ବାଥରୁମରେ ଡ୍ରେସ ଚେଞ୍ଜ କରୁଥିଲା ଯୁବତୀ, ସେଠି ଲାଗିଥିଲା କ୍ୟାମେରା, ସେହି ସମୟ ରେ ହେଲା କିଛି ଏପରି, ଯାହାକି ଆପଣ ସ୍ୱପ୍ନରେ ବି ଭାବି ନଥିବେ

ଏମଏମଏସ ଏହି ଶବ୍ଦ ତ ଆପଣ ଆଗରୁ ଶୁଣିଥିବେ I ଶୁଣିବା ଛାଡ଼ନ୍ତୁ ଏପରି ଅନେକ ବିଡ଼ିଓ ଦେଖିଥିବେ ମଧ୍ୟ I ଏ ପ୍ରକାର ର ଏମଏମଏସ ଭିଡିଓ ବହୁତ ବ୍ୟକ୍ତିଗତ ହେଇଥାଏ ଯାହା କି ଝିଅ ଙ୍କ ର ବ୍ୟକ୍ତିଗତ ଯିବନି ସମ୍ବନ୍ଧ ରେ ଅନ୍ୟ ଲୋକଙ୍କ ସହ ସେୟାର କରାଯାଇଥାଏ I ଏବଂ ଏପରି କିଛି ଲୋକେ ଯେଉଁମାନେ କି ଏହି ଏମଏମଏସ କୁ ବନେଇବା କୁ ଏତେ ତଳକୁ ଖାସିଥାନ୍ତି କି ଆପଣ ବିଶ୍ୱାସ ବି କରିବେ ନାହିଁ I ବାଥରୁମ ରେ , କୌଣସି ମଲ ର ଚେଞ୍ଜ ରୁମ ରେ ଲୁଚାଇକି କ୍ୟାମେରା ରଖାଯାଇଥାଏ I କିଛି କାପୁଲସ ହନିମୁନ ମନାଇବା କୁ ହୋଟେଲ କୁ ଯାଇଥାନ୍ତି ସେଠାରେ ମଧ୍ୟ ଅନେକ ସ୍ଥାନ ରେ କିଛି ଖଳ ସ୍ଵଭାଵ ର ଲୋକେ ଏପରି କ୍ୟାମେରା ରେ ଲୋକଙ୍କ ର ବ୍ୟକ୍ତିଗତ ମୁହୂର୍ତ୍ତ ର ବିଡ଼ିଓ କୁ ରେକର୍ଡ କରିଥାନ୍ତି I

ଏବଂ ଏହିପରି ଏମଏମଏସ ଭିଡିଓ କୁ ଇଣ୍ଟର୍ନେଟ ମାଧ୍ୟମରେ ଭାଇରଲ କରାଯାଇଥାଏ I ଏହି ସବୁ ପଛରେ ଏହି ଭିଡିଓ କୁ ରେକର୍ଡ କରିଥିବା ବ୍ୟକ୍ତି ହେଉଛି ମେନ ଖଳନାୟକ ଅଟେ I ଏବଂ ଯାହା ଫଳରେ କି ଲୋକେ ଏହି ଭିଡ଼ିଓ କୁ ଦେଖି ଅନେକ ଚର୍ଚା ରେ ରଖିଥାନ୍ତି I

ଆପଣ ତ ଏହା ବେଶ ଭଲ ଭାବରେ ଜାଣିଥିବେ କି ଯଦି ଜଣେ ଝିଅ ର ଏମଏମଏସ ଭାଇରଲ ହେଇଥାଏ ତ ସେ ଝିଅ ସାରା ଦୁନିଆ ଲୋକଙ୍କ ଆଗରେ ମୁଣ୍ଡ ଟେକି ବାଟ ଚାଲିପାରେ ନାହିଁ I

ଆଜିକାଲି ଏହି ଯେଉଁ ଝିଅ ର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ଏହା କୁ ସେଠାକାର ଏକ ବାଥରୁମ ରେ ଏକ ଗୁପ୍ତ କ୍ୟାମେରା ମାଧ୍ୟମରେ ରେକର୍ଡ କରାଯାଇଥିଲା I କାରଣ ଅଧିକାଂଶ ଆମେ ବାଥରୁମ ରେ ଆଇନା ଦେଖିଥାଉ କିନ୍ତୁ ଅନେକ କିଛି ହୋଟେଲ ରେ ଏହି ଆଇନା ପଛ ରେ ଗୁପ୍ତ କ୍ୟାମେରା ରଖା ଯାଇଥାଏ I

ଦେଖନ୍ତୁ ଭିଡ଼ିଓ

ଯେପରି କି ଆପଣ ଏହି ଭିଡିଓ ରେ ଦେଖିଲେ କି ଏହି ସୋସିଆଲ ଏକ୍ସପେରିମେଟ ରେ ଲୋକଙ୍କୁ ଏକ ଭଲ ସନ୍ଦେଶ ଦେବାକୁ ଚାହୁଁଥିଲେ I ଝିଅ ଟି ର କଥା ସଠିକ ଯଦି ସେହି ସ୍ଥାନ ରେ ଆପଣ ଙ୍କ ର କେହି ପ୍ରିୟ ପରିଜନ ଥାନ୍ତେ କଣ ଆପଣ ଏପରି ଏହି ଭିଡ଼ିଓ କୁ ଦେଖିକି ସେୟାର କରିଥାନ୍ତେ I