ଧୋନୀ କହିଲେ କେବଳ ଏହି ୩ ଜଣ ଖେଳାଳି ଙ୍କର ଭରସାରେ ଚାଲିଛି ଭାରତୀୟ ଦଳ, ଯଦି କେହି ଜଣେ ନ ଚାଲିଲେ ତ ଭାରତ ହାରିବା ସୁନିଶ୍ଚିତ !

ଯେପରି କି ଆପଣ ଜାଣିଥିବେ ଟିମ ଇଣ୍ଡିଆ ନ୍ୟୁଜଲାଣ୍ଡ ଗସ୍ତରେ ଥିଲା I ଏବଂ ଭାରତୀୟ ଦଳ ଦ୍ୱିତୀୟ ଟେଷ୍ଟ ମ୍ୟାଚ ବି ହାରି ସାରିଛି Iଭାରତୀୟ ଦଳ ଏହି ଟେଷ୍ଟ ସିରିଜରେ ଅତ୍ୟନ୍ତ ଲଜ୍ୟାକର ପରାଜୟ ହାସଲ କରିଛି | କୌଣସି ବ୍ୟାଟ୍ସମ୍ୟାନ ଭଲ ଖେଳ ପଦର୍ଶନ କରିପାରି ନାହାଁନ୍ତି |

ଟେଷ୍ଟ ସିରିଜରେ ଭାରତୀୟ ଦଳ ଅତ୍ୟନ୍ତ ଶୋଚନୀୟ ପରାଜୟ ହାସଲ କରିଛି | ଭାରତୀୟ ଦଳର କୌଣସି ବ୍ୟାଟ୍ସମ୍ୟାନ ନ୍ୟୁଜିଲାଣ୍ଡ ବିପକ୍ଷରେ ଠିଆ ବି ହୋଇ ପରି ନଥିଲେ | ଟି-20 ସିରିଜରେ ରୋହିତ ଓ ରାହୁଲ ଙ୍କର ବ୍ୟାଟରୁ ରନର ବର୍ଷା ହୋଇଥିଲା | ଯଦି ଟିମ ଇଣ୍ଡିଆର ଏହି ତିନିଜଣ ଧୂଆଁ ଦାର ଖେଳାଳି ଆଜି ଦଳରେ ଥାନ୍ତେ ତେବେ ଆଜି ପରିଣାମ ଆଉ କିଛି ହେଇ ଥାନ୍ତା |

ଟିମ ଇଣ୍ଡିଆ ର ମୁକ୍ଷ୍ୟ ସମସ୍ୟା ଏହା କି ଓପନିଂ ରେ ନା ରୋହିତ ଓ ଲୋକେଶ ରାହୁଲ ଅଛନ୍ତି ନା ମିଡିଲ ଅର୍ଡରରେ ହାର୍ଦିକ ଅଛନ୍ତି | ଏହି ତିନି ଖେଳାଳି ଙ୍କ ବିନା ସେ ଟିମ ଇଣ୍ଡିଆ ଫିକା ପଡିଯାଉଛି |

ଜାଣିରଖନ୍ତୁ କି ଟି 20 ସିରିଜ ରେ ରୋହିତ ଓ ରାହୁଲ ଙ୍କ ଉପସ୍ତିତି ରେ ଟିମ ଇଣ୍ଡିଆ ବେଶ ସୁନ୍ଦର ବିଜୟ ହାସିଲ କରିଛି I ତୃତୀୟ ୱାନଡେ ରେ ରାହୁଲ 112 ରନ କରି ବେଶ ସୁନ୍ଦର ଖେଳ ପ୍ରଦର୍ଶନ କରିଛନ୍ତି I