ଭାରତର ପ୍ରଥମ ଡେ-ନାଇଟ ଟେଷ୍ଟ ମ୍ୟାଚରେ ଦଳକୁ ଫେରିବେ ଧୋନି, କିନ୍ତୁ ଏଥର କରିବେ କିଛି ନୁଆ କାମ

ଭାରତୀୟ କ୍ରିକେଟ ଟିମ ଏହି ମାସ ରେ ବାଂଲାଦେଶ ବିପକ୍ଷ ରେ କଲିକତା ର ଇଡେନ ଗାର୍ଡେନ ରେ ନିଜ ର ପ୍ରଥମ ଟେଷ୍ଟ ମ୍ୟାଚ ଖେଲବାକୁ ଯାଉଛି I ଏହି ମ୍ୟାଚ ରେ ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି କାମେଟ୍ରି କରିବା ର ଦେଖିବାକୁ ମିଳିବେ I ଭାରତ ବାଂଲାଦେଶ ବିପକ୍ଷ ରେ 22 ରୁ 26 ନଭେମ୍ବର ମଧ୍ୟ ରେ ଏହି ଟେଷ୍ଟ ମ୍ୟାଚ ଖେଳିବ I

ମ୍ୟାଚ ର ପ୍ରସାରଣ ଷ୍ଟାର ସ୍ପୋର୍ଟ୍ସ ରେ କରାଯିବ I ବିସିସିଆଇ ର ଅଦକ୍ଷ ସୌରଭ ଗାଙ୍ଗୁଲି ଙ୍କ ଡେ ନାଇଟ ଟେଷ୍ଟ ମ୍ୟାଚ ର ଆବେଦନ କରିଥିଲେ I ଏବଂ ଭାରତ ର ସବୁ ଟେଷ୍ଟ ମ୍ୟାଚ ର ପୂର୍ବ କ୍ୟାପଟେନ ଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି I

ଟେଷ୍ଟ ମ୍ୟାଚ ପୂର୍ବ ଓ ଦ୍ୱିତୀୟ ଦିନ ରେ ଭାରତ ର ସମସ୍ତ ପୂର୍ବ ଟେଷ୍ଟ କ୍ୟାପଟେନ ଙ୍କୁ ଆମନ୍ତ୍ରିତ କରାଯିବ I ଏଠାରେ ସବୁ ଟିମ ର କ୍ୟାପଟେନ ମୈଦାନ ରେ ରାଷ୍ଟ୍ରଗାନ ସମୟ ରେ ଉପସ୍ଥିତ ରହିବେ I

ଏବଂ ପୁରା ମ୍ୟାଚ ଜଣେ ପରେ ଜଣେ କ୍ୟାପଟେନ କମେଟ୍ରି ମଧ୍ୟ କରିବେ I ଏହି ଟେଷ୍ଟ ମ୍ୟାଚ ଟି ଏକ ଐତିହାସିକ ମ୍ୟାଚ ଏବଂ ଏହି ମ୍ୟାଚ ରେ ଧୋନି ଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି I

Share Your Comments Below