅଟନ୍ତି I ଧୋନି ଯାହା ଙ୍କୁ ଥରେ ପସନ୍ଦ କରିଥାନ୍ତି ତାଙ୍କୁ ଭୁଲିପାରନ୍ତି ନାହିଁ I ବିଗତ ଦିନ ରେ ଏହିପରି କିଛି ଦେଖିବାକୁ ମିଳିଛି ଧୋନି ଙ୍କ କ୍ଷେତ୍ର ରେ I ସେ ନିଜ ର ପିଲାଦିନ ର ସାଙ୍ଗ ଙ୍କୁ ସାକ୍ଷ୍ୟାତ କରିଥିଲେ I

ବର୍ତମାନ ଇଣ୍ଟେର୍ନେଟ ରେ କିଛି ଫୋଟୋ ବେଶ ଭାଇରଲ ହେଇଚି I ଏହି ଫୋଟୋ ରେ ଧୋନି ନିଜ ସାଙ୍ଗ ଙ୍କ ସହ ମସ୍ତି କରୁଥିବା ର ଦେଖିବାକୁ ମିଳିଛି I ବିଗତ ଶନିବାର ରେ ଧୋନି ରାଞ୍ଚି ରେ ଥିଲେ I ଏଠାରେ ସେ ନିଜ ର ପିଲାଦିନ ର ସାଙ୍ଗ ସୀମାନ୍ତ ଲୋହାନୀ ଙ୍କ ର ଜନ୍ମଦିନ ପାଳନ କରୁଥିଲେ I

ଏହି ଜନ୍ମ ଦିନ ର ପାର୍ଟି ରେ ଧୋନି ନିଜ ର ଅନେକ ପୁରୁଣା ବନ୍ଧୁ ଙ୍କୁ ସାକ୍ଷ୍ୟାତ କରିଥିଲେ I ଏଠାରେ ସେ ନିଜ ସାଙ୍ଗ ଙ୍କ ସହ ଖୁବ ମସ୍ତି କରିଥିଲେ I ଏଠାରେ ଫୋଟୋ ରେ ଆପଣ ଦେଖିପାରୁଥିବେ ତାଙ୍କ ର ସାଥି ସାଙ୍ଗ ମାନେ ତାଙ୍କୁ କେକ ଲଗାଉଛନ୍ତି I

ଏହି ଫୋଟୋ ସୋସିଆଲ ମିଡ଼ିଆ ରେ ମଧ୍ୟ ବେଶ ଭାଇରଲ ହେଇଚି I କାରଣ ଧୋନି ଏତେ ଫେମସ ହେଇ ମଧ୍ୟ ନିଜ ପିଲାଦିନ ର କିଛି ଗରିବ ଶ୍ରେଣୀ ର ସାଙ୍ଗ ଙ୍କୁ ଭୁଲି ନାହାନ୍ତି I ଏହା ହିଁ ତ ପ୍ରକୃତ ମଣିଷପଣିଆ ଓ ପ୍ରକୃତ ବନ୍ଧୁତ୍ୱ I