୫ ଡିସେମ୍ବରରୁ ଏହି ୪ଟି ଗ୍ରହ ବଦଳୁଛନ୍ତି ନିଜ ଚାଲ, ଜାଣନ୍ତୁ ଆପଣଙ୍କ ଉପରେ କଣ ପଡିବ ପ୍ରଭାବ !

ଡିସେମ୍ବର ମାସ ଆରମ୍ଭ ହେବାକୁ ଯାଉଛି I 5 ଡିସେମ୍ବର ରେ 4 ଗୋଟି ରାଶି ମଧ୍ୟ ରେ ଗ୍ରହ ଙ୍କ ର ଅନେକ ଶୁଭ ପ୍ରଭାବ ପଡିବ କୁ ଯାଉଛି I ଏବଂ ଏହି ରାଶି ର ଲୋକେ ଆଗାମୀ ସମୟ ରେ ଶୁଭ ଫଳ ପ୍ରାପ୍ତି କରିବେ I

କେଉଁ ଗ୍ରହ କେଉଁ ରାଶି ରେ ପ୍ରବେଶ କରିବେ I
ବୃଦ୍ଧ ଗ୍ରହ
ବୃଦ୍ଧ ଗ୍ରହ ଖରାପ ଦିଗ ରେ ଥିଲେ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇଥାଏ I ଏବଂ ସର୍ବଦା ଆପଣ ସମସ୍ୟା ରେ ରହିଥାନ୍ତି I ଏହି ଗ୍ରହ 5 ଡିସେମ୍ବର 2019 ରେ ତୁଳା ରାଶି ରେ ପ୍ରବେଶ କରିବା କୁ ଯାଉଛି I ବୃଦ୍ଧ ଗ୍ରହ ଙ୍କ ର ସ୍ଥାନ ପରିବର୍ତନ ଦ୍ୱାରା ବିଛା ରାଶି ଉପରେ ଶୁଭ ଫଳ ପ୍ରାପ୍ତି ହେବ I

କେଉଁପରି ରହିବ କର୍ମସ୍ଥାନ
ବୃଦ୍ଧ ଗ୍ରହ ଙ୍କ ର ଅତି ପ୍ରିୟ ରଙ୍ଗ ହେଉଛି ସବୁଜ ରଙ୍ଗ I ତେଣୁ ଗରିବ ଲୋକ ଙ୍କୁ କୌଣସି ସବୁଜ ରଙ୍ଗ ର ଜିନିଷ ଅର୍ପଣ କରନ୍ତୁ I

ଶୁକ୍ର ଗ୍ରହ
ଶୁକ୍ର ଗ୍ରହ ଙ୍କୁ ସର୍ବଦା ସୌନ୍ଦର୍ଯ୍ୟ ସହ ଯୋଡି ଦେଖାଯାଇଥାଏ I ଏବଂ ଏହି ଶୁକ୍ର ଗ୍ରହ ଙ୍କ ପ୍ରଭାବ ରେ ଆପଣ ଙ୍କ ର ସୁନ୍ଦରତା କୁ ନେଇ ଆପଣ ଲୋକପ୍ରିୟ ହେଇପାରିବେ I 15 ଡିସେମ୍ବର କୁ ଶୁକ୍ର ଗ୍ରହ ଧନୁ ରାଶି ରେ ପ୍ରବେଶ କରିବେ I ରବିବାର 18.12 ଘଟିକା ରେ ଶୁକ୍ର ଗ୍ରହ ପ୍ରବେଶ କରିବେ I

କେଉଁପରି ଶୁକ୍ର ଗ୍ରହ ପ୍ରବେଶ କରିବେ
ଶୁକ୍ର ଗ୍ରହ ଙ୍କ ର ଅତି ପ୍ରିୟ ରଙ୍ଗ ହେଉଛି ଧଳା ରଙ୍ଗ I ତେଣୁ ମକର ରାଶି ରେ ଶୁକ୍ର ଗ୍ରହ ପ୍ରବେଶ କରିବେ I ଏପରି ସମୟ ରେ ଆପଣ ଧଳା ରଙ୍ଗ ର ବସ୍ତ୍ର ପରିଧାନ କରନ୍ତୁ I ଆପଣ ଶୁଭ ଫଳ ପ୍ରାପ୍ତି କରିବେ I

ସୂର୍ଯ୍ୟ ଗ୍ରହ
16 ଡିସେମ୍ବର କୁ ସୂର୍ଯ୍ୟ ଗ୍ରହ ବିଛା ରାଶି ରୁ ବାହାରି ଧନୁ ରାଶି ରେ ପ୍ରବେଶ କରିବେ I ସୂର୍ଯ୍ୟ ଗ୍ରହ ଙ୍କୁ ଉର୍ଜା ର ପ୍ରତୀକ କୁହାଯାଇଥାଏ I ଏବଂ ଏହି ଗ୍ରହ ଙ୍କ ପ୍ରଭାବ ରେ ଆପଣ ସୁସ୍ଥ ରହିଥାନ୍ତି I ଏବଂ ସୂର୍ଯ୍ୟ ଗ୍ରହ କୁଣ୍ଡଳୀ ରେ ଖରାପ ସ୍ଥାନ ରେ ଥିଲେ ଆପଣ ଙ୍କ ର ସ୍ଵାସ୍ତ୍ୟ ସମ୍ବନ୍ଧିତ ସମସ୍ୟା ଲାଗି ରହିଥାଏ I

କେଉଁପରି ସୂର୍ଯ୍ୟ ଙ୍କୁ କରିବେ ପ୍ରସନ୍ନ
ସୂର୍ଯ୍ୟ ଦେବ ଙ୍କୁ ରବିବାର ଦିନ ରେ ବିଶେଷ ପ୍ରାଧାନ୍ୟ ଦିଆ ଯାଇଥାଏ ଏବଂ ଏହି ଦିନ ରେ ସୂର୍ଯ୍ୟ ଦେବ ଙ୍କ ର ପୁରାଣ ପଢିବା ଜରୁରୀ ଅଟେ I

ମଙ୍ଗଳ ଗ୍ରହ
ମଙ୍ଗଳ ଗ୍ରହ କୁଣ୍ଡଳୀ ରେ ଅଶୁଭ ସ୍ଥାନ ରେ ରହିଲେ ସଫଳତା ମିଳି ନ ଥାଏ I ଏବଂ ରେ ଆଘାତ ଲାଗିଥାଏ I ଯଦି ଏହି ଗ୍ରହ କୁଣ୍ଡଳୀ ରେ ସଠିକ ସ୍ଥାନ ରେ ରହିଥାନ୍ତି ତ ଭାଗ୍ୟ ରେ ପରିବର୍ତନ ଆସିଥାଏ I ଏହି ଗ୍ରହ 25 ଡିସେମ୍ବର ରେ ତୁଳା ରାଶି ରୁ ବାହାରି ବିଛା ରାଶି ରେ ପ୍ରବେଶ କରିଥାନ୍ତି I

କେଉଁପରି କରିବେ ମଙ୍ଗଳ ଙ୍କୁ ପ୍ରସନ୍ନ
ମଙ୍ଗଳ ଗ୍ରହ ଙ୍କର ପ୍ରିୟ ରଙ୍ଗ ଲାଲ ରଙ୍ଗ ଅଟେ I ତେଣୁ ବିଛା ରାଶି ର ଲୋକେ ମଙ୍ଗଳବାର ଦିନ ରେ ଶିବଲିଙ୍ଗ ରେ ଲାଲ ରଙ୍ଗ ର ଫୁଲ ଅର୍ପଣ କରନ୍ତୁ I

Share Your Comments Below