ଦୁନିଆ ରେ ଏପରି ଅନେକ ଧନୀ ବ୍ୟକ୍ତି ଅଛନ୍ତି ଏବଂ ଆଉ କିଛି ଧନୀ ବ୍ୟକ୍ତି କେବଳ ଭାରତ ରେ ନୁହନ୍ତି ସାରା ଦେଶ ରେ ମଧ୍ୟ ବେଶ ପରିଚିତ ଅଟନ୍ତି I ଏପରି କିଛି ଧନୀ ବ୍ୟକ୍ତି ଖୁବ ସାଧାସିଧା ଜୀବନ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି I ତେବେ ଆଜି ଆମେ ଏହିପରି ଏକ ଘଟଣା ବିଷୟ ରେ ଆପଣ ଙ୍କୁ କହିବାକୁ ଯାଉଛୁ I ବିଲ ଗେଟସ ତାଙ୍କୁ କିଏ ଵା ନ ଜାଣିଚି , ତାଙ୍କ ପରି ଜଣେ ବ୍ୟକ୍ତି ବର୍ଗର ନେବାକୁ ଲାଇନ ରେ ଠିଆ ହେଇଥିଲେ ଯାହା କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ର ବିଷୟ ରହିଛି I
ତାଙ୍କୁ ଏପରି ଲାଇନ ରେ ଠିଆ ହେଇଥିବା ର ଦେଖି ଲୋକେ ମଧ୍ୟ ଆଶ୍ଚଯ୍ୟ କାରଣ ଏତେ ବଡ଼ କୋଟିପତି ବ୍ୟକ୍ତି ଯାହା ଙ୍କ ଇସାରା ରେ କୋଟି କୋଟି ଟଙ୍କା ରୋଜଗାର ହେଇଥାଏ ସେପରି ଲୋକେ ଏକ ବର୍ଗର କିଣିବାକୁ ଲାଇନ ରେ ଠିଆ ହେଇଛନ୍ତି I ଏହି ଫୋଟୋ ଟି ବିଲ ଗେଟସ ଲାଇନ ରେ ଠିଆ ହେଇଥିବା ସମୟ ର ଅଟେ I ଫୋଟୋ ଟି ଵାର୍ତାମାନ ସାରା ଦୁନିଆ ରେ ବେଶ ଭାଇରଲ ହେବା ରେ ଲାଗିଛି I ଆପଣ ତ ମାଇକ୍ରୋସଫ୍ଟ କମ୍ପାନୀ ବିଷୟ ରେ ଜାଣିଥିବେ , ଏହି କମ୍ପାନୀ ର ମାଲିକ ହେଉଛନ୍ତି ବିଲଗେଟସ I
ବିଲ ଗେଟସ ଙ୍କ ର ଏହି ଫୋଟୋ ତାଙ୍କ କମ୍ପାନୀ ର ପୂର୍ବ କାମଚାରୀ ମାଇକ ଗେଲସ ଫେସବୁକ ରେ ସେୟାର କରିଥିଲେ I ଏବଂ ଏପରି ଘଟଣା ବର୍ତମାନ ସାରା ଦୁନିଆ ରେ ଚର୍ଚା ର ବିଷୟ ରହିଛି I ସିଏଟେଲ ପାଖ ରେ ଏକ ଫାଷ୍ଟ ଫୁଡ ରେଷ୍ଟରାଣ୍ଟ ପାଖ ରେ ଏହି ଫୋଟୋ ଟି ଉଠାଯାଇଛି I ଫେସବୁକ ରେ 19 ହଜାର ରୁ ଅଧିକ ଲୋକେ ଏହି ଫୋଟୋ କୁ ଲାଇକ କରିଛନ୍ତି ଏବଂ 15000 ରୁ ଅଧିକ ଥର ସେୟାର କରାଯାଇଛି I
ଦୋକାନ ଆଗରେ ସାଧାରଣ ଲୋକଙ୍କ ସହ ଲାଇନରେ ଛିଡା ହେଲେ ବିଶ୍ୱର ସବୁଠୁ ଧନୀ ଲୋକ, ସମ୍ପୂର୍ଣ ଖବର ପଢିଲେ ଆପଣ ମଧ୍ୟ ସଲାମ କରିବେ
