ଦୀପକ ଚାହାର ଙ୍କର ହ୍ୟାଟ୍ରିକ ପରେ ଏହି ଯୁବତୀ ଦେଲେ ତାଙ୍କୁ ପ୍ରେମର ସନ୍ଦେଶ; ଜାଣିଲେ ଖୁସି ହୋଇଯିବେ ଆପଣ

ଭାରତ ର ଦ୍ରୁତ ବୋଲର ଦୀପକ ଚାହାର ଙ୍କ ର ଭଉଣୀ ମାଲତି ଚାହାର ନିଜ ଭାଇ ଙ୍କ ପାଁଇ ଏକ ବଡ଼ ସନ୍ଦେହ ପୋଷ୍ଟ କରିଛନ୍ତି I ଦୀପକ ଚାହାର କେବଳ 7 ରନ ଦେଇ 6 ଗୋଟି ଵିକେଟ ନେଇଛନ୍ତି I ଭାରତ କୁ 30 ରନ ରେ ଜିତାଇଥିଲେ I ଏବଂ ଭାରତୀୟ ଟିମ କୁ 2-1 ରେ ଜିତାଇପାରିଥିଲେ I

ଭାରତୀୟ ଟିମ 174 ର ସ୍କୋର କରିବା ରେ ମଧ୍ୟ ଦୀପକ ଚାହାର ଙ୍କ ର ବିଶେଷ ଭୂମିକା ରହିଛି I ଏବଂ ଦୀପକ ଚାହାର ଏହି ମ୍ୟାଚ ରେ ପ୍ରଥମ ଓଭର ରେ ହିଁ ଲିଟାନ ଦାସ ଓ ସୌମ୍ୟ ସରକାର ଙ୍କୁ ଆଉଟ କରିଥିଲେ I ଏହା ପରେ କ୍ୟାପଟେନ ରୋହିତ ଶର୍ମା ମ୍ୟାଚ ଶେଷ ପର୍ଯ୍ୟନ୍ତ ଦୀପକ ଚାହାର ଙ୍କୁ ବୋଲିଂ କରିବାକୁ ଅନୁମତି ଦେଇଥିଲେ I

ସେହି ସମୟ ରେ ମୋହମ୍ମଦ ନଇମ ଓ ମୋହମ୍ମଦ ମିଥୁନ 98 ରନ କରିଥିଲେ ଓ ବାଂଲାଦେଶ କୁ ଜିତାଇଥିଲେ I କିନ୍ତୁ ଦୀପକ ଚାହାର ଆସିବା ମାତ୍ରେ ମିଥୁନ ଙ୍କୁ ଆଉଟ କରିଥିଲେ I ଶିବମ ଦୁବେ ଏହା ପରେ ମୁସାଫିକୁର ରହିମ , ନାଇଁ ଓ ଅଫିସ ହୁସେନ ଙ୍କୁ ଆଉଟ କରିଥିଲେ I

ଏହା ପରେ ଦୀପକ ଚାହାର ତାଙ୍କ ର ତିନି ଗୋଟି ଵିକେଟ ନେଇଥିଲେ ଓ ଭାରତୀୟ ଟିମ କୁ ବିଜେତା କରିଥିଲେ I ସେ 20 ଓଭର ର ପ୍ରଥମ ଦୁଇଟି ବଲ ରେ ମୁସ୍ତାଫାଇଜୁର ରହମାନ ଓ ଅମିନୂଲ ଇସ୍ଲାମ ଙ୍କୁ ଆଉଟ କରିଥିଲେ I ଏହା ପୂର୍ବ ରୁ 18 ଓଭର ର ଅନ୍ତିମ ବଲ ରେ ସଫିଉଲ ଇସ୍ଲାମ ଆଉଟ ହେଇଥିଲେ I

ମ୍ୟାଚ ଶେଷ ହେବାର କିଛି ସମୟ ପୂର୍ବ ରୁ ଦୀପକ ଚାହାର ଙ୍କ ର ଭଉଣୀ ମାଳତୀ ନିଜ ର ଇନ୍ଷ୍ଟଗ୍ରାମ ରେ ଏକ ଭାଇ ପାଁଇ ଭଲ ସନ୍ଦେଶ ଦେଇଥିଲେ I ମାଳତୀ ଲେଖିଥିଲେ ଟି 20 ସବୁଠାରୁ ଭଲ ରେକର୍ଡ 3.2-0-7-6 ଓ ହ୍ୟାଟ୍ରିକ କରିବା ପାଁଇ ମୁ ମୋ ଭାଇ ଉପରେ ବେଶ ଗର୍ବିତ ଅଟେ I