୬ ଡିସେମ୍ବରରୁ ଜିଓ ତାର ସବୁ ପ୍ଲାନ କରୁଛି ପରିବର୍ତ୍ତନ, ଏବେ ଆପଣଙ୍କୁ ୮୪ଦିନ ପାଇଁ ଦେବାକୁ ପଡିବ ଏତେ ଟଙ୍କା, ଦେଖନ୍ତୁ ନୁଆ ପ୍ଲାନ ଗୁଡ଼ିକ

ଜୁନ 2010 ରେ ରିଲାଏନ୍ସ ଇଣ୍ଡଷ୍ଟ୍ରି 4800 କୋଟି ରେ ଇନ୍ଫୋଟେଲ ବ୍ରାଣ୍ଡେଡ ସର୍ଭିସେଜ ଲିମିଟେଡ଼ ରେ 96% ର ଭାଗିଦାରୀ କିଣିଥିଲେ I ଏବଂ IBSL 4ଜି ନିଲାମୀ ରେ ଏକ ବର୍ଷ ପୂର୍ବ ରୁ ହିଁ ଭାରତ ରେ 22 ଗୋଟି ଜୋନ ରେ ବ୍ରାଣ୍ଡେଡ ସ୍ପିକଟରାମ ରଖିବା ରେ ଏକମାତ୍ର ବ୍ରାଂଡ଼ ଅଟେ I 2013 ରେ ଇନ୍ଫୋଟେଲ ବ୍ରାଣ୍ଡେଡ ସର୍ଭିସେଜ ଲିମିଟେଡ଼ କୁ ରିଲାଏନ୍ସ ଜିଓ ନାମ କାରଣ କରାଯାଇଥିଲା I

ଭାରତୀୟ ଟେଲିକମ ଜଗତ ରେ ବର୍ତମାନ ଜିଓ ର ଶସ୍ତା ଓ ସୁବିଧା ପ୍ଲାନ କୁ ନେଇ ଅନ୍ୟ ଟେଲିକମ କମ୍ପାନୀ ସବୁ ଦେବାଳିଆ ହେଇଯାଇଛନ୍ତି I ଏବଂ ରିଲାଏନ୍ସ ଜିଓ ବର୍ତମାନ ନିଜ ର ଟେରୀଫ ରେଟ ବୃଦ୍ଧି କରୁଛି I ଜିଓ କମ୍ପାନୀ 6 ଡିସେମ୍ବର ରୁ ନିଜ ର ପ୍ଲାନ ରେ ପରିବର୍ତନ ଆଣୁଚି I ଏବଂ ଜିଓ 84 ଦିନ ର ଏହି ପ୍ଲାନ ରେ ପରିବର୍ତନ କରିବ I

ଜିଓ ର ଘୋଷଣା ଅନୁସାରେ ହିଁ ସେ ନିଜ ପ୍ଲାନ ରେ 40 ପ୍ରତିସଦ ବୃଦ୍ଧି କରିଛି I ଏବଂ ଏହି ପ୍ଲାନ ରେ ଗ୍ରାହକ ଙ୍କୁ 6 ଡିସେମ୍ବର ରୁ 40 ପ୍ରତିସଦ ଅଧିକ ଟଙ୍କା ଦେବାକୁ ହେବ I

ଏପରି ମିଳିବ 84 ଦିନ ର ପ୍ଲାନ
ଜିଓ 84 ଦିନ ର ଏହି ପ୍ଲାନ ର ମୂଲ୍ୟ କୁ 399 ଟଙ୍କା ବର୍ତମାନ ସମୟ ରେ ରଖିଛି I ଏବଂ ଅନଲିମିଟେଡ଼ ଜିଓ ରୁ ଜିଓ କୁ କଲ ସୁବିଧା ମଧ୍ୟ ରଖିଛି I ଏଥିରେ ପ୍ରତୋକ ଦିନ 1.5 ଜିବି ର ଡାଟା ପ୍ଲାନ ମଧ୍ୟ ବ୍ୟବହାର କରିବା କୁ ସୁବିଧା ରହିଛି I ଏବଂ ନେଟ ଶେଷ ହେଇଗଲେ 64 KBPS ସ୍ପିଡ଼ ର ଇଣ୍ଟେର୍ନେଟ ମଧ୍ୟ ପାଇପାରିବେ I ପ୍ରତୋକ ଦିନ 100 SMS ସୁବିଧା ମିଳିବ I 6 ଡିସେମ୍ବର ରୁ ଜିଓ ନିଜ ର ଏହି ପ୍ଲାନ ରେ 40 ପ୍ରତିସଦ ବୃଦ୍ଧି କରିବାକୁ ଯାଉଛି I ଏବଂ ଗ୍ରାହକ ଙ୍କୁ ଏହି ପ୍ଲାନ ପାଁଇ 566 ଟଙ୍କା ଦେବାକୁ ହେବ I କିନ୍ତୁ ଜିଓ ତରଫରୁ ଏହି ବାବଦ ରେ ଅଧିକ ସ୍ପଷ୍ଟୀକରଣ ମିଳିପାରି ନାହିଁ I

Share Your Comments Below