ଦୋକାନୀକୁ କହିଲେ ତୋ ସ୍ତ୍ରୀ ଯେଉଁ ଛୁଆକୁ ଜନ୍ମ ଦେଇଛି ସେ ମୋ ଛୁଆ, ସ୍ୱାମୀ ଘରକୁ ଗଲେ ଆଉ ….

ଲିମବାୟତ ରେ ଜଣେ ଯୁବକ ଙ୍କ ଉପରେ ଏକ ଧାରୁଆ ହତିଆର ରେ ଆକ୍ରମଣ କରି ହତ୍ୟା କରିବା ର ଅଭିଯୋଗ ଆସିଛି I ତେବେ ଏହି ଦୁହିଁଙ୍କ ମଧ୍ୟରେ ଅନେକ ଦିନ ରୁ ବିବାଦ ଚାଲିଥିଲା, ଏହି ଦୁର୍ଘଟଣାର 8 ଦିନ ପୂର୍ବ ରୁ ମାରିବା ଲୋକ ଆରୋପି ଙ୍କ ର ଘର କୁ ଯାଇଥିଲେ ଓ କହିଥିଲେ ତୁମ ପତ୍ନୀ ଯେଉଁ ପିଲା କୁ ଜନ୍ମ ଦେଇଛି ତାର ପିତା ହେଉଛି ମୁ I ଏବଂ ଏହା ଉପରେ ମୋର ଅଧିକାର ରହିଛି ମୋତେ ଏହି ପିଲା କୁ ଦେଇଦିଅନ୍ତୁ I ତେବେ ଉକ୍ତ ଲିମବାୟତ ନାମକ ବ୍ୟକ୍ତି ଙ୍କ ର ସଞ୍ଜୟ ଙ୍କ ର ପତ୍ନୀ ଙ୍କ ସହ ଖରାପ ସମ୍ପର୍କ ଥିଲା I

ବିଗତ ଏକ ବର୍ଷ ହେବ ନିଲାମ ଙ୍କ ର ସ୍ୱାମୀ ଓ ନୀଲେଶ ଙ୍କ ମଧ୍ୟ ରେ ଏହି କଥା କୁ ନେଇ ବିବାଦ ଚାଲିଥିଲା I ଏବଂ ଘଟଣା ର 8 ଦିନ ପୂର୍ବ ରୁ ମୃତ ନୀଲେଶ ତାଙ୍କ ଘର କୁ ଯାଇଥିଲେ ଏବଂ ତାଙ୍କ ସହ ଖୁବ ଝଗଡା ମଧ୍ୟ କରିଥିଲେ I ଏହା କହିଥିଲେ ତୁମ ପତ୍ନୀ ଯେଉଁ ସନ୍ତାନ କୁ ଜନ୍ମ ଦେଇଛି ଏହା ର ପିତା ହେଉଛି ମୁ ଏବଂ ଏହି ଝିଅ ଟି ଉପରେ ମୋର ଅଧିକାର ରହିଛି I

ବୈଭବ , ନିଲାମ ଙ୍କ ସହ 4 ବର୍ଷ ପୂର୍ବ ରୁ ପ୍ରେମ ବିବାହ କରିଥିଲେ I ଏବଂ ଏହା ପୂର୍ବ ରୁ ନୀଲେଶ ବୈଭବ ଙ୍କ ର ସାଙ୍ଗ ମଧ୍ୟ ଥିଲେ I ଏବଂ ଦୁଇ ଦିନ ପୂର୍ବ ରୁ ନୀଲେଶ ଓ ବୈଭବ ରାସ୍ତା ରେ ସାକ୍ଷାତ ହେଇଥିଲେ ଏବଂ ସେଠାରେ ବି ବିବାଦ ଦେଖାଯାଇଥିଲା I

ଏବଂ ଏହା ପରେ ରାତି 12 ଟା ରେ ନୀଲେଶ ଓ ତାଙ୍କ ସାଙ୍ଗ ମାନେ ଗାଁଠବି ରଂଗୀଲା ନଗର ର ପରୀବା ମାର୍କେଟ ରେ ଯାଉଥିଲେ ଏବଂ ସେହିଠାରେ ବୈଭବ ଓ ତାଙ୍କ ଶଳା ମଧ୍ୟ ଯାଉଥିଲେ ଏବଂ ଏହିଠାରେ ଝଗଡା ଆରମ୍ଭ ହେଇଥିଲା I

ଜଣେ ଅନ୍ୟଜଣଙ୍କ ଉପରେ ଖଣ୍ଡା ରେ ଆକ୍ରମଣ କରିଥିଲେ I ଏହି ସମୟ ରେ ନୀଲେଶ ଙ୍କ ମୁଣ୍ଡ ରେ ଏକ ଛୋଟ ଓ ବେକ ରେ ଏକ ଚୋଟ ବାଜିଥିଲା I ଘଟଣା ସ୍ଥଳ ରେ ହିଁ ନୀଲେଶ ଙ୍କ ର ମୃତ୍ୟୁ ହେଇଥିଲା I ବୈଭବ ବି ହସ୍ପିଟାଲ ରେ ଚିକିତ୍ସା ହେଉଛନ୍ତି I

Share Your Comments Below