ବସ ଚଳାଉଥିବା ସମୟରେ ଡ୍ରାଇଭର କୁ ଆସିଲା ହାର୍ଟ ଆଟାକ, ତାପରେ ସେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଆଜିକା ସମୟ ରେ ପ୍ରତୋକ ଲୋକେ ନିଜ ଜୀବନ ପ୍ରତି ବିଶେଷ ସଜାଗ ରହିଥାନ୍ତି I ପ୍ରତୋକ ଲୋକେ ନିଜ ର ନିରାପଦକୁ ବିଶେଷ ଧ୍ୟାନ ଦେଇଥାନ୍ତି I ବିଗତ ଦିନ ରେ କିନ୍ତୁ କିଛି ଲୋକେ ନିଜ ର ନିରାପଦ କୁ ବିଶେଷ ଧ୍ୟାନ ନ ଦେଇ ଅନ୍ୟ ଲୋକ ଙ୍କ ର ଜୀବନ ସୁରକ୍ଷ୍ୟା କୁ ବିଶେଷ ପ୍ରାଧାନ୍ୟ ଦେଇଛନ୍ତି I ଆଜି ର ଏହି ଘଟଣା ରେ ଜଣେ ମହିଳା ଓ ଏକ ପିଲାଟି ର ଜୀବନ ଉଦ୍ଧାର କରିବାକୁ ଯାଇ ଜଣେ ଅଟୋ ଚାଳକ ନଦୀ କୁ ଡେଇଁଥିଲେ I ସେହି ଅଟୋ ଚାଳକ ମହିଳା ଓ ପିଲାଟି ର ଜୀବନ ଉଦ୍ଧାର କରିଥିଲେ କିନ୍ତୁ ନିଜେ ବୁଡିଯାଇଥିଲେ I ସେହିପରି ଆଉ ଏକ ଘଟଣା ରେ ଜଣେ ବସ ର ଡ୍ରାଇଭର ନିଜ ଜୀବନ କୁ ବାଜି ଲଗାଇ ଯାତ୍ରୀ ଙ୍କ ର ଜୀବନ ଉଦ୍ଧାର କରିଥିଲା I

TSRTC ରେ 48 ବର୍ଷୀୟ ଜଣେ ବସ ଡ୍ରାଇଭର ନିଜ ର ମଣିଷପଣିଆ ଦେଖାଇଛନ୍ତି I O . YADAIAH ନାମ ଏହି ବସ ଚାଳକ 20 ରେ ଦିପହର ସମୟ ରେ ଯାତ୍ରୀ ଙ୍କୁ ନେଇ ବସ ରେ ଯାଉଥିଲେ I ଦିନ 2.30 ମିନିଟ ସମୟ ରେ ଡିଉଟି କରିବା ସମୟ ରେ ସେ ହୃତଘାତ ର ସମୁଖୀନ ହେଇଥିଲେ ଏହା ସତ୍ୱେ ମଧ୍ୟ ସେ ନିଜ ଡିଉଟି ପୁରା କରିବାକୁ ନିଷ୍ପତି ନେଇଥିଲେ I ସେ ବସ ଟି କୁ ସୁରକ୍ଷିତ ମହାତ୍ମା ଗାନ୍ଧୀ ବସ ଷ୍ଟେସନ ରେ ପର୍କିଙ୍ଗ କରିଥିଲେ ଏବଂ ସେଠାରେ ବେହଶ ହେଇଯାଇଥିଲେ I

ସେଠାରେ ଉପସ୍ଥିତ ଅନ୍ୟ ଲୋକେ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ I କିନ୍ତୁ ହସ୍ପିଟାଲ ରେ ତାଙ୍କ ର ଦେହାନ୍ତ ହେଇଥିଲା I

ସେହି ବସ ର କଣ୍ଡକ୍ଟର ଙ୍କ ର କହିବା ଅନୁସାରେ ଡ୍ରାଇଭର ଙ୍କ ର ଏପରି ଅବସ୍ଥା ରେ ମଧ୍ୟ ସେ ଯାତ୍ରୀ ଙ୍କ ର ଜୀବନ ର ବିଶେଷ ଧ୍ୟାନ ରଖିଥିଲେ I ତାଙ୍କ ର ଏପରି ଅସହ୍ୟ ଛାତି ଯନ୍ତ୍ରଣା ସତ୍ୱେ ସେ ସୁରକ୍ଷିତ ଯାତ୍ରୀ ଙ୍କୁ ନିଜ ସ୍ଥାନ ରେ ପହଞ୍ଚିଥିଲେ I

ଯଦି ସେ ହୃତଘାତ ରେ ନିଜ ର ନିୟନ୍ତ୍ରଣ ହରାଇଥାନ୍ତେ ତେବେ ନିଶ୍ଚିତ ରୂପେ ବସ ଟି ଦୁର୍ଘଟଣା ର ସମୁଖୀନ ହେଇଥାନ୍ତା I

ଏପରି ଦୁଖଦଃ ପରିସ୍ଥିତି ରେ ବର୍ତମାନ ତାଙ୍କ ପତ୍ନୀ ସରିତା ଓ ପୁଅ ଭେଙ୍କଟେଶ୍ୱ ଅନେକ ଦୁଃଖ ରେ ଅଛନ୍ତି I