ଭିତରକୁ ଡାକି ଡ଼ାଇରେକ୍ଟର କବାଟ ବନ୍ଧ କରିଦେଲେ ଆଉ ତାପରେ … ଏହି ଅଭିନେତ୍ରୀ ଖୋଲିଲେ ବଡ ରାଜ

ବଲିଉଡ ରେ ରାଖୀ ସାୱନ୍ତ ସର୍ବଦା ନିଜ ର ବୟାନବାଜି କୁ ନେଇ ଚର୍ଚା ରେ ରହିଥାନ୍ତି I ସେ କେବେ ହେଲେ ଫିଲ୍ମ ରେ ନଜର ଆସନ୍ତି ନାହିଁ I କିନ୍ତୁ ସୋସିଆଲ ମିଡ଼ିଆ ରେ ଅଧିକ ସକ୍ରିୟ ରହିଥାନ୍ତି I ରାଖୀ ସାୱନ୍ତ ଙ୍କୁ ଡ୍ରାମା କୁଇନ କୁହାଯାଇଥାଏ I କାରଣ ସେ ନିଜ ର ପ୍ରତିଟି କ୍ଷେତ୍ର ରେ ବୟାନ ଦେଇଥାନ୍ତି I

ଡ୍ରାମା କୁଇନ କରିଛନ୍ତି କରିଛନ୍ତି କିପରି ଏପରି ହରକତ
ବଲିଉଡ ରେ ବିଗତ ଦିନ ରେ କାଷ୍ଟିଙ୍ଗ କାଉଚ ର ଖବର ବେଶ ଚର୍ଚା ରେ ରହିଥାଏ I ଏହା କୁ ନେଇ ରାଖୀ ସାୱନ୍ତ ଏପରି ଏକ ବୟାନ ଦେଇଛନ୍ତି I ସେ କହିଛନ୍ତି ଆରମ୍ଭ ଦିନ ରେ କିପରି ଡ଼ାଇରେକ୍ଟର ତାଙ୍କୁ ରୁମ ଭିତର କୁ ଡାକି କବାଟ ଦେଇ ଦେଉଥିଲେ I ପୂର୍ବ ରୁ ରାଖୀ ସାୱନ୍ତ ଜଣେ ଡ୍ୟାନ୍ସର ଥିଲେ I ଏବଂ ସେ ନିଜ ସହ ଘଟିଥିବା ଅନେକ ଘଟଣା ବିଷୟ ପରିପ୍ରକାଶ କରିଛନ୍ତି I ବିଗତ ଦିନ ରେ ରାଖୀ ସାୱନ୍ତ ନିଜ ର 41 ତମ ଜନ୍ମ ଦିନ ପାଳନ କରିଛନ୍ତି I ବିଗତ ଦିନ ରେ ସେ ଏକ ଇଣ୍ଟରଭିଉ ରେ କହିଛନ୍ତି I କି ମୋର ର ନାମ ପୂର୍ବ ରୁ ନିରୁ ଭେଡା ଥିଲା I ଯେତେବେଳେ ମୁ ଅଡିସନ ଦେବାକୁ ଯାଉଥିଲି ତ ପ୍ରଡ୍ୟୁସର ମାନେ ମୋର ଟଲେନଟ ଦେଖିବା କୁ କହୁଥିଲେ ଏବଂ ମୁ ଜାଣିପାରୁ ନ ଥିଲି କି ସେମାନ ଙ୍କ ର ଚିନ୍ତାଧାରା କଣ ଥିଲା I

ରାଖୀ ସାୱନ୍ତ ଯେତେବେଳେ ତାଙ୍କ ଫୋଟୋ ନେଇ ଅଡିସନ ଦେବାକୁ ଯାଉଥିଲେ ତ ତାଙ୍କୁ ରୁମ କୁ ଡାକି ନେଇ କବାଟ ଦେଇଦେଉଥିଲେ I ଏବଂ ବହୁ କଷ୍ଟ ରେ ମୁ ସେଠାରୁ ତାଙ୍କ ର ଖରାପ ଉଦେଶ୍ୟ ଥିବା ର ଦେଖି ଚାଲି ଆସୁଥିଲି I ସେ ସମୟ ରେ ମୁ ଅନେକ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲି I 28 ଜୁଲାଇ ରେ ମୁମ୍ବାଇ ରେ ମୁ ଯେଡ଼ଡବ୍ଲ୍ୟୁ ମେରୀଏଟ ରେ ବିବାହ କରିଥିଲି I ଏବଂ ମୁ ମୋ ବିବାହ ର ଫୋଟୋ ମଧ୍ୟ ସେୟାର କରିନାହିଁ I ସେ ଏହା ମଧ୍ୟ କହିଛନ୍ତି କି ମୋ ପତି ମିଡ଼ିଆ ଓ କ୍ୟାମେରା କୁ ପସନ୍ଦ କରନ୍ତି ନାହିଁ I

ଫିଲ୍ମ କଥା ଦେଖିବା କୁ ଗଲେ ଅନେକ ଛୋଟ ବଡ଼ ଫିଲ୍ମ ରେ ରାଖୀ ସାୱନ୍ତ ଅଭିନୟ କରିଛନ୍ତି I ମେ ହୁ ନା , ଏକ କାହାଣୀ ଜୁଲି କି , ଯୋଋ କା ଗୁଲାମ , ମସ୍ତି , ବୁଡ୍ଢା ମର ଗୟା , ଦିଲ ବୋଲେ ହଡିପା , 1920 , ଚୁରା ଲିୟା ହେ ତୁମନେ ପରି ଅନେକ ଫିଲ୍ମ ରେ ରାଖୀ ସାୱନ୍ତ ଅଭିନୟ କରିଛନ୍ତି I ରାଖୀ ବିଗ ବସ , ନାଚ ବାଲିଏ , ଇନ୍ସାଫ ପରି ଅନେକ ରିୟାଲିଟି ସୋ ରେ ମଧ୍ୟ ରାଖୀ ସାୱନ୍ତ ଅଭିନୟ କରିଛନ୍ତି I

Share Your Comments Below