ଧୋନିଙ୍କ ପାଁଇ ଗାଙ୍ଗୁଲି ଙ୍କ ସହ ଝଗଡା କରିଦେଲେ ରୋହିତ ଶର୍ମା, କହିଲେ ଯଦି

ମହେନ୍ଦ୍ର ସିଂ ଧୋନି ଙ୍କ ର ଘର ରାଞ୍ଚି ଏବଂ ସେ ଭାରତୀୟ କ୍ରିକେଟ ଟିମ ର ଜଣେ ବରିଷ୍ଠ କ୍ରିକେଟର ମଧ୍ୟ ଅଟନ୍ତି I ସେ ପଦ୍ମ ଭୂଷଣ , ପଦ୍ମ ଶ୍ରୀ ଓ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ମଧ୍ୟ ହାସିଲ କରିଛନ୍ତି I ସେ ଭାରତୀୟ କ୍ରିକେଟ ଟିମ ର ପୂର୍ବ କ୍ୟାପଟେନ ମଧ୍ୟ ଅଟନ୍ତି I ଧୋନି କ୍ୟାପଟେନ ଥିବା ସମୟ ରେ 2007 ରେ ଆଇସିସି ବିଶ୍ୱ କପ ରେ ଭାରତୀୟ ଟିମ ବିଜୟ ହାସିଲ କରିଥିଲା ସେହିପରି 2011 ର ବିଶ୍ୱକପ , 2013 ର ଗାଭାସ୍କର ଟ୍ରଫି ଆଦି ରେ ମଧ୍ୟ ଧୋନି ଙ୍କ ନେତୃତ୍ୱ ରେ ଭାରତୀୟ ଟିମ ବିଜୟ ହାସିଲ କରିଥିଲା I 2 ସେପ୍ଟେମ୍ବର 2014 ରେ ଦୀର୍ଘ 24 ବର୍ଷ ପରେ ଇଂଲଣ୍ଡ ରେ ୱାନଡେ ସିରିଜ ରେ ଭାରତୀୟ ଟିମ ବିଜୟ ହାସିଲ କରିଥିଲା I

ବାଂଲାଦେଶ ବିପକ୍ଷ ରେ ଟି 20 ସିରିଜ ରେ ମଧ୍ୟ ଧୋନି ଙ୍କୁ ଚୟନ ହେଇ ନ ଥିଲା ଏହା ଚର୍ଚା ର ବିଷୟ ରହିଥିଲା I ବିଶ୍ୱକପ ପରେ ଧୋନି ଆଉ କୌଣସି ମଧ୍ୟ ମ୍ୟାଚ ରେ ସାମିଲ ହେଇନାହାନ୍ତି I

ବିସିସିଆଇ ର ଅଦକ୍ଷ ହେବା ପରେ ସୌରଭ ଗାଙ୍ଗୁଲି ଏକ ମିଟିଂ ଡାକିଥିଲେ I ଯେଉଁଥିରେ ବିରାଟ କୋହଲି . ରୋହିତ ଶର୍ମା ଆଦି ଯୋଗ ଦେଇଥିଲେ I ଏଥିରେ ଚୟନ କର୍ତା ଏମ କେ ପ୍ରସାଦ ମଧ୍ୟ ସାମିଲ ଥିଲେ I ଏବଂ ଏମକେ ପ୍ରସାଦ ଙ୍କ କହିବା ଅନୁସାରେ ସେ ଧୋନି ଙ୍କ ଠାରୁ ଅଧିକ ଗୁରୁତ୍ୱ ଋଷୁବ ପଂଥ ଙ୍କୁ ଦେଉଛନ୍ତି I କିଛି ଲୋକଙ୍କ କହିବା ଅନୁସାରେ ଧୋନି ଙ୍କ ର କ୍ରିକେଟ କ୍ୟାରିୟର ରେ ବିରାମ ଲାଗି ସାରିଛି I କିନ୍ତୁ ରୋହିତ ଶର୍ମା ଏଠାରେ କହିଥିଲେ ଟିମ ଧୋନି ଙ୍କ ର ପରି ଅଭିଜ୍ଞ ସମ୍ପର୍ଣ ଖେଳାଳି ଙ୍କୁ ଟିମ ରେ ସାମିଲ ନ କରି ବଡ଼ ଭୁଲ କରୁଛି I