ବିଶ୍ୱକପ ପରେ ମହେନ୍ଦ୍ର ସିଂ ଧୋନି ଙ୍କ ର କ୍ରିକେଟ ରୁ ସନ୍ୟାସ ନେବାକୁ ନେଇ ଚର୍ଚା ବେଶ ଜୋର ଧରିଛି I ମହେନ୍ଦ୍ର ସିଂ ଧୋନି ଟେଷ୍ଟ କ୍ୟାରିୟର ରୁ ବହୁତ ପୂର୍ବ ରୁ ହିଁ ସନ୍ୟାସ ନେଇଯାଇଛନ୍ତି I ତେଣୁ ବାକି ରହିଛି ୱାନଡେ ଓ ଟି 20 ମ୍ୟାଚ I ଏହି ପୁରା ମାମଲା ରେ ରବି ଶାସ୍ତ୍ରୀ ଙ୍କ ର ଏକ ବଡ଼ ବୟାନ ଆସିଛି I
ମହେନ୍ଦ୍ର ସିଂ ଧୋନି ବିଶ୍ୱକପ ପରେ କ୍ରିକେଟ ମୈଦାନ କୁ ଆଉ ଫେରି ନାହାନ୍ତି I ଏପରି ମାମଲା ରେ ଧୋନି ଙ୍କ ର ସନ୍ୟାସ ନେବାକୁ ନେଇ ବଡ଼ ଚର୍ଚା ଜୋର ଧରିଛି I ବର୍ତମାନ ଆଗାମୀ ସମୟ ରେ ଧୋନି ମୈଦାନ କୁ ଓଲ୍ହାଇବେ କି ନାହିଁ ଏହା କୁ ନେଇ ରବି ଶାସ୍ତ୍ରୀ ଙ୍କ ର ବୟାନ ନଜର କୁ ଆସିଛି I
ରବି ଶାସ୍ତ୍ରୀ ଙ୍କ ର ବଡ଼ ବୟାନ
ମହେନ୍ଦ୍ର ସିଂ ଧୋନି ଙ୍କ ର ସନ୍ୟାସ ନେବାକୁ ନେଇ ରବି ଶାସ୍ତ୍ରୀ କହିଛନ୍ତି I IPL ରେ ସୁନ୍ଦର ଖେଳ ପ୍ରଦର୍ଶନ କୁ ନେଇ ଧୋନି ଚର୍ଚା ରେ ରହିଥାନ୍ତି I ତେଣୁ ବର୍ତମାନ ୱାନଡେ ରୁ ସନ୍ୟାସ ନେବାକୁ ଘୋଷଣା ଆଗାମୀ ସମୟ ରେ ଧୋନି କରିପାରନ୍ତି I ତେବେ ଧୋନି ସର୍ବଦା ନିଜ ର ଖେଳ ପ୍ରଦର୍ଶନ କୁ ବିଶେଷ ଧ୍ୟାନ ଦେଇଥାନ୍ତି I
ୱାନଡେ ଖେଳିବେ ନାହିଁ ?
ରବି ଶାସ୍ତ୍ରୀ ଏହି ବାବଦ ରେ କିଛି ସମ୍ପୂର୍ଣ ସ୍ପଷ୍ଟୀକରଣ ଦେଇ ନାହାନ୍ତି I ତେବେ ଏପରି ଲାଗୁଚି କି ଧୋନି ୱାନଡେ ରେ ଆଉ ଫେରିବେ ନାହିଁ I ତେଣୁ ବିକଳ୍ପ ରହିଛି ଟି 20 ମ୍ୟାଚ I ତେବେ ଆଗାମୀ ସମୟ ରେ ଧୋନି IPL ମ୍ୟାଚ ରେ ଭଲ ଖେଳ ପ୍ରଦର୍ଶନ କରି ଦେଖାଇବା କୁ ହେବ I ତେବେ ଏହି ଖବର ନେଇ ଧୋନି ବେଶ ଚର୍ଚା ରେ ରହିଛନ୍ତି I
ମହାନ କ୍ରିକେଟର ଧୋନି
ଦୀର୍ଘ ଦିନ ହେବ ଧୋନି ମୈଦାନ କୁ ଆସି ନାହାନ୍ତି କିନ୍ତୁ ତାଙ୍କ ର କରିଥିବା ରେକର୍ଡ କୁ ନେଇ ସେ ବେଶ ଚର୍ଚା ରେ ରହିଚାହଁନ୍ତି I ଧୋନି ଜଣେ ଏପରି କ୍ୟାପଟେନ ଯିଏ କି ଇଣ୍ଡିଆ ଟିମ ର ସବୁ ଫର୍ମଟ ରେ ବେଶ ଭଲ ଖେଳ ପ୍ରଦର୍ଶନ କରିଥାନ୍ତି I ତେଣୁ ଦର୍ଶକେ ସର୍ବଦା ଧୋନି ଙ୍କ ର ଖେଳ କୁ ହିଁ ପସନ୍ଦ କରିଥାନ୍ତି I